Odia News Portal

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ। କୋରାପୁଟ BSF ସେକ୍‌ଟର ପଡିଆରେ ଅବତରଣ କରିବା ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା କରିବେ। ନିର୍ବାଚନ ସୁପରିଚାଳନା ଓ ଆଇନଶୃଙ୍ଖଳା ସ୍ଥିତି ନେଇ ଆଲୋଚନା କରିବେ। ଏହା ସହ ମାଓ ଗତିବିଧିର ମଧ୍ୟ ସମୀକ୍ଷା କରିବେ। ଏହାପରେ ପୋଲିସ

ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌,ଘଟଣାରେ ସଂପୃକ୍ତି ୬ଗିରଫ

ପୁରୀରେ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌। ମୁଖ୍ୟ ଅଭିଯୁକ୍ତ ଦୁଇ ଜଣ ସମ୍ପର୍କରେ ବାପା-ପୁଅ। କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ ଗିରଫ। ବନ୍ଧୁକ ଚଳାଇଥିବା ମୁନ୍ନା ପାତ୍ରକୁ ମଧ୍ୟ ଗିରଫ କରାଯାଇଛି। ଘଟଣାରେ ସଂପୃକ୍ତି ଅଭିଯୋଗରେ ୬ଜଣଙ୍କୁ ଗିରଫ

ସମ୍ବଲପୁର ଗସ୍ତରେ ୫-T ସଚିବ ଭି.କେ ପାଣ୍ଡିଆନ୍

ସମ୍ବଲପୁର ଗସ୍ତରେ ୫-T ସଚିବ ଭି.କେ ପାଣ୍ଡିଆନ୍। ଏହି ଗସ୍ତରେ ତାଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ସଚିବ ଭିଭି ଯାଦବ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସେକ୍ରେଟାରୀ ଆର ଭିନିଲକ୍ରିଷ୍ଣା, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ବିର ବିକ୍ରମ ୟାଦବ ସାମିଲ ଅଛନ୍ତି । ସେମାନେ

ବେବି ବମ୍ପ ଦେଖାଇ କ୍ୟୁଟ୍‌ ଫଟୋଶୁଟ୍‌ କଲେ କମେଡି କୁଇନ ଭାରତୀ ସିଂ

କମେଡିଆନ ଭାରତୀ ସିଂ ସବୁବେଳେ ଚର୍ଚ୍ଚାରେ। ନିଜ କମେଡି ସେନ୍ସ ହେଉ ଅବା ଆକ୍ଟିଂ ପାଇଁ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ଏବେ ଭାରତୀ ନିଜ ପ୍ରେଗନେନ୍ସୀକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୩୭ ବର୍ଷ ବୟସରେ ଭାରତୀ ମା’ ହେବାକୁ ଯାଉଛନ୍ତି। ଆଉ ଖାସ୍‌ ଏଥିପାଇଁ ଭାରତୀ ଫଟୋଶୁଟ୍‌ କରିଛନ୍ତି।

ଗଞ୍ଜେଇ ଚୋରାଚାଲାଣ ବେଳେ ଧରାପଡିଲେ ୨ ମାଫିଆ

ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଲା ପୋଲିସ । ୨ ଜଣ ମାଫିଆଙ୍କୁ ଗିରଫ ସହ ୪୧ କେଜି ୪୫ ଗ୍ରାମର ଗଞ୍ଜେଇ ଜବତ କରିଛି ପୋଲିସ । ଗିରଫ ଗଞ୍ଜେଇ ମାଫିଆଙ୍କୁ କୋର୍ଟ ଚାଲାଣ କରାଯାଇଛି । ରାୟଗଡ଼ା ଜିଲ୍ଲା ବିଷୟକଟକ ଥାନା ନେତାଜୀ ଛକ ନିକଟରୁ ଗଞ୍ଜେଇ ଜବତ କରିଛି ପୋଲିସ । ଖବର ଅନୁଯାୟୀ, 

ଓଡ଼ିଆ ଭାଷାକୁ ସମ୍ମାନ ଦେଉଛି ଭାରତୀୟ ରେଳପଥ

ଭାରତୀୟ ରେଳପଥ ସବୁ ଆଞ୍ଚଳିକ ଭାଷାକୁ ସମ୍ମାନ ଜଣାଉଛି । ଏହାର ପ୍ରସାର ପାଇଁ ଉଦ୍ୟମ କରୁଛି । ତେବେ ଆନ୍ଧ୍ର ଓ ଛତିଶଗଡ଼ ଓ ଏହାର ପାଖାପାଖି ଷ୍ଟେସନ୍‌ରେ ଓଡ଼ିଆ ଭାଷାରେ ଷ୍ଟେସନ୍‌ ନାମ ଲେଖା ଯାଉଛି । ରାୟଗଡ଼ା, ଚାକୁଳିଆ, କୁନେରୁ, ଜେମାଦେଇପେଣ୍ଠ ଭଳି ଓଡ଼ିଶା ବାହାରେ ଥିବା ବହୁ

ପାଠ୍ୟକ୍ରମରେ ଯୋଡ଼ା ହେବ ଭଗବଦ୍ ଗୀତା: କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ

ବର୍ତ୍ତମାନ ଛାତ୍ର ଛାତ୍ରୀଙ୍କ ସିଲାବସ ବଦଳିବାକୁ ଲାଗିଛି। ଏମିତିକି ବିଭିନ୍ନ ପ୍ରକାର ପ୍ରଶ୍ନ ସହିତ ନୂଆ ସିଲାବସ ମଧ୍ୟ ଆସୁଛି। ଯେମିତିକି ଏବେ ଗୁଜୁରାଟ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି କର୍ଣ୍ଣାଟକର ଶିକ୍ଷା ମନ୍ତ୍ରୀ ବିସି ନାଗେଶ। ସେ କହିଛନ୍ତି ଯେ ଭଗବଦ୍ ଗୀତା ସମସ୍ତଙ୍କ

୨୫ ଦିନରେ ୟୁକ୍ରେନ ଯୁଦ୍ଧ, ମାରିଉପୋଲ ସହରରେ ରୁଷୀୟ ଟ୍ୟାଙ୍କ୍, ସହରକୁ ବିଦ୍ୟୁତ, ଜଳ ଓ ଗ୍ୟାସ ଯୋଗାଣ ବନ୍ଦ

ୟୁକ୍ରେନ ବନ୍ଦର ସହର ମାରିଉପୋଲରେ ଭୟଙ୍କର ଯୁଦ୍ଧ ଚାଲିଛି | ରୁଷ ଏଠାରେ କ୍ରମାଗତ ଭାବରେ ଆକ୍ରମଣ କରୁଛି। ରୁଷର ଘେରାବନ୍ଦୀରେ ଫସିଥିବା ମାରିଉପୋଲ ସହରର ମେୟର କହିଛନ୍ତି ଯେ ସହରରେ ଭୀଷଣ ଲଢେ଼ଇ ଯୋଗୁଁ ବୋମା ମାଡରେ ଧ୍ବଂସ ହୋଇଥିବା ଥିଏଟରର ଭଗ୍ନାବଶେଷ ତଳେ ଫସି ରହିଥିବା

କେନ୍ଦୁଝର ଜିଲ୍ଲା କନକନା ଗାଁରେ ଅଘଟଣ, ପିଚୁକଡ଼ାରେ ପଡି ୩ ପିଲା ଗୁରୁତର

କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କନକନା ଗାଁରେ ଅଘଟଣ। କନକନା ଗାଁ ରାସ୍ତା କାମ ଚାଲୁଥିବା ବେଳେ ପିଚୁକଡ଼ାରେ ପଡିଗଲେ ୩ ଜଣ ଛୁଆ । ଗୁରୁତର ଅବସ୍ଥାରେ ଗାଁ ଲୋକଙ୍କ ଦ୍ଵାରା ଉଦ୍ଧାର । ସୂଚନା ଅନୁଯାୟୀ, କନକନା ଗାଁର ରାସ୍ତା କାମ ଚାଲୁଥିବା ବେଳେ, ଗତକାଲି ହୋଲି ପାଇଁ ରାସ୍ତା କାମ ବନ୍ଦ

ସୁରଟର ଏକ କପଡା ମିଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ସୁରଟର ପୋଣ୍ଡସରା ଜିଆଇଡିସି ଅଂଚଳରେ ସ୍ଥିତ ଏକ କପଡା ମିଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ୧୭ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । ରବିବାର ସକାଳ ୪ ସମୟରେ ଏହି ଅଘଟଣ ଘଟିଛି । ନିଆଁରେ କପଡା ମିଲ୍ ସମ୍ପୂର୍ଣ୍ଣ ପୋଡି ପାଉଁଶ