ପୁରୀ ଏମାର ମଠ ପାଖ ଅଞ୍ଚଳରେ ହୋଇଥିବା ଖନନରୁ ବାହାରିଲା ପଥରର ସିଂହ ମୂର୍ତ୍ତି
ପୁରୀ ଏମାର ମଠ ପାଖ ଅଞ୍ଚଳରେ ଚାଲିଛି ଖନନ । ତେବେ ଏହି ଖନନ ସମୟରେ ଏକ ପଥରର ସିଂହ ମୂର୍ତ୍ତି ବାହାରିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମାଟି ଖନନ ବେଳେ ଏକ ସିଂହମୂର୍ତ୍ତି ବାହାରିଥିବା ଦେଖିବାକୁ ମିଳିଛି । ତେବେ ସିଂହ ମୂର୍ତ୍ତିଟି ଭାଙ୍ଗି ଯାଇଥିବା ବେଳେ ଜିପିଆର ସର୍ଭେ ନହୋଇ!-->…
