Odia News Portal

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ସହ ୫ ଲକ୍ଷ ଟଙ୍କା ଜୋରିମାନା

କଟକ ସହରରେ ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ ଜେଲଦଣ୍ଡ ରେ ଦଣ୍ଡିତ କରିଛନ୍ତି କଟକ ପୋକ୍ସ ଅଦାଲତ। ଏଥିସହ ପିଡିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୫ ଫେବୃଆରୀ ୪ ତାରିଖରେ ବାଦାମବାଡ଼ି ଅଞ୍ଚଳର…

ପାରା ଆଥଲେଟିକରେ ଓଡିଆ ଝିଅ ପାଇଲେ ସ୍ବର୍ଣ୍ଣ

ଜାତୀୟ ପାରା ଆଥଲେଟିକରେ ଓଡିଆ ଝିଅକୁ ସ୍ବର୍ଣ୍ଣ ପଦକ । ଟି – 47 ବର୍ଗର ଶହେ ମିଟର ଦୌଡରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଜୟନ୍ତୀ ବେହେରା । ଭୁବନେଶ୍ବର କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ଜାତୀୟ ପାରା ଆଥଲେଟିକରେ ସ୍ବର୍ଣ୍ଣ ପଦକ ହାସଲ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି । ଦେଶରୁ 1200 ଆଥଲେଟ୍…

ପୁଣି ଚୀନରେ କାୟା ମେଲାଉଛି କରୋନା, ଭୟଙ୍କର ରୂପ ଦେଖାଉଛି ଓମିକ୍ରନ୍‌ ଓ ଡେଲଟା

ପୁଣି ଚୀନରେ କାୟା ମେଲାଉଛି କରୋନା । ଭୟଙ୍କର ରୂପ ଦେଖାଉଛି ଓମିକ୍ରନ୍‌ ଓ ଡେଲଟା । ବଢୁଛି ଦୈନିକ ସଂକ୍ରମଣ । ୩ ହଜାର ୪୫୦ କେସ ବାହାରିବା ପରେ ସାଂଘାଇରେ ଲକ୍‌ଡାଉନ୍‌ ଫେରିଛି । ୨କୋଟି ୬୦ ଲକ୍ଷ ଲୋକ ତାଲାବନ୍ଦ ଅବସ୍ଥାରେ ଅଛନ୍ତି । ଯାହାକି ଗତ ଦୁଇ ବର୍ଷରେ ସବୁଠୁ ବଡ ଲକଡାଉନ ।…

କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଶର୍ମିଷ୍ଠା

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଗିରଫ ଶର୍ମିଷ୍ଠା ରାଉତଙ୍କ ସମେତ ଚାରିଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ଆସିଥିବା ଅଭିଯୁକ୍ତମାନେ ହେଲେ ଶର୍ମିଷ୍ଠା ରାଉତ, ପୂର୍ବତନ ଓଆଇଏସ ଅଧିକାରୀ ନିରଞ୍ଜନ ସେଠୀ, ଶର୍ମିଷ୍ଠାଙ୍କ ସହଯୋଗୀ…

ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି IAS ଟିନା ଡାବୀ

୨୦୧୫ ମସିହାରେ ସିଭିଲ ସର୍ଭିସ୍‌ ପରୀକ୍ଷାରେ ସାରା ଦେଶରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ଟିନା ଡାବୀଙ୍କ ଜୀବନରେ ପୁଣିଥରେ ଖୁସିର ଆଗମନ ହୋଇଛି। ଆଇଏଏସ୍‌ ଟିନା ଡାବୀ ୨୦୧୩ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ପ୍ରଦୀପ ଗଓ୍ଵାଣ୍ଡେଙ୍କ ସହ ନିର୍ବନ୍ଧ କରିଛନ୍ତି। ଏ ନେଇ ଟିନା ଡାବୀ ନିଜ…

‘ଭାରତ ବନ୍ଦ’ର ଆଜି ଦ୍ୱିତୀୟ ଦିନ

କେନ୍ଦ୍ରୀୟ ଟ୍ରେଡ ୟୁୁନିୟନଙ୍କ ଭାରତ ବନ୍ଦ ଡାକରାର ଆଜି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ବେଳେ ବନ୍ଦର ପ୍ରଭାବ ମିଶ୍ର ରହିଥିଲା । ବିଶେଷ କିଛି ପ୍ରଭାବ ପଡ଼ି ନଥିଲା । କିଛି ସ୍ଥାନରେ ବନ୍ଦର ସାମାନ୍ୟ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଅଧିକାଂଶ ସ୍ଥାନରେ ସେଭଳି ପ୍ରଭାବ ପଡ଼ିନଥିବା…

ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଅସୁସ୍ଥ

ଗିରଫ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଅସୁସ୍ଥ। ବିଳମ୍ବିତ ରାତିରେ ବାଣପୁର ସବଜେଲ୍‌ରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଏନେଇ ଖୋର୍ଦ୍ଧା ଏସ୍‌ପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି ମଧ୍ୟରାତ୍ରରେ ସେ ଅସୁସ୍ଥ ଅନୁଭବ କରିଥିଲେ। ବାଣପୁର…

ପାର୍କ ଏବଂ ସ୍କୁଲରେ ଶବ ପୋତୁଛନ୍ତି ୟୁକ୍ରେନବାସୀ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ବିପଦପୂର୍ଣ୍ଣ ହେବାରେ ଲାଗିଛି। ରୁଷ ତରଫରୁ ଲଗାତାର ଆକ୍ରମଣ ହେଉଛି। ବୋମା ବିସ୍ଫୋରଣ ଏବଂ ଏୟାର ଷ୍ଟ୍ରାଇକ ଯୋଗୁଁ ୟୁକ୍ରେନରେ ସାଧାରଣ ଲୋକ ମଧ୍ୟ ମରୁଛନ୍ତି। ସବୁଠାରୁ ଖରାପ ସ୍ଥିତି ମାରିୟୁପୁଲ୍‌ ରହିଛି। ଏଠାରେ ମରୁଥିବା…

୨୦ ପ୍ରତିଶତ ବକେୟା ପ୍ରଦାନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଏହାଦ୍ବାରା କର୍ମଚାରୀମାନେ ସଂପୂର୍ଣ୍ଣ ବକେୟା ରାଶି ପାଇପାରିବେ। ପୂର୍ବରୁ ୮୦ ପ୍ରତିଶତ ବକେୟା ପ୍ରଦାନ କରାଯାଇଛି । ଏଥିରେ ଉପକୃତ ହେବେ ୪ ଲକ୍ଷ କର୍ମଚାରୀ । ଏ ବାବଦରେ ୮୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଆଜି ଏ ସଂକ୍ରାନ୍ତରେ ସରକାରୀ…

ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ହତ୍ୟା ଉଦ୍ୟମ

ଜେଲେନ୍‌ସ୍କିଙ୍କୁ ହତ୍ୟା ଉଦ୍ୟମ ପଣ୍ଡ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କିଙ୍କୁ ହତ୍ୟା ଉଦ୍ୟମ ବିଫଳ ହୋଇଛି। ତାଙ୍କୁ ହତ୍ୟା କରିବାକୁ ରୁଷିଆନ ସ୍ପେଶାଲ ସର୍ଭିସେସ ୨୫ଜଣିଆ ଆତଙ୍କବାଦୀ ଦଳକୁ ନିୟୋଜିତ କରିଥିଲା। କିନ୍ତୁ ସେମାନେ ସ୍ଲୋଭାକିଆ- ହଙ୍ଗେରୀ ସୀମାନ୍ତରେ ଧରା…