Odia News Portal

ହାତ ଛାଡିଲେ ତିର୍କୀ

କଂଗ୍ରେସ ଛାଡିଲେ ଜର୍ଜ ତିର୍କୀ । ସୁନ୍ଦରଗଡ ଜିଲ୍ଲା ସଭାପତି ପଦରୁ ଜର୍ଜ ତିର୍କୀ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ଯୋର ଧରିଛି । ଜାତୀୟ କଂଗ୍ରେସର ସୁନ୍ଦରଗଡ ଜିଲ୍ଲା ସଭାପତି ଥିଲେ ଜର୍ଜ । ଚାରି ଚାରିଥରର ବିଧାୟକ ହୋଇଥିଲେ ଟାଣୁଆ ଆଦିବାସୀ ନେତା । ୧୯୯୫ରେ ଜେଏମଏମ ଟିକେଟରେ…

ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଖୁବ ଗମ୍ଭୀର

ଭାରତର ଦକ୍ଷିଣୀ ପଡୋଶୀ ଦେଶ ଶ୍ରୀଲଙ୍କା ସ୍ୱାଧୀନତା ଲାଭ ପରେ ହୁଏତ ପ୍ରଥମ ଥର ପାଇଁ ଖୁବ ଗମ୍ଭୀର ଆର୍ଥିକ ସଙ୍କଟ ସ୍ଥିତି ଦେଇ ଗତି କରୁଛି । ଏଠାରେ ମହଙ୍ଗା ଦର ପ୍ରାୟ ୧୭ପ୍ରତିଶତ ପାର କରିଛି । ଏମିତିକି ଗୋଟେ କପ ଚା ଦର ୧୦୦ ଟଙ୍କାରେ ପହଂଚିଲାଣି । ପରିସ୍ଥିତି ଏମିତିଯେ ଗୋଟିଏ ପ୍ୟାକେଟ…

ଉତ୍କଳ ଦିବସର ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଉତ୍କଳ ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟତଃ ନବୀନ ପଟ୍ଟନାୟକ । ଏଥିସହ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ…

ଆଜିଠାରୁ ମହଙ୍ଗା ହେବ ଟୋଲ୍ ଟିକସ

ପେଟ୍ରୋଲ-ଡିଜେଲ ଦରବୃଦ୍ଧି ଯୋଗୁଁ ହନ୍ତସନ୍ତ ହେଉଥିବା ସାଧାରଣ ଲୋକଙ୍କୁ ଆଜିଠାରୁ (ଏପ୍ରିଲ ୧) ପୁଣି ଝଟକା ଲାଗିବ । ଆଜିଠାରୁ ଟୋଲ୍ ଟିକସ ବୃଦ୍ଧି ପାଇବ । ଏହାଛଡ଼ା ପ୍ରାୟ ୮୦୦ ପ୍ରମୁଖ ଆଣ୍ଟିବାୟୋଟିକ ଓ ଆଣ୍ଟିଭାଇରସ୍ ଔଷଧ ମହଙ୍ଗା ହେବ । ଶୁକ୍ରବାର ମଧ୍ୟରାତ୍ରରୁ ସାରା ଦେଶରେ ଟୋଲ…

ବଢିଲା ଜେଟ୍ ଇନ୍ଧନର ଦାମ୍,ବିମାନ ଯାତ୍ରା ହେବ ଆହୁରି ମହଙ୍ଗା

ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବଡ଼ ଖବର। ଏପ୍ରିଲର ମାସର ପ୍ରଥମ ଦିନରେ ଜେଟ ଇନ୍ଧନ ବା ଏୟାର ଟର୍ବାଇନର (ATF) ମୂଲ୍ୟ ବୃଦ୍ଧି ପାଇଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ଜେଟ ଇନ୍ଧନର ମୂଲ୍ୟକୁ ୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ପରେ ଜେଟ ଇନ୍ଧନର ମୂଲ୍ୟ କିଲୋମିଟର…

କଟକ ବାଟାଲିୟନରେ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

କଟକ ଷଷ୍ଠ ବାଟାଲିୟନ ପରିସରରେ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ୧୦ଟି ପୋଲିସ ପ୍ଳାଟୁନ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲିସ ଡିଜି ସୁନୀଲ ବଂଶଲ ଯୋଗ ଦେଇ ୨୦୨୧ ମସିହାରେ ଓଡିଶା ପୋଲିସରେ କର୍ତ୍ତବ୍ୟନିଷ୍ଠ ଓ ଉତ୍ସର୍ଗୀକୃତ ସେବା…

ଆଜି ପବିତ୍ର ଉତ୍କଳ ଦିବସ, ପ୍ରତ୍ୟେକଟି ଓଡିଆମାନଙ୍କ ପାଇଁ ଗର୍ବର ଦିନ

ଆଜି ପବିତ୍ର ଉତ୍କଳ ଦିବସ । ଆଜି ପ୍ରତ୍ୟେକଟି ଓଡିଆ ଗର୍ବ ଅନୁଭବ କରୁଥିବେ ନିଶ୍ଚୟ। ଓଡିଶା ଏପରି ଏକ ରାଜ୍ୟ, ଯେଉଁଠି ବିଭିନ୍ନ ଜାତି, ବର୍ଣ୍ଣ, ଧର୍ମ,ଭାଷା, ସଂସ୍କୃତି ତଥା ସାମାଜିକ ମୂଲ୍ୟବୋଧ ଭଳି ଅନେକ ବୈଶିଷ୍ଟତାର ସମାହାର ଦେଖିବାକୁ ମିଳିବ। ତେବେ ଏହାକୁ ମନେ ରଖିବା ପାଇଁ…

ଶନିବାରଠୁ ରାଜ୍ୟରେ ସକାଳୁଆ ସ୍କୁଲ, ପୁଣି ଥରେ ଛାତ୍ରଛାତ୍ରୀ ଦିଆଯିବ ମଧ୍ୟାହ୍ନଭୋଜନ

ଶନିବାରଠୁ ରାଜ୍ୟରେ ସକାଳୁଆ ସ୍କୁଲ୍‌ ଆରମ୍ଭ ହେବ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ୍‌ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ପିଲାଙ୍କ କ୍ଲାସ୍‌ ସମୟକୁ ଅଧ ଘଣ୍ଟା ଲେଖାଏଁ ବଢ଼ାଯାଇଛି । ନୂଆ ନିଷ୍ପତ୍ତି ଅନୁସାରେ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପ୍ରଥମରୁ…

ମାନସ ସ୍ଵାଇଁ ହତ୍ୟା ମାମଲା : ସିନ୍ ରିକ୍ରିଏସନ୍ କରୁଛି କ୍ରାଇମ୍‌ବ୍ରାଞ୍ଚ୍, କ୍ରାଇମ୍ ସ୍ପଟ୍‌ରେ ଶର୍ମିଷ୍ଠା

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ଵାଇଁ ହତ୍ୟା ମାମଲାରେ ସିନ୍ ରିକ୍ରିଏସନ୍ କରୁଛି କ୍ରାଇମ୍‌ବ୍ରାଞ୍ଚ୍। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ନେଇ ଚାନ୍ଦବାଲି ପଳାସପୁର ଗ୍ରାମର କ୍ରାଇମ୍‌ସ୍ପଟ୍‌ରେ ପହଞ୍ଚିଲା କ୍ରାଇମ୍‌ବ୍ରାଞ୍ଚ୍ ଟିମ୍। ଅଭିଯୁକ୍ତ ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ…

ରାଜସ୍ଥାନ: ମହିଳା ଡାକ୍ତର ଆତ୍ମହତ୍ୟା ମାମଲାରେ ରାଜ୍ୟ ବିଜେପି ସମ୍ପାଦକ ଗିରଫ

ଦୌସାର ଲାଲସୋଟ ସହରରେ ଜଣେ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲାରେ ବିଜେପି ରାଜ୍ୟ ସମ୍ପାଦକ ଜିତେନ୍ଦ୍ର ଗୋଠୱାଲଙ୍କ ସମେତ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ମାନସିକ ନିର୍ଯ୍ୟାତନା ଓ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ଉଭୟଙ୍କୁ ଗିରଫ କରାଯାଇଛି।ଗୋଥୱାଲ ଗୁରୁବାର ସକାଳେ ଟୁଇଟ୍ କରି…