ଭଗଓ୍ୱନ୍ତ ମାନଙ୍କ ବଡ ଘୋଷଣା, ଜନତାଙ୍କ ହିତରେ ଏମିତି ନେବି ନିଷ୍ପତ୍ତି
ଟ୍ୱିଟ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ବଡ କଥା କହିଛନ୍ତି । ସେ କହିଛନ୍ତି ପଞ୍ଜାବ ଜନତାଙ୍କ ପାଇଁ ଆଜି ମୁଁ ବଡ ନିଷ୍ପତ୍ତି ନିଆଯିବ । ତାଙ୍କ ପଞ୍ଜାବ ଇତିହାସରେ ଆଜି ପ୍ରଥମ ଘଟଣା ଘଟିବ । ଯାହା ଆଜି ପର୍ଯ୍ୟନ୍ତ କେହି କେବେ ନେଇନଥିବେ ।
ସୂଚନା ଥାଉକି, ଦିନକ ପୂର୍ବରୁ ଅର୍ଥାତ୍ ବୁଧବାର!-->!-->!-->…
