Odia News Portal

ନିଆଁରେ ପୋଡି ହୋଇ ମହିଳା ଓ୍ବାର୍ଡମେମ୍ବରଙ୍କ ମୃତ୍ୟୁ

ନିଆଁରେ ପୋଡି ହୋଇ ମହିଳା ଓ୍ବାର୍ଡମେମ୍ବରଙ୍କ ମୃତ୍ୟୁ ଘଟିଛି।ମୃତ ମହିଳା ଜଣକ ହେଲେ ସରସ୍ବତୀ ସେଠୀ। ତିର୍ତ୍ତୋଲ ଥାନା ବିଦ୍ୟାଧରପୁର ପଂଚାୟତ ବିଧାରପୁର ଗାଁ ରେ ଏହି ଅଘଟଣ ଘଟିଛି। ବିଦ୍ୟାଦରପୁର ପଞ୍ଚାୟତ ବିଧାରପୁର ଗାଁ ଏକ ନମ୍ବର ୱାର୍ଡର ସରସ୍ଵତୀ ସେଠୀଙ୍କ

ଓପିଟିସିଏଲ ଡିଜିଏମଙ୍କୁ ୫ ବର୍ଷର ଜେଲ ଦଣ୍ଡ

ଓପିଟିସିଏଲ ଡିଜିଏମଙ୍କୁ ୫ ବର୍ଷର ଜେଲ ଦଣ୍ଡ ସଜାଇଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୩ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ଓପିଟିସିଏଲ ଡିଜିଏମ୍ ଯଶୋବନ୍ତ ଚୌଧୁରୀଙ୍କୁ ୫ ବର୍ଷର ସଶ୍ରମ ଜେଲ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା, ଅନାଦେୟ ଏକ ବର୍ଷର କାରାଦଣ୍ଡର ଆଦେଶ ଦେଇଛନ୍ତି

କାହାକୁ ରାଜ୍ୟସଭା ପଠାଇବ ବିଜେଡି

କାହାକୁ ରାଜ୍ୟସଭା ପଠାଇବ ବିଜେଡି । ଚାରୋଟି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେଡି ସୁପ୍ରିମୋଙ୍କ କୋଟେରୀ କାହା ଉପରେ କୃପା ଦୃଷ୍ଟି ପକାଇବେ, ତା ଉପରେ ସମସ୍ତଙ୍କ ନଜର । ସଂଖ୍ୟା ଦୃଷ୍ଟିରୁ ଚାରୋଟି ଯାକ ଆସନ ବିଜେଡି ହାତକୁ ଯାଉଥିବାରୁ ଦଳ 2024କୁ ନଜରରେ ରଖି ଚାରିଜଣ

ଶ୍ରୀମନ୍ଦିର ନାଟମଣ୍ଡପ ଉପରକୁ ଚଢିଗଲେ ଜଣେ ବଙ୍ଗୀୟ ଯୁବକ

ଶ୍ରୀମନ୍ଦିର ନାଟମଣ୍ଡପ ଉପରକୁ ଚଢିଗଲେ ଜଣେ ବଙ୍ଗୀୟ ଯୁବକ । ନାଟମଣ୍ଡପ ଉପରେ ସଂପୃକ୍ତ ଯୁବକଙ୍କୁ ଦେଖିବା ପରେ ଶ୍ରୀମନ୍ଦିର ପୋଲିସ ସଂପୃକ୍ତ ଯୁବକଙ୍କୁ ନାଟମଣ୍ଡପରୁ ଟେକି ନେଇଥିଲା ପୋଲିସ । ତେବେ ଯୁବକ ଜଣକ କଣ ପାଇଁ ନାଟମଣ୍ଡପ ଉପରେ ଚଢିଥିଲେ, ତାହା ସ୍ପଷ୍ଟ ଜଣାପଡିନାହିଁ ।

ଓଡିଶା ଆସିବେ ପ୍ରିୟଙ୍କା

ଖୁବଶୀଘ୍ର ଓଡିଶା ଆସିପାରନ୍ତି ପ୍ରିୟଙ୍କା ଗାନ୍ଧି । ଚିନ୍ତନ ଶିବିରରୁ ଫେରିବା ପରେ ଏହି ସୂଚନା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ଚିନ୍ତନ ଶିବିରରେ ସଙ୍ଗଠନ , ରାଜନୀତି, ଅର୍ଥନୀତି ଆଦି ୬ଟି ବିଷୟରେ ଆଲୋଚନା ହେଲା, ରାଜ୍ୟ କଂଗ୍ରେସ ଆହୁରି ସଶକ୍ତ ହେବ ବୋଲି ସେ କହିଛନ୍ତି । ‘ପରିବାରରୁ

ପୁଣି ଆନ୍ଦୋଳନକୁ ଓହ୍ଲାଇବେ ୪ ହଜାର ଶିକ୍ଷକ

ନିୟମିତ କରିବା ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ୪ ହଜାର ଶିକ୍ଷକ । ତେବେ ରାଜ୍ୟର ୪ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ନିୟମିତ କରିବା ଦାବିରେ ଓଡ଼ିଶା ସରକାରୀ ହାଇସ୍କୁଲ ପ୍ରାରମ୍ଭିକ ନିଯୁକ୍ତି ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ସଂଘ କହିବାନୁସାରେ,

ସମବାୟ ନିର୍ବାଚନ ପ୍ରସ୍ତୁତି : ବରିଷ୍ଠ ନେତାଙ୍କ ସହ ବିଜେଡି ସୁପ୍ରିମୋଙ୍କ ଆଲୋଚନା

ସମବାୟ ନିର୍ବାଚନ ନେଇ ବିଜେଡ଼ିର ଜୋରଦାର ପ୍ରସ୍ତୁତି । ଦଳର ବରିଷ୍ଠ ନେତୃତ୍ୱଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । ସମବାୟ ନିର୍ବାଚନ ପରିଚାଳନା କରିବା ନେଇ ୭ ଜଣିଆ କମିଟି ଗଠନ କଲା ବିଜେଡି । କମିଟିରେ ଆବାହକ ପ୍ରତାପ ଦେବ ରହିଥିବା ବେଳେ ମନ୍ତ୍ରୀ

ବୁଦ୍ଧ ପୁର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନେପାଳ ଗସ୍ତରେ

ବୁଦ୍ଧ ପୁର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନେପାଳ ଗସ୍ତରେ ଯିବେ । ଦିନିକିଆ ଗସ୍ତରେ ପ୍ରଧାନମନ୍ତ୍ରୀ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ ପରିଦର୍ଶନ କରିବେ । ଲୁମ୍ବିନୀରେ ଆୟୋଜିତ ବୁଦ୍ଧ ଜୟନ୍ତ୍ରୀ କାର୍ଯ୍ୟକ୍ରମରେ ସେ ଯୋଗଦେବେ । ଲୁମ୍ବିନୀରେ ବୌଦ୍ଧ ସଂସ୍କୃତି ଓ

ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା । ଏହି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଦ୍ଧଙ୍କ ପ୍ରଦର୍ଶିତ ସତ୍ୟ ଓ ଶାନ୍ତିର ମାର୍ଗ ପ୍ରତିଟି ଜୀବନକୁ ଆଲୋକିତ କରୁ୍ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା ପରେ ସ୍କୁଲ ଆସୁନାହାନ୍ତି ୩୦% ଛାତ୍ରଛାତ୍ରୀ, ଚିନ୍ତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ବୁଦ୍ଧ ପୂର୍ଣିମା ଓ ସାବିତ୍ରୀ ଅମାବାସ୍ୟାରେ ସ୍କୁଲ ଛୁଟି ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ । ଅର୍ଥାତ ଚଳିତ ମାସ ୧୬ ଏବଂ ୩୦ ତାରିଖ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେପଟେ ଚଳିତବର୍ଷ ୭୦ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ ଆସିଥିବା ବେଳେ ୩୦ ପ୍ରତିଶତ