Odia News Portal

ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଆଜି ପବିତ୍ର ବୁଦ୍ଧ ପୂର୍ଣ୍ଣିମା । ଏହି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଦ୍ଧଙ୍କ ପ୍ରଦର୍ଶିତ ସତ୍ୟ ଓ ଶାନ୍ତିର ମାର୍ଗ ପ୍ରତିଟି ଜୀବନକୁ ଆଲୋକିତ କରୁ୍ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା ପରେ ସ୍କୁଲ ଆସୁନାହାନ୍ତି ୩୦% ଛାତ୍ରଛାତ୍ରୀ, ଚିନ୍ତାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ବୁଦ୍ଧ ପୂର୍ଣିମା ଓ ସାବିତ୍ରୀ ଅମାବାସ୍ୟାରେ ସ୍କୁଲ ଛୁଟି ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ । ଅର୍ଥାତ ଚଳିତ ମାସ ୧୬ ଏବଂ ୩୦ ତାରିଖ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେପଟେ ଚଳିତବର୍ଷ ୭୦ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ ଆସିଥିବା ବେଳେ ୩୦ ପ୍ରତିଶତ…

ମାଣିକ ଶାହା ହେବେ ତ୍ରିପୁରାର ମୁଖ୍ୟମନ୍ତ୍ରୀ

ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଶୁକ୍ରବାର ଅମିତ ଶାହାଙ୍କ ସହ ଭେଟ ହେବା ପରେ ଶନିବାର ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସଂଧ୍ୟା ହେବା ପୂର୍ବରୁ କିଏ ହେବ ତ୍ରିପୁରାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ , ନିଷ୍ପତ୍ତି ନିଆଯାଇଛି ।…

ତାରାତାରିଣୀ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ: ୧୮ରେ ଦେବୀଙ୍କୁ ଭକ୍ତି ଅର୍ଘ୍ୟ ଦେବେ ନବୀନ

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଆରାଧ୍ୟା ଦେବୀ ମାଁ ତାରାତାରିଣୀଙ୍କ ଭବ୍ୟ ନୂତନ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି। ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀ ତିଥି ରବିବାରରୁ ଆରମ୍ଭ ହେବାକୁ ଥିବା ଏହି ଆଧ୍ୟାତ୍ମିକ ମହୋତ୍ସବ ୨୦…

ସଜାଗ ହେଲା ଓଡ଼ିଶା ଅଗ୍ନିଶମ ବିଭାଗ

ଦିଲ୍ଲୀ ଅଟାଳିକାରେ ଅଗ୍ନିକାଣ୍ଡ ପରେ ଆଲର୍ଟ ହେଲା ଓଡ଼ିଶା। ଓଡ଼ିଶା ଅଗ୍ନିଶମ ନିର୍ବାପକ ଓ ନିରାପତ୍ତା ନିୟମ ୨୦୧୭କୁ କଡ଼ାକଡ଼ି ପାଇଁ ଅଗ୍ନିଶମ ଡିଜି ଏସ.କେ ଉପାଧ୍ୟାୟ ଚିଠି ଲେଖିଛନ୍ତି । ହୋଟେଲ, ଲଜିଂ, ସିନେମା ହଲ ଓ ଅତିଥି ଭବନ, ସରକାରୀ କୋଠା,ଉଚ୍ଚ ଅଟ୍ଟାଳିକା ଓ ହସ୍ପିଟାଲ…

ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଲବ ଦେବଙ୍କ ଇସ୍ତଫା

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ବିପ୍ଲବ ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି । ଇସ୍ତଫା ଦେବା ପରେ…

ଏମିତି ଏକ ସ୍ଥାନ ରହିଛି, ଯେଉଁଠି ଭୂମିରେ ବି ଦେଖାଯାଏ ଭାରତ

ଭାରତ ସହ ଜଡିତ ଅନେକ ଆଶ୍ଚର୍ଯ୍ୟକର ଜିନିଷ ରହିଛି ଯାହା ଦେଶର ଗୌରବକୁ ବଢ଼ାଇଥାଏ। ଭାରତରେ ଏକ ଏମିତି ସ୍ଥାନ ରହିଛି, ଯେଉଁଠି ଆପଣଙ୍କୁ ଭୂମିରେ ବି ଭାରତ ଦେଖାଯିବ। କଣ ଦ୍ୱନ୍ଦ୍ୱରେ ପଡୁଛନ୍ତି କି ଭୂମିରେ କେମିତି ଭାରତ ଦେଖାଯିବ? ହଁ ଆଜ୍ଞା ଏହି କଥା ବିଲକୁଲ ସତ। ଅସାମର ଏକ ଏମିତି ସ୍ଥାନ…

ମୁଣ୍ଡକା ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ କେଜ୍ରିୱାଲ

ଦିଲ୍ଲୀର ମୁଣ୍ଡକାଠାରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡର ଦିନକ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶନିବାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ଅଧିକାରୀଙ୍କ ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଆଇପିଏଲରୁ ଅବସର ଘୋଷଣା କଲେ ଏହି ଖେଳାଳୀ

ଆଇପିଏଲରୁ ସନ୍ନ୍ୟାସ ନେବେ ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ପ୍ଲେୟର ଅମ୍ବତି ରାଇଡୁ । ସେ ନିଜେ ଅବସର ଘୋଷଣା କରିଛନ୍ତି । ୩୬ ବର୍ଷୀୟ ରାଇଡୁ ଏବେ ପର୍ଯ୍ୟନ୍ତ ଆଇପିଏଲରେ ୧୮୭ ମ୍ୟାଚ୍ ଖେଳି ୪୧୮୭ ରନ୍ ସ୍କୋର କରିଛନ୍ତି । ତାଙ୍କର ବେଷ୍ଟ ସ୍କୋର ୧୦୦ ରନ୍ ଥିଲା । ଶନିବାର ଦିନ ନିଜ ଟ୍ୱିଟର…

କଟକରେ ଟମାଟୋ ଫ୍ଲୁ’ଆତଙ୍କ

ଏବେ ଦେଶରେ ମୁଣ୍ଡ ଟେକିଛି ଟମାଟୋ ଫ୍ଲୁ’ ଆତଙ୍କ | କେରଳ ଓ କର୍ଣ୍ଣାଟକ ପରେ ଏବେ କଟକରେ ଚିହ୍ନଟ ହୋଇଛି ଟମାଟୋ ଫ୍ଲୁ’ ଆତଙ୍କ | ୫ ବର୍ଷରୁ କମ୍‌ ଶିଶୁ ଏହି ରୋଗରେ ଆକ୍ରାନ୍ତ ହେଉଥିବା ବେଳେ, ଏହି ରୋଗରେ ଆକ୍ରାନ୍ତ ଶିଶୁଙ୍କଠାରେ ଯେଉଁ ଲକ୍ଷଣ ପ୍ରକାଶ ପାଉଛି ଠିକ୍‌ ସେହିଭଳି ଲକ୍ଷଣ ଥିବା…