Odia News Portal

ରାଜଧାନୀରେ ବୋମାମାଡ

ରାଜଧାନୀ ଉପକଣ୍ଠ ବାଲିଅନ୍ତାରେ ବୋମାମାଡ । ଜାଗାବାଡ଼ିକୁ କେନ୍ଦ୍ର କରି ରାଜଧାନୀ ଉପକଣ୍ଠରେ ଫୁଟିଲା ବୋମା । ବାଲିଅନ୍ତା ଥାନା ସରକଣାରେ ହୋଇଥିବା ଏହି ବୋମାମାଡରେ ଉଡ଼ିଗଲା ଘରର ଟିଣ । ସୂଚନା ଅନୁସାରେ ଜାଗା ବିକ୍ରି ବାବଦ କମିଶନ ଟଙ୍କାକୁ ନେଇ ଘଟିଛି ଏହି ଘଟଣା । ବୋମା ଫିଙ୍ଗି

କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଆଉନାହାନ୍ତି ପ୍ରଖ୍ୟାତ କଥକ ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ । ୮୩ ବର୍ଷ ବୟସରେ ଆଖି ବୁଜିଛନ୍ତି ନୃତ୍ୟଗୁରୁ ପଣ୍ଡିତ ବିର୍ଜୁ ମହାରାଜ । ନୂଆଦିଲ୍ଲୀସ୍ଥିତ ବାସଭବନରେ ହୃଦଘାତରେ ପ୍ରାଣହରାଇଛନ୍ତି ମହାନ୍ ନୃତ୍ୟସମ୍ରାଟ । ତାଙ୍କ ମୃତ୍ୟୁରେ ସାରା ଦେଶର କଳାପ୍ରେମୀଙ୍କ ମଧ୍ୟରେ ଶୋକ

ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ପାର୍ଥୀପତ୍ର ଦାଖଲ ପକ୍ରିୟା

ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେବ ପାର୍ଥୀପତ୍ର ଦାଖଲ । ୨୧ ତାରିଖ ଯାଏ ଏହି ପ୍ରକ୍ରିୟା ଚାଲିବ । ୨୨ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୨୫ ତାରିଖ ପ୍ରତ୍ୟାହାର ପରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ଏଥର ମୋଟ ୨କୋଟି ୮୯ଲକ୍ଷ ୩୫ହଜାର ୫୨୦ଭୋଟର ଅଛନ୍ତି ।

ଆଜି ଶ୍ରୀ ମନ୍ଦୀରରେ ଶ୍ରୀଜିଉଙ୍କ ପୌଷ ପୂର୍ଣ୍ଣିମା

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପୁଷ୍ପାଭିଷେକ ନୀତି ଅନୁଷ୍ଠିତ ହେବ । ଆଜି ପୌଷ ପୂର୍ଣ୍ଣିମାରେ ପ୍ରଭୁ ଜଗନ୍ନାଥଙ୍କ ନିତ୍ୟ ପୂଜାପରେ ନୂଆବସ୍ତ୍ର, ଭୂଷଣ ଓ ଗନ୍ଧ ପୁଷ୍ପାଦି ଦ୍ୱାରା ଠାକୁରଙ୍କୁ ବେଶ କରାଇ ଯାତ୍ରା ମଣ୍ଡପକୁ ନିଆଯାଏ । ସେଠାରେ ବରୁଣ ପୂଜା, ସ୍ୱସ୍ତିବାଚନ, ମଙ୍ଗଳାରୋପଣ,

ଆଜି ରାଜ୍ୟରେ ୧୦ ହଜାର ୪୮୯ ଅକ୍ରାନ୍ତ ଚିହ୍ନଟ

ଓଡିଶାରେ ୧୦ ହଜାର ଉପରେ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୪୮୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ସଂକ୍ରମଣ ହାର ରହିଛି ୧୪.୯୫ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୨ ହଜାର ୯୩୪ ନୂଆ କେସ୍ ଆସିଛି । ଯାହା ମୋଟ ଆକ୍ରାନ୍ତଙ୍କର ୨୭.୯୭ ପ୍ରତିଶତ । ସୁନ୍ଦରଗଡରୁ ୧ ହଜାର ୪୪୭, କଟକରୁ ୭୮୬ ଓ

ଭୟଙ୍କର ନୁହେଁ ଓମିକ୍ରନ,ଡାକ୍ତର କହିଲେ ଏହାର ଲକ୍ଷଣ

ବଢୁଥିବା ସଂକ୍ରମଣକୁ ନଜରରେ ରଖି ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ଜନସଚେତନତା କାର୍ୟ୍ୟକ୍ରମ । ଆଲୋଚନା ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି ବରିଷ୍ଠ ଡାକ୍ତର ଅମରେନ୍ଦ୍ର ମହାନ୍ତି ଓ ଜୟନ୍ତ ପଣ୍ଡା । ରାଜ୍ୟରେ ତୃତୀୟ ପର୍ୟ୍ୟାୟ ଆରମ୍ଭ ହୋଇସାରିଛି । ଓମିକ୍ରନ ଭାବେ ଆରମ୍ଭ କରିଛି ।

୧୦ କ୍ୟୁଣ୍ଟାଲ ଗଞ୍ଜେଇ ଜବତ

ବ୍ରହ୍ମପୁର: ଅର୍ଦ୍ଧନିର୍ମାଣ ଘରୁ ଜବତ ହୋଇଛି । ବ୍ରହ୍ମପୁର ଆଙ୍କୁଲି ଜାତୀୟ ରାଜପଥ ନିକଟ ଏକ ଅର୍ଦ୍ଧନିର୍ମାଣ ଘରୁ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ରାଇପଙ୍କା ଓ ଅଡ଼ବା ଅଂଚଳର ଦୁଇ ଯୁବକ ଗଞ୍ଜେଇ ବେପାର କରୁଥିବା ଖବରପାଇ ଚଢଉ ହୋଇଥିଲା । ଜଣେ ଘଟଣାସ୍ଥଳରୁ ଫେରାର

ବ୍ରେକଅପ ଖବର କୁ ବାରଣ କଲେ ମଲାଇକା ଓ ଅର୍ଜୁନ

ଚର୍ଚ୍ଚାରେ ରହିଥିବା ବଲିଉଡ୍ ଅଭିନେତା ଅର୍ଜୁନ୍ କପୁର ଓ ଅଭିନେତ୍ରୀ ମଲାଇକା ଆରୋରାଙ୍କ ବ୍ରେକ୍ ଅପ୍ ଖବରରେ ପଡିଛି ପୂର୍ଣ୍ଣଛେଦ। କୁହାଯାଉଥିଲା ଯେ ଅର୍ଜୁନ୍ ଓ ମଲାଇକାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ସେମାନଙ୍କର ବ୍ରେକ୍ ଅପ୍ ହୋଇଯାଇଛି କିନ୍ତୁ ଏହି ବ୍ରେକଅପ ଖବରକୁ ଖଣ୍ଡନ କଲେ

ବଦଳିଲା ଯବାନଙ୍କ ୟୁନିଫର୍ମ

ଆଜି ପାଳିତ ହେଉଛି ଯବାନଙ୍କ ୭୪ ତମ ପ୍ରତିଷ୍ଠା ଦିବସ । ଭାରତୀୟ ଯବାନଙ୍କୁ ସମ୍ମାନ ଜଣାଉଛି ସମଗ୍ର ଦେଶ । ଶନିବାର ସେନାର ପାରାସୁଟ ରେଜିମେଣ୍ଟର ଯୁନିଫର୍ମରେ ପରିବର୍ତ୍ତନ ଘଟିଛି । ଜାତୀୟ ଖବର ସରାବରାହ ସଂସ୍ଥା ଇଘଓ ଏହି ସୂଚନା ପ୍ରଦାନ କରିଛନ୍ତି । ପ୍ରଥମ ଥର ପାଇଁ ପାରାସୁଟ

ଛୁଆର ଜନ୍ମ ଦିନରେ ମାଆ ଉପରେ ଚଢିଗଲା କାର

ଜନ୍ମଦିନରେ ମା’କୁ ହରାଇଲା ଶିଶୁ କନ୍ୟା ।ଏଭଳି ଘଟଣା ସମସ୍ତକୁ ଆଶ୍ଚର୍ଯ୍ୟ କରିଛି ।ଦୁର୍ଘଟଣାରେ ମା’ର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଭାବେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ବାଉଁଶୁଣି ଥାନା ବୈଦ୍ଧ ଗୁଦୁଗୁଦା ପୋଲ ନିକଟରେ ଘଟିଛି । ସୂଚନା ଅନୁସାରେ