ବଜେଟ ଅଧିବେଶନ ୨୦୨୨: ଜାଣିବା କଣ ହେଲା ଶସ୍ତା
ଲୋକସଭାରେ ମୋଟ୍ ୩୯.୪୫ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ। ୪ର୍ଥ ଥର ପାଇଁ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟରେ ଆଗାମୀ ୨୫ ବର୍ଷ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ରହିଛି ୯.୨ ପ୍ରତିଶତ।
କପଡ଼ା, ଚମଡ଼ା!-->…
