Odia News Portal

ବିଜେଡି କର୍ପୋରେଟର ପ୍ରାର୍ଥୀଙ୍କୁ ୨ ଲକ୍ଷ ଟଙ୍କା ବଟି ମାଗି ୨ ଗିରଫ

ବିଜେଡି କର୍ପୋରେଟର ପ୍ରାର୍ଥୀଙ୍କୁ ବଟି ମାଗି ୨ ଗିରଫ । ୨ ଲକ୍ଷ ଟଙ୍କା ବଟି ମାଗିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସୋମନାଥ ହାତୀ ଏବଂ ଲିଟୁନା ସ୍ୱାଇଁ । ଟଙ୍କା ନଦେଲେ ଭୋଟ କରେଇ ଦେବୁନି କହି ଧମକ ଦେଉଥିଲେ ବୋଲି ଅଭିଯୋଗ ହୋଇଛି । ୫୫ନମ୍ବର

ଦୀର୍ଘ ଦୁଇ ବର୍ଷ ପରେ କାକଟପୁର ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା

ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ କାକଟପୁର ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ବନ୍ଦ ରହିଥିଲା | ତେବେ ଚଳିତ ବର୍ଷ ଝାମୁଯାତ୍ରାର ଆୟୋଜନ କରିବା ପାଇଁ ମଙ୍ଗଳା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି | ସେଥିପାଇଁ ମଙ୍ଗଳା ମନ୍ଦିର ଟ୍ରଷ୍ଟବୋର୍ଡ ତରଫରୁ କାକଟପୁର

ଦ୍ୱିତୀୟଥର ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂ ଧାମି

ଉତ୍ତରାଖଣ୍ଡରେ କିଏ ହେବେ ପରିବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାହା ଉପରୁ ହଟିଛି ସସପେନ୍ସ । ପୁଣି ଥରେ ପୁଷ୍କର ସିଂ ଧାମି ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ବିଜେପି ବିଧାୟକ ଦଳ ବୈଠକରେ ପୁଷ୍କର ସିଂ ଧାମି ସର୍ବସମ୍ମତିରେ ନେତା ନିର୍ବାଚିତ ହୋଇଛନ୍ତି। ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା

ମାନସ ସ୍ୱାଇଁ ହତ୍ୟା ମାମଲା, କଟକରୁ ଆଉ ଜଣେ ଗିରଫ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ଆଉ ଜଣେ ଗିରଫ । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ । କଟକରୁ ରଞ୍ଜନ ନାୟକ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଏହାସହିତ ଏହି ମାମଲାରେ ଆଉ ଜଣେ ଯୁବକ ଓ ଦୁଇ ମହିଳା ଅଟକ ଥିବା

ଚୀନ୍‌ରେ ବିମାନ ଦୁର୍ଘଟଣା

ଚୀନରେ ଯାତ୍ରୀବାହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ୧୩୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଇଂ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । କୁନମିଙ୍ଗରୁ ଗୁଆଙ୍ଗଝୁକୁ ଉଡାଣବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମୃତାହତ ନେଇ ସ୍ପଷ୍ଟ ହୋଇପାରିନାହିଁ । ପାହାଡରେ ବାଜିବାରୁ ଦୁର୍ଘଟଣା

ମାନସ ସ୍ବାଇଁ ହତ୍ୟା ମାମଲା:ଅବସର ପ୍ରାପ୍ତ OIS ନିରଞ୍ଜନ ସେଠୀ ଗିରଫ

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ପୋଲିସ ଗିରଫ କରିଛି । ମାନସ ସ୍ବାଇଁଙ୍କୁ ଅପହରଣ କରିବା ଓ ହତ୍ୟା କରିବା ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ

ପେଟ୍ରୋଲ ପମ୍ପରୁ ଲୁଟି ନେଲେ ୨୦ଲକ୍ଷ

ପେଟ୍ରୋଲ ପମ୍ପରୁ ଲୁଟ୍। କେନ୍ଦୁଝର ସଦର ଥାନା ପଦ୍ମପୁର ପୁଟୁଳିଆ ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପରୁ ଲୁଟ୍ । ତେଲ ପକାଇବା ବାହାନାରେ ଦୁଇଟି ମୋଟର ସାଇକଲରେ ୬ ଜଣ ମୁଖାଧାରୀ ଦୁର୍ବୃତ୍ତ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ । ଏହାପରେ ତେଲ ଦେଉଥିବା କର୍ମଚାରୀ ଓ କାଉଣ୍ଟରରେ ଥିବା

ନନ୍ଦନକାନନରେ ୧୦ ଦିନର ଧଳା ବାଘ ଶାବକର ମୃତ୍ୟୁ

ନନ୍ଦନକାନନରେ ୧୦ ଦିନର ଧଳା ବାଘ ଶାବକର ମୃତ୍ୟୁ । ଧଳା ବାଘୁଣୀ ରୁପା ଶାବକ ଜନ୍ମ ପରେ ତାକୁ ଅନାଦର କରିଥିଲା । ଏହି ବାଘଛୁଆ ସମେତ ତିନୋଟି ବାଘ ଛୁଆକୁ ତାଙ୍କ ମା’ ଠାରୁ ଅଲଗା କରି ନନ୍ଦନକାନନ କର୍ତ୍ତୃପକ୍ଷ ନିଜ ହେପାଜତରେ ରଖି କୃତ୍ରିମ ଖାଦ୍ୟ ଦେଇ ପାଳନ କରୁଥିଲେ । ମୃତ ୧୦ ଦିନର

କ୍ରିକେଟର ହରଭଜନ ସିଂଙ୍କ ସହ ପାଞ୍ଚ ଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭା ପାଇଁ ମନୋନୀତ କଲା ଆପ୍

ପଞ୍ଜାବରୁ ରାଜ୍ୟସଭା ପାଇଁ ଆମ୍ ଆଦମୀ ପାର୍ଟି(ଆପ୍) ପାଞ୍ଚ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏମାନଙ୍କ ମଧ୍ୟରେ ପୂର୍ବତନ କ୍ରିକେଟର ହରଭଜନ ସିଂ, ଲଭଲି ପ୍ରଫେସନାଲ ୟୁନିଭରସିଟି (ଏଲପିୟୁ)ର କୁଳପତି ଅଶୋକ ମିତ୍ତଲ, ଦଳର ପଞ୍ଜାବ ସହପ୍ରଭାରୀ ତଥା ଦିଲ୍ଲୀ ବିଧାୟକ ରାଘବ ଚଢା, ସଞ୍ଜୀବ

ଆଜି ଗୋଆ ଓ ଉତ୍ତରାଖଣ୍ଡରେ ନୂଆ ନେତା ଚୟନ

ଆଜି ଗୋଆ ଓ ଉତ୍ତରାଖଣ୍ଡରେ ବିଜେପି ବିଧାୟକ ଦଳ ବୈଠକ ବସିବ । ଏଥିରେ ନୂଆ ନେତା ନିର୍ବାଚନ କରାଯିବ । ଯେକି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ଗୋଆରେ ଅପରାହ୍ନ ୪ଟାରେ ଏହି ବୈଠକ ବସିବ । ଏହା ପରେ ବିଜେପି ପ୍ରତିନିଧି ଦଳ ରାଜ୍ୟପାଳ ପି.ଏସ୍‌. ଶ୍ରୀଧରନ ପିଲାଇଙ୍କୁ ଭେଟି ସରକାର