Odia News Portal

କରୋନା ସଂକ୍ରମଣ ବଢିବା ନେଇ ଓଡ଼ିଶାରେ ଆଗୁଆ ସତର୍କତା, ସ୍ଥିତି ଦେଖି ନିଆଯିବ ନିଷ୍ପତ୍ତି : ସ୍ୱାସ୍ଥ୍ୟ ବିଭାଗ

ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ଚତୁର୍ଥ ଲହର ଭୟ ଦେଖାଦେଇଛି । ଓଡ଼ିଶାରେ ସେଭଳି ସ୍ଥିତି ଉପୁଜି ନାହିଁ । ତଥାପି ଆଗୁଆ ସତର୍କତା ଅବଲମ୍ବନ କରିଛନ୍ତି ରାଜ୍ୟ ସରକାର । ସଂକ୍ରମଣ ଉପରେ ନିୟମିତ ନଜର ରଖିବାକୁ ଜିଲ୍ଲାପାଳ, ମ୍ୟୁନିସପାଲ କର୍ପୋରେସନ ଓ ସିଡିଏମଓଙ୍କୁ…

ବୁଷ୍ଟର ଡୋଜ ଜରୁରୀ : ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ

ବୁଷ୍ଟର ଡୋଜ୍ ନେଇ ପ୍ରତିକ୍ରିୟା ରଖିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ରାଜ୍ୟରେ ଏବେ ସଂକ୍ରମଣ କମୁଥିବାରୁ ଲୋକେ ବୁଷ୍ଟର ଡୋଜ୍ ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏବେ ବାହାର ରାଜ୍ୟରେ ସଂକ୍ରମଣ ପୁଣି ବଢ଼ୁଛି। ତେଣୁ ବୁଷ୍ଟର ଡୋଜ୍ ନେବାକୁ…

ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବେ ମାଟ୍ରିକ ପରୀକ୍ଷା

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷାର ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରି ସୁବ୍ୟବସ୍ଥିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ୩୫୪୦ ଟି ପରୀକ୍ଷା କେନ୍ଦ୍ରରେ ୫ ଲକ୍ଷ…

ବେଆଇନ ଭାବେ ରାଜଧାନୀରେ ପଶିଥିଲେ ଡ୍ରାଇଭର, ଭଙ୍ଗ ହୋଇଛି ୧୪୪ ଧାରା: ଭୁବନେଶ୍ବର ଡିସିପି

ସୋମବାର ଡ୍ରାଇଭର ସଂଘ ପକ୍ଷରୁ ରାଜଧାନୀରେ ପ୍ରବେଶ ଏବଂ ଆଇନଶୃଙ୍ଖଳା ଭଙ୍ଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ । ଡିସିପି କହିଛନ୍ତି, ‘ଭୁବନେଶ୍ବରରେ ଡ୍ରାଇଭର ମହାସଂଘ ୧୪୪ ଧାରା ଭଙ୍ଗ କରିଛନ୍ତି । ବିନା ଅନୁମତିରେ ରାଜଧାନୀ ଭୁବନେଶ୍ବରରେ ପ୍ରବେଶ…

ଭାରତ ଗସ୍ତରେ ଆସିବେ ୟୁରୋପୀୟ କମିଶନ୍‌ର ଅଧ୍ୟକ୍ଷା

ୟୁରୋପୀୟ କମିଶନ୍ ଅଧ୍ୟକ୍ଷା ଉର୍ତ୍ସଲା ଓ୍ବାନ ଡର ଲେନ୍ ଭାରତ ଗସ୍ତରେ ଆସିବେ। ସେ ୨୪ ଓ ୨୫ ଏପ୍ରିଲରେ ଦୁଇ ଦିବସୀୟ ଯାତ୍ରାରେ ଭାରତ ଆସିବେ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟର କହିବା ଅନୁସାରେ, ସେ ନିଜର ଯାତ୍ରା ବେଳେ ପ୍ରଧାନମନ୍ତ୍ରୀ…

ମା’ ତଣ୍ଟିକୁ ବ୍ଲେଡରେ କାଟି ହତ୍ୟା କଲା ପୁଅ

ପୁଅ ଭୁଲିଗଲା ମା’ର ମମତା। ମା’ର ସ୍ନେହ, ଆଦର। ପୁଅ ପାଇଁ ମା’ର କଷ୍ଟ ସହିବା। ସବୁକିଛି ଭୁଲିଯାଇ ନୃଂଶସ ହୋଇପଡିଥିଲା ପୁଅ। ସାମାନ୍ୟ ବଚସାରୁ ମା’ ତଣ୍ଟିକୁ ବ୍ଲେଡରେ କାଟି ହତ୍ୟା କରିବା ପରେ ଏକ ଅଖା ବସ୍ତାରେ ଭର୍ତ୍ତି କରି ଦେଇଥିଲା । ଏପରି ଘଟଣାର ବରଗଡ ଜିଲ୍ଲା ବରପାଲି ଥାନା…

ଦିଲ୍ଲୀର ତିନି ମ୍ୟୁନିସିପାଲ କର୍ପୋରେସନର ମିଶ୍ରଣ

ଜାତୀୟ ରାଜଧାନୀ ଦିଲ୍ଲୀର ତିନୋଟି ମ୍ୟୁନିସିପାଲିଟି କର୍ପୋରେସନର ଆନୁଷ୍ଠାନିକ ମିଶ୍ରଣ ହୋଇଛି | ଏବେ ଏହାକୁ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ କୁହାଯିବ | ଏ ବାବଦରେ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ସଂଶୋଧନ) ଆଇନ, ୨୦୨୧ ବିଲକୁ…

ମହଙ୍ଗା ହେବ ଋଣ, ସୁଧହାର ବଢ଼ାଇଲା ଏସବିଆଇ

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ସୀମାନ୍ତ ମୂଲ୍ୟ ଆଧାରିତ ଋଣ ହାର (ଏମସିଏଲଆର) କୁ ୧୦ ବେସିସ୍ ପଏଣ୍ଟ (ବିପିଏସ୍) ବା ୦.୧ ପ୍ରତିଶତ ବୃଦ୍ଧି କରିଛି। ଏସବିଆଇର ଏହି ନିଷ୍ପତ୍ତି ପରେ ରଣ ମହଙ୍ଗା ହେବ । ଲୋକଙ୍କୁ ଏବେ ବିଭିନ୍ନ ଋଣ ଉପରେ ଅଧିକ ସୁଧ ଦେବାକୁ ପଡ଼ିବ । …

ବଜାରରେ ନକଲି ସର୍ଫ ଏକ୍ସଲ

ଆପଣ ଯେଉଁ ସର୍ଫ ଏକ୍ସଲକୁ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି । ସିଏ ନକଲି । ବିପୁଳ ପରିମାଣର ନକଲି ସର୍ଫ ଜବତ ହୋଇଛି । ଅଭିଜିତ୍ ବେହେରା ନାମକ ବ୍ୟକ୍ତି ଗିରଫ ହୋଇଛନ୍ତି । ୧୫୪୦ କେଜି ଓଜନର ପ୍ୟାକେଟ, ୧୮୦୦ କେଜି ଓଜନର ଖୋଲା ଡିଟରଜେଣ୍ଟ ଜବତ ହୋଇଛି । ସଫ ଏକ୍ସଲ କମ୍ପାନୀ ନାଁରେ…

ରୋନାଲ୍ଡୋଙ୍କ ନବଜାତ ପୁତ୍ର ସନ୍ତାନର ମୃତ୍ୟୁ

ଫୁଟବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ନବଜାତ ଜାଆଁଳା ପୁତ୍ର ସନ୍ତାନର ପ୍ରସବ ସମୟରେ ମୃତ୍ୟୁ ହୋଇଛି। ଏହି ମାଞ୍ଚେଷ୍ଟର ୟୁନାଇଟେଡ ଷ୍ଟାର ଟ୍ୱିଟ୍ କରି ଏହି ଦୁଃଖଦ ସୂଚନା ଦେଇଛନ୍ତି। କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କ ଟ୍ବିଟରେ ଲେଖିଛନ୍ତି, ‘ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଆମ…