Odia News Portal

ଆୟନ ଖାନଙ୍କୁ କ୍ଲିନ୍‌ଚିଟ୍ ଦେଇଛି ଏନସିବି

ମୁମ୍ବାଇ କ୍ରୁଜ୍‌ରେ ଡ୍ରଗ୍ସ ନେବା ମାମଲାରେ ଆୟନ ଖାନଙ୍କୁ କ୍ଲିନ୍‌ଚିଟ୍ ଦେଇଛି ଏନସିବି । ଶାହାରୁଖ ଖାନଙ୍କ ପୁଅ ଆୟନଙ୍କୁ ଏନସିବି ପକ୍ଷରୁ କ୍ଲିନଚିଟ୍ ମିଳିଛି । ଅର୍ଥାତ ଡ୍ରଗ୍ସ କେସ୍‌ରେ ତାଙ୍କର କୌଣସି ଭୂମିକା ନାହିଁ ଓ ସେ ସଂପୂର୍ଣ୍ଣ ଦୋଷମୁକ୍ତ ହୋଇଛନ୍ତି । ମୁମ୍ବାଇ କ୍ରୁଜ୍‌…

କଟକରୁ ପୁଣି ନକଲି ଓ ଅପମିଶ୍ରିତ ଥଣ୍ଡା ପାନୀୟ କାରଖାନା ଠାବ

ନକଲି ଓ ଅପମିଶ୍ରିତ କାରଖାନାର ପେଣ୍ଠସ୍ତଳୀ ପାଲଟିଛି କଟକ | କଟକରୁ ପୁଣି ଠାବ ହେଲା ନକଲି ଓ ଅପମିଶ୍ରିତ ଥଣ୍ଡା ପାନୀୟ କାରଖାନା । ଜଗତପୁର ଥାନା ନିକଟ ତରୋଳ ନିକଟରେ ଵିନୋରୀ ଇଣ୍ଡଷ୍ଟ୍ରିଜ୍ ନାଁରେ ଵିନା କୌଣସି ସରକାରୀ ଅନୁମତିରେ ଚାଲିଥିବା ଏକ ଥଣ୍ଡା ପାନୀୟ କାରଖାନା ଉପରେ ଚଢାଉ…

ବର୍ଷା-ଅନୁଭବଙ୍କୁ ହାଇକୋର୍ଟଙ୍କ ତାଗିଦ୍

ବର୍ଷା-ଅନୁଭବଙ୍କୁ ହାଇକୋର୍ଟଙ୍କ ତାଗିଦ୍ । ପାରିବାରିକ ବିବାଦ ମାମଲାର ଶୁଣାଣି କରି ହାଇକୋର୍ଟ ଉଭୟ ବର୍ଷା-ଅନୁଭବଙ୍କୁ ତାଗିଦ୍ କରିଛନ୍ତି । ସୋସିଆଲ ମିଡିଆରେ କେହି କାହା ବିରୁଦ୍ଧରେ କୌଣସି ମନ୍ତବ୍ୟ ନଦେବା ଲାଗି କୋର୍ଟ ଉଭୟଙ୍କୁ ତାଗିଦ୍ କରିଛନ୍ତି । ଏହାସହିତ ଆଉ କୌଣସି ଭିଡିଓ ପୋଷ୍ଟ…

ପ୍ରତ୍ୟେକ ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍

ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ଏକ କଡା ନିର୍ଦେଶନାମା ଜାରି କରାଯାଇଛି | ଏଣିକି ପ୍ରତ୍ୟେକ ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ । ତେବେ ଏହି ନିୟମ ଉଭୟ ପୁରୁଣା ଓ ନୂଆ ଗାଡି ପାଇଁ ବାଧ୍ୟତାମୂଳକ କରାଯାଇଛି । ଏ ନେଇ ଗାଡ଼ି ମାଲିକଙ୍କୁ ଅନ୍ୟୁନ ୩ ମାସ…

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ବର୍ଷା

ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ହେଉଥିବା ଅପପ୍ରଚାର ବନ୍ଦ କରିବାକୁ ପିଟିସନ ଦାୟର କଲେ ବର୍ଷା । ପିଟିସନରେ ସେ ତାଙ୍କ ସ୍ବାମୀ ସାଂସଦ ଅନୁଭବ ମହାନ୍ତି, ରାଜ୍ୟ ସରକାର ଓ ରାଜ୍ୟ ସୂଚନା ଓ ପ୍ରସାରଣ ବିଭାଗକୁ…

ବ୍ରଜରାଜନଗର ଉପନିର୍ବାଚନ; ପ୍ରଚାର ମଇଦାନରେ ଶାସକ ଦଳକୁ କଡ଼ା ଟକ୍କର ଦେଉଛନ୍ତି ବିରୋଧୀ

ବ୍ରଜରାଜନଗର ଊପନିର୍ବାଚନ ଉପରେ ସାରା ରାଜ୍ୟର ନଜର ରହିଛି । ଏଥର କିଏ ବାଜି ମାରିବ ସେନେଇ ମଧ୍ୟ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ସେପଟେ ରାଜନୈତିକ ଦଳମାନେ ମଧ୍ୟ ଜୋରଦାର ପ୍ରଚାର କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଉଭୟ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ରୋଚକ…

ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ନୂଆ ମଡେଲ ଦେଇଛି ମୋ ସରକାର : ମୁଖ୍ୟମନ୍ତ୍ରୀ

ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ‘ମୋ ସରକାର’ ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ‘ମୋ ସରକାର’ ଉପକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ବୈଠକରେ ସମସ୍ତ ବିଭାଗ ଏହି…

ଶ୍ରୀମନ୍ଦିରରେ ପୁଣି ଅଘଟଣ: ଗରମ ଡାଲି ପଡ଼ି ଜଣେ ବୋଝିଆ ଆହତ

ପୁଣି ଶ୍ରୀମନ୍ଦିରରେ ଘଟିଲା ଅଘଟଣ । ଗତ କିଛି ଦିନ ହେବ ଶ୍ରୀମନ୍ଦିରରେ ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଥିବା ବେଳେ, ଆଜି ଜଣେ ବୋଝିଆ ଆହତ ହୋଇଛନ୍ତି । ଗରମ ଡାଲି ଜଣେ ବୋଝିଆଙ୍କ ଉପରେ ପଡ଼ିଯାଇଛି । ଫଳରେ ତାଙ୍କର ଗୋଡ ପୋଡିଯାଇଛି । ପୁରୀ ଶ୍ରୀମନ୍ଦିର ଭୋଗ ମଣ୍ଡପ ନିକଟ ପାହାଚ ନିକଟରେ ଏଭଳି…

ଗହମ ଓ ଚିନି ପରେ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି କେନ୍ଦ୍ର ସରକାର

ଗହମ ଓ ଚିନି ପରେ ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ପ୍ରତ୍ୟେକ ଦେଶ ସେମାନଙ୍କ ଦ୍ୱାରା ଅନ୍ୟ ଦେଶକୁ ରପ୍ତାନୀ ହେଉଥିବା ଖାଦ୍ୟା ସମାଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଦେଇଛନ୍ତି । ଏହାର କାରଣ ଭାବେ କୁହାଯାଉଛି କି ପ୍ରତ୍ୟକ ଦେଶ…

ଦେହଜୀବୀଙ୍କୁ ସମ୍ମାନର ସହ ବ୍ୟବହାର କର:ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଏକ ଗୁରୁତ୍ୱପୂର୍ଣ୍ଣ ରାୟ କ୍ରମେ ସୁପ୍ରିମକୋର୍ଟ ବେଶ୍ୟାବୃତ୍ତି ଆଇନ ସମ୍ମତ ବୋଲି କହିଛନ୍ତି । ଦେହଜୀବୀଙ୍କ ପ୍ରତି ସମ୍ମାନର ସହ ବ୍ୟବହାର କରିବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କୁ ମୌଖିକ କିମ୍ବା ଶାରୀରିକ…