Odia News Portal

ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ ଆଦିତ୍ୟନାଥ

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଲଗାତର ଦ୍ବିତୀୟ ଥର କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟିର ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ଆଜି ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି।

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ ର ନିର୍ବାହୀ ଯନ୍ତ୍ରୀ ଆଶିଷ ଦାସ । ମାଲକାନଗିରି ଡି.ସି.ବି ବ୍ୟାଙ୍କରେ ନଗଦ ୧୦ ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିବା ସମୟରେ ଦୁର୍ନୀତି ନିବାରଣ ବିଭାଗ ତରଫରୁ ଚଢ଼ାଉ କରାଯାଇ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାସଙ୍କୁ ଗିରଫ

ବିଧାନସଭାରେ ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ, ସମର୍ଥନ କଲେ ବିରୋଧୀଦଳ ଉପନେତା

ବିଧାନସଭାରେ ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ। ଗୃହକାର୍ଯ୍ୟରେ ସେମାନଙ୍କ ଦକ୍ଷତାକୁ ସ୍ମରଣ କଲେ । କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ। କରୋନା ମୃତକଙ୍କ ପରିବାର ପ୍ରତି ସମବେଦନା ଅର୍ପଣ

ଗୁଳିଫୁଟି ଗଂଜାମ ଗାଙ୍ଗପୁର ଥାନା IIC ମୃତ

ଗଂଜାମ ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗଙ୍ଗାମ ଗୁଳି ଫୁଟି ମୃତ । ଆଇଆଇସିଙ୍କୁ ଗୁରୁତର ଅବସ୍ଥାରେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆଇଆଇସିଙ୍କୁ ଗୁଳି ବାଜିବା ନେଇ ଗଂଜାମ ଏସପି କହିଛନ୍ତି। ତେବେ ନିଜ

ସ୍କୁଲ ପରିସରରେ ନାବାଳିକାଙ୍କୁ ବଳାତ୍କାର

ମହାରାଷ୍ଟ୍ର : ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ଜଣେ ଅଜଣା ବ୍ୟକ୍ତି ଏକ ବେସରକାରୀ ସ୍କୁଲ ପରିସରରେ ବଳାତ୍କାର କରିଛନ୍ତି। ମହାରାଷ୍ଟ୍ରର ପୁଣେରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଘଟଣାଟି ବୁଧବାର ଅପରାହ୍ନରେ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। 'ଜଣେ ଅଜ୍ଞାତ ବ୍ୟକ୍ତି

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା : ଦ୍ୱିତୀୟ ଦିନରେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଚାନ୍ଦବାଲି ଥାନାରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌ । ଦ୍ବିତୀୟ ଦିନରେ ଚାନ୍ଦବାଲିରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ଜାରି । ଆଜି ଦୁଇ ଜଣ ସାକ୍ଷୀଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା କରୁଛି । ଦେବାଶିଷ ଜେନା ଓ ଶରତ ପଣ୍ଡାଙ୍କୁ

ଆଜି ଧାମନଗରରେ ଦୁଇଟି ବୁଥରେ ସାନି ମତଦାନ

ଆଜି ଧାମନଗରରେ ଦୁଇଟି ବୁଥରେ ସାନି ମତଦାନ। ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୨ଟି ବୁଥ୍‌ରେ ଭୋଟଗ୍ରହଣ ହେବ। ଗୋଟିଏ ସ୍କୁଲରେ ୨ଟି ବୁଥ୍‌ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ଭୋଟଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଗତକାଲି ଭଦ୍ରକ ପୌର ପରିଷଦ ନିର୍ବାଚନ

ବାଇଡେନଙ୍କ ଚେତାବନୀ: ୟୁକ୍ରେନ ଉପରେ ରାସାୟନିକ ଅସ୍ତ୍ର ବ୍ୟବହାର କଲେ ରୁଷକୁ ଉଚିତ ଜବାବ ଦେବ ନାଟୋ

ରୁଷ-ୟୁକ୍ରେନ୍ ଯୁଦ୍ଧ ନେଇ ବ୍ରସେଲ୍ସରେ ନାଟୋର ଶିଖର ସମ୍ମିଳନୀରେ ଯୋଗ ଦେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ରୁଷକୁ କଡ଼ା ଚେତାବନୀ ଦେଇଛନ୍ତି । ବିଡେନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଯଦି ରୁଷ ୟୁକ୍ରେନ ଉପରେ ରାସାୟନିକ ଅସ୍ତ୍ର ବ୍ୟବହାର କରେ ତେବେ ନାଟୋ ଏହାର

ଆଜିଠାରୁ ବିଧାନସଭାରେ ବଜେଟ ଅଧିବେଶନ

ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ୬ଟି କାର୍ଯ୍ୟଦିବସ ରହିଛି। ମାର୍ଚ୍ଚ ୩୦ ତାରିଖରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ମାର୍ଚ୍ଚ ୩୧ ତାରିଖରେ ଭୋଟ ଅନ୍ ଆକାଉଣ୍ଟ ସଂକ୍ରାନ୍ତୀୟ ବ୍ୟୟମଂଜୁରି ବିଲ୍

ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିର୍ବାଚନ

ଆସନ୍ତା ୨୬ ତାରିଖ ଶନିବାର ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ନିର୍ବାଚନ ଅନୁଷ୍ଠିତ ହେବ । ସକାଳ ୮ଟାରୁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ଚାଲିବ । ପରେ ସେହିଦିନ ଭୋଟ ଗଣତି ଆରମ୍ଭ ହେବ । କେବଳ ସେତିକି ନୁହେଁ, ଏଥର ଭୋଟ୍‌ ଗ୍ରହଣଠାରୁ ଗଣତି ପର୍ଯ୍ୟନ୍ତ ସମସ୍ତ