Odia News Portal

ରାଜ୍ୟରେ ଆଉ ୨୨୮ କୋରେନା ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ଚିହ୍ନଟ ହୋଇଛନ୍ତି ଆଉ ୨୨୮ ନୂଆ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧୩୧ ଓ ସ୍ଥାନୀୟ ଅଞ୍ଚଳରୁ ୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ୍କ ୩୨ ଜଣ । ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୦୫, ସୁନ୍ଦରଗଡରୁ ୧୫, କଟକରୁ ୧୨,

ଲଗାଣ ବର୍ଷାରେ ଉବୁଟୁବ ତାମିଲନାଡୁ

ତାମିଲନାଡୁରେ ବର୍ଷ। କରୁଛି ବେହାଲ ।ଉବୁଟୁବୁ ହଉଛନ୍ତି ଚେନ୍ନୋଇର ଅନେକ ସହର । ୨୪ ଘଣ୍ଟାରେ ଚେନ୍ନାଇରେ ୨୦୦ ମିଲିମିଟର ବର୍ଷା ହୋଇଥିବା ନେଇସୂଚନା ଦେଇଛନ୍ତ ଭାରତୀୟ ପାଣିପାଗ ବିଭାଗ । ତେବେ ଏହି ବର୍ଷା ବିତ୍ପାତ ମଧ୍ୟରେ ଇଲେକ୍ଟ୍ରି କରେଣ୍ଟ ଲାଗି ୩ଜଣଙ୍କର ମୃତ୍ୟୁ ହୋଇଛି ।

ବିହାରରେ ମାସେ ଭିତରେ ୧୦ ଗୁଣା ବଢିଲା ଓମିକ୍ରନ ସଂଖ୍ୟା

ଓମିକ୍ରନ ଭାଇରସ ସାରା ଦେଶରେ ବ୍ୟପିଗଲାଣି । ଏବଂ କରୋନାର ତୃତୀୟ ଲହରୀ ଏବେ ଆରମ୍ଭ ହୋଇଯାଇଛି। ଏଥରକ ନୂଆ ଭ୍ୟାରିଏଣ୍ଟ ଭାବେ ଓମିକ୍ରନ୍ କାୟା ବିସ୍ତାର କରିବାରେ ଲାଗିଛି। ଓମିକ୍ରନ୍ର ଭୟାବହତା ପୂର୍ବ ଦୁଇଟି ଲହରୀ ଠାରୁ ଯଥେଷ୍ଟ ଅଧିକ ରହିବ ବୋଲି ଏକ୍ସପର୍ଟମାନେ ମତବ୍ୟକ୍ତ କରିଛନ୍ତି।

ନୂଆ ବର୍ଷରୁ ଲାଗୁ ହେବ ପରିବହନ ବିଭାଗର ନୂଆ ନିୟମ

ପରିବହନ ବିଭାଗର ଏଣିକି ନୋ ଅଫଲାଇନ ବ୍ୟବସ୍ଥା ନାହିଁ କେବଳ ଅନଲାଇନ ବ୍ୟବସ୍ଥା ଜାରି ହୋଇଛି । ନୂଆବର୍ଷରୁ ବଡ଼ ସଂସ୍କାର ଆଣିବାକୁ ପରିବହନ ବିଭାଗର ଉଦ୍ୟମ । ଡ଼ିଏଲଠୁ ଆରମ୍ଭ କରି ଗାଡି ପରମିଟି ଭଳି ସମସ୍ତ କାର୍ୟ୍ୟ ଏଣିକି ଅନଲାଇନରେ ହେବ ବୋଲି ପରିବହନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା

କବି ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ୨୦୨୧ ମହୁରି ସମ୍ମାନ

ଭୁବନେଶ୍ୱର: ଓଡିଆ ସାହିତ୍ୟ ଜଗତର ଜଣେ ପ୍ରତିଭାଦିପ୍ତ କବି ଭାବେ ଜଣାଶୁଣା ଡ. ଗାୟତ୍ରୀବାଳା ପଣ୍ଡା ପାଇବେ ଚଳିତ ବର୍ଷର ସମ୍ମାନଜନକ “ମହୁରି ସମ୍ମାନ” । ଓଡିଆ ସାହିତ୍ୟ ପତ୍ରିକା ମହୁରି ପକ୍ଷରୁ ଡ. ପଣ୍ଡାଙ୍କୁ ଚଳିତ ବର୍ଷର ଏହି ସମ୍ମାନ ପ୍ରଦାନ ନେଇ ଘୋଷଣା କରାଯାଇଛି ।ଶିକ୍ଷା ଓ

କିଶୋର ମହାନ୍ତି ଆଉ ନାହାନ୍ତି

ବିଜେଡି ବିଧାୟକ କିଶୋର ମହାନ୍ତିଙ୍କର ପରଲୋକ ।ବ୍ରଜରାଜ ନଗର ର ବିଧାୟକ ଥିଲେ ।ହୃଦଘାତ ଯୋଗୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।ଝାରସୁଗୁଡାର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧିନ ଥିଲେ । ଝାରସୁଗୁଡାରୁ ୩ଥର ବିଧାୟକ ଥିଲେ କିଶୋର ମହାନ୍ତି ।ପୂର୍ବରୁ ଝାରସୁଗୁଡାରୁ

ଟିମ ଇଣ୍ଡିଆ ର ଶତକ ବିଜୟ

ସେଞ୍ଚୁରିଅନ ବିଜୟ ସହ ୨୦୨୧ ବର୍ଷ ଶେଷ କଲା ଟିମ୍ ଇଣ୍ଡିଆ । ସୁପର୍ ସ୍ପୋର୍ଟ ପାର୍କରେ ଖେଳାଯାଇଥିବା ଟେଷ୍ଟରେ ଦକ୍ଷିଣ ଆଫ୍ରିକାରେ ଭାରତ ୧୧୩ ରନରେ ବିଜୟୀ ହୋଇଛି । ଆଜିର ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ମ୍ୟାଚରେ ସେଞ୍ଡୁରୀ

ମୁମ୍ବାଇରେ ୧୪୪ ଧାରା ଜାରି

ମୁମ୍ବାଇରେ ୧୪୪ ଧାରା ଜାରି। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁମ୍ବାଇରେ ପୁଣି କଟକଣା। ନୂଆବର୍ଷ ପାଳନ ଉପରେ ଲାଗିଲା କଟକଣା । ଆଜିଠୁ ଜାନୁଆରୀ ୭ ତାରିଖ ଯାଏଁ ମୁମ୍ବାଇରେ ୧୪୪ ଧାରା ଲାଗୁ । ଏହି ସମୟ ମଧ୍ୟରେ ରେଷ୍ଟୁରାଣ୍ଟ, ହୋଟେଲ, ବାର, ପବ୍, ରିସର୍ଟ୍ଟ , କ୍ଲବ ଆଦିରେ ପାଳନ

ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ପାର୍ଥୀଙ୍କ ଚିହ୍ନ

ରାଜ୍ୟରେ ପଞ୍ଜାୟତ ନିର୍ବାଚନ ଲାଗି ଜାରି ହେଲା ପ୍ରାର୍ଥୀଙ୍କ ଚିହ୍ନ । ପଞ୍ଚାୟତ ନିର୍ବାଚନରେ ଲଢିବାକୁ ଥିବା ପ୍ରାର୍ଥୀଙ୍କ ଲାଗି ବିଭିନ୍ନ ପ୍ରକାର ଚିହ୍ନ ଜାରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ପଞ୍ଚାୟତ ନିର୍ବାଚନରେ ଲଢୁଥିବା ସରପଞ୍ଚ ପ୍ରାର୍ଥୀଙ୍କ ଲାଗି ୩୨ ପ୍ରକାର ଚିହ୍ନ ।

ଓଡିଶାରେ ଚିହ୍ନଟ ହେଲେ ଆଉ ୫ ଓମିକ୍ରନ ଆକ୍ରାନ୍ତ

ରାଜ୍ୟରେ ଓମିକ୍ରନ ଆତଙ୍କ ବଢି ବଢି ଚାଲିଛି । ଆଜି ଆଉ ପାଞ୍ଚଜଣ ଓମିକ୍ରନ ପଜିଟିଭ୍ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ଗତ ୨୧ ତାରିଖରେ ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଓମିକ୍ରନ ଚିହ୍ନଟ ସଂପର୍କରେ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି ।