Odia News Portal

ଦକ୍ଷିଣ ଆଫ୍ରିକାରେ ବନ୍ୟା ପ୍ରକୋପ, ୩୦୦ରୁ ଊର୍ଦ୍ଧ୍ବ ମୃତ

ଦକ୍ଷିଣ ଆଫ୍ରିକାରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଭୟଙ୍କର ବନ୍ୟାରେ ଦକ୍ଷିଣ ଆଫ୍ରିକାର ଡର୍ବାନ ସହର ଏବଂ ପୂର୍ବ କ୍ୱାଜୁଲୁ-ନାଟାଲ ପ୍ରଦେଶରେ ଅତି କମରେ ୩୪୦ ଜଣଙ୍କର ମୃତ୍ୟୁ ହୋଇଛି। ଆଗାମୀ ଦିନରେ ଝଡ଼ ସହିତ ବର୍ଷା ଜାରି ରହିପାରେ ବୋଲି ମଧ୍ୟ…

ମାହାଙ୍ଗା ଗଣହତ୍ୟା ମାମଲା,ଡେମୋ ଦେଖାଇଲା ଅଭିଯୁକ୍ତ

ମାହାଙ୍ଗା ଗଣହତ୍ୟା ମାମଲା । ମାହଙ୍ଗା କୁସୁପୁରର କ୍ରାଇମସ୍ପଟରେ ହେଲା କ୍ରାଇମସିନ୍ ରିକ୍ରିଏସନ । ୫ ଜଣଙ୍କୁ କେମିତି କରିଲା ହତ୍ୟା ତା’ର ଡେମୋ ଦେଖାଇଛି ଅଭିଯୁକ୍ତ ଶିବ । ହତ୍ୟାରେ ବ୍ୟବହୃତ ଶାବଳ ଓ ମାରଣାସ୍ତ୍ର ଜବତ ହୋଇଛି । କଳା ରାତିର ସତ କ’ଣ? ସବୁ କଥା ଟିକନିଖ୍ କ୍ରାଇମସ୍ପଟରେ…

ନବରଙ୍ଗପୁରରେ ଆଜି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା

ଆଜି ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଛି । ଉପାନ୍ତ ଅଞ୍ଚଳରେ ଉତ୍କୃଷ୍ଟମାନର ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରୁଛି ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା’ ଯୋଜନା। ଏହା ଅଧୀନରେ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ଆଜି ଓ ଆସନ୍ତାକାଲି ସ୍ୱତନ୍ତ୍ର…

ନୀଳମାଧବ ପୀଠ ପରିଦର୍ଶନ କଲେ ୫ଟି ସଚିବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନର୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ ଆଜି କଣ୍ଟିଲୋ ନୀଳମାଧଵ ପୀଠ ପରିଦର୍ଶନରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୀଠର ଉନ୍ନତି ସମ୍ପର୍କରେ…

ଜୁନ୍ ଓ ଜୁଲାଇରେ ଆସିବ କୋଭିଡ ଫୋର୍ଥ ୱେଭ୍: କର୍ଣ୍ଣାଟକ ସ୍ବାସ୍ଥ୍ୟ ମନ୍ତ୍ରୀ

ବର୍ତ୍ତମାନ ସମଗ୍ର ବିଶ୍ବରେ କିଛି ମାତ୍ରାରେ କୋଭିଡ ମାମଲା କମୁଥିବା ବେଳେ ଚୀନରେ ଏହା ଅଧିକ ବ୍ୟାପିବାରେ ଲାଗିଛି। ଏମିତି କିଛି ଦିନ ପୂର୍ବରୁ କୋଭିଡର ଆଉ ଏକ ନୂତନ ଭାରିଏଣ୍ଟ XE ଭାରିଏଣ୍ଟ ଆସିଛି। ଏହି ଭାରିଏଣ୍ଟ ପ୍ରାୟ ୮ ଟି ଦେଶରେ ଦେଖା ଯାଇଛି। ତେବେ ଏକ କଅଧ୍ୟୟନରୁ ଜଣାପଡିଛି ଯେ…

ଏଥର ସ୍ୱାଭାବିକ ରହିବ ମୌସୁମୀ

ଏଥର ଦେଶରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ସ୍ୱାଭାବିକ ମୌସୁମୀ ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି । ଜୁନରୁ ସେପ୍ଟେମ୍ବର ମଧ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଲଙ୍ଗ୍ ପିରିୟଡ ଆଭରେଜ୍‌ର ୯୬ ପ୍ରତିଶତ ବର୍ଷା ଆକଳନ କରାଯାଇଛି । ଏଥିରେ ୫ ପ୍ରତିଶତ ଏପଟସେପଟ ହୋଇପାରେ ।…

ପଞ୍ଜାବ ଅଫିସରଙ୍କୁ କେଜ୍ରିଓ୍ୱାଲଙ୍କ ତାଲିମ

ପଞ୍ଜାବ ଅଫିସରଙ୍କୁ କେଜ୍ରିଓ୍ୱାଲଙ୍କ ତାଲିମ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଅଫିସରମାନଙ୍କୁ ତାଲିମ ନେବା ପାଇଁ ନୂଆଦିଲ୍ଲୀ ପଠାଇବାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ପଞ୍ଜାବ ଅଫିସରମାନଙ୍କ ବୈଠକ…

ମୋ ସ୍କୁଲ ଅଭିଯାନ : ଖରାଛୁଟିରେ ଆୟୋଜନ ହେବ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ

କୋଭିଡ ମହାମାରୀ ଯୋଗୁ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା । ତା’ର ଭରଣା କରିବା ପାଇଁ ଏଥର ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଖରାଛୁଟି ବେଳେ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ଶିକ୍ଷଣୀୟ କାର୍ଯ୍ୟକ୍ରମ ସ୍କୁଲଗୁଡ଼ିକରେ…

ପୁଣି ବଢ଼ିଲା ସିଏନଜି ଓ ପିଏନଜି ଦର

ଦେଶରେ ଇନ୍ଧନ ଦରବୃଦ୍ଧିରେ ଲଗାମ ଲାଗୁ ନାହିଁ | ଆଜି ପୁଣି ସିଏନଜି ଏବଂ ପିଏନଜିର ଦାମ୍ ବଢ଼ିଛି | ଦିଲ୍ଲୀରେ ସିଏନଜି ଦର କିଲୋଗ୍ରାମ ପିଛା ୨.୫ ଟଙ୍କା ଏବଂ ପିଏନଜି ମୂଲ୍ୟ ପିଛା ୪.୨୫ ଟଙ୍କାକୁ ବୃଦ୍ଧି କରାଯାଇଛି। ବର୍ଦ୍ଧିତ ମୂଲ୍ୟ ଆଜିଠାରୁ କାର୍ଯ୍ୟକାରୀ ହୋଇଛି | ଏହି ବୃଦ୍ଧି ପରେ…

ରେଳଧାରଣାରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ, ଜିଆରପିର ତଦନ୍ତ ଜାରି

ବୁର୍ଲା ଥାନା ଅଞ୍ଚଳରେ ଠାବ ହୋଇଛି ମୃତଦେହ । ଜିଆର୍‌ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ବୁର୍ଲା ଆ.କଟାପାଲି ନିକଟସ୍ଥ ରେଲଓ୍ୱେ ଓଭରବ୍ରିଜ୍‌ ନିକଟରେ ପ୍ରେମୀଯୁଗଳଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି । ଉଭୟ ଆତ୍ମହତ୍ୟା…