Odia News Portal

ପ୍ରାୟ ୧ ହଜାର ବ୍ୟକ୍ତିଗତ ଷ୍ଟାଫଙ୍କୁ ବଦଳାଇଲେ ପୁଟିନ

ପୁଟିନଙ୍କୁ ଧୀରେ ଧୀରେ ମହଙ୍ଗା ପଡ଼ିଲାଣି ୟୁକ୍ରେନ ଉପରେ ଆକ୍ରମଣ। ଭୟଭୀତ ହେଲେଣି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ତାଙ୍କୁ ବିଷ ଦେଇ ମାରିବା ଷଡଯନ୍ତ୍ର ହୋଇଥିବା ନେଇ ଗୁଇନ୍ଦା ରିପୋର୍ଟ ଆସିବା ପରେ ଭୟଭୀତ ହୋଇପଡିଛନ୍ତି ପୁଟିନ। ସେ ନିଜର ସମସ୍ତ ବ୍ୟକ୍ତିଗତ ଷ୍ଟାଫଙ୍କୁ ବଦଳି…

ରୁଷ-ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଅଲଗା ହୋଇଗଲେ ପୁଟିନ୍‌ଙ୍କ ଝିଅ ଜ୍ୱାଇଁ

ରୁଷ-ୟୁକ୍ରେନ୍‌ ଭିତରେ ଜାରି ରହିଛି ଯୁଦ୍ଧ। ଯୁଦ୍ଧର ପ୍ରଭାବ ଏବେ ରୁଷ ରାଷ୍ଟ୍ରପତି ବ୍ଳାଦିମିର ପୁଟିନ୍‌ଙ୍କ ପରିବାର ଉପରେ ପଡିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବଡ ଝିଅ ମାରିଆ ଭୋରୋଣ୍ଟସୋଭାଙ୍କୁ ମଧ୍ୟ ପ୍ରଭାବିତ କରିଛି। ୟୁକ୍ରେନ ଯୁଦ୍ଧ ପୁଟିନଙ୍କ ଝିଅ ମାରିଆ ଭୋରୋଣ୍ଟସୋଭାଙ୍କ…

ମାନସ ହତ୍ୟା ମାମଲା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏ ନେଇ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି।ସମସ୍ତ କାଗଜପତ୍ର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। କ୍ରାଇମବ୍ରାଞ୍ଚର ୨ଟି ଟିମ୍‌ ତଦନ୍ତ କରିବ ।…

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ଜିରୋ ଟଲରେନ୍ସ:ଆଉ ୬ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।…

ଆସନ୍ତା ୨୫ ତାରିଖରୁ ବିଧାନସଭା ଅଧିବେଶନ

ଆସନ୍ତା ୨୫ ତାରିଖରୁ ବିଧାନସଭା ଅଧିବେଶନ । ତା ପୂର୍ବରୁ ଆଜିଠୁ ଆରମ୍ଭ ହୋଇଛି କୋଭିଡ ଟେଷ୍ଟ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କୋଭିଡ ଟେଷ୍ଟ କରିଛନ୍ତି । ଆସନ୍ତାକାଲି ପୌର ନିର୍ବାଚନ ଥିବାରୁ ବିଧାୟକମାନେ ଚାହିଁଲେ ଜିଲ୍ଲାସ୍ତରରେ ଟେଷ୍ଟ କରି ରିପୋର୍ଟ ଦେଇପାରିବେ । ଏଥିପାଇଁ ଜିଲ୍ଲା…

ଅଖା ବସ୍ତା ଭିତରୁ ମିଳିଲା ୫ ନର କଙ୍କାଳ

ରାଜଧାନୀରେ ଚାଞ୍ଚଲ୍ୟ। ମଞ୍ଚେଶ୍ଵର ଥାନା ଅଞ୍ଚଳରୁ ଅଖା ବସ୍ତା ଭିତରୁ ମିଳିଲା କଙ୍କାଳ। ବସ୍ତା ଭିତରୁ ୫ଟି କଙ୍କାଳ ଉଦ୍ଧାର ହୋଇଛି। ତେବେ ଏହି ନର କଙ୍କାଳକୁ ନେଇ ସନ୍ଦେହ ବଢିଛି। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି।

ମାନସ ସ୍ଵାଇଁ ହତ୍ୟା ମାମଲା : ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ କାର୍ ଜବତ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ଵାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ୱେବ୍ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ କାର୍ ଭୁବନେଶ୍ଵରରୁ ଜବତ। ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ଶର୍ମିଷ୍ଠାଙ୍କ ଅଫିସ ପାର୍କିଂରୁ ଏହି କାର୍‌କୁ ଠାବ କରିଛି ପୋଲିସ । ହେଲେ ଏବେବି ଫେରାର୍…

ରାଜ୍ୟରେ ଆହୁରି କଲବଲ କରିବ ତାତି, ୪୧ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ

ରାଜ୍ୟରେ ଆହୁରି କଲବଲ କରିବ ତାତି। ସ୍ୱାଭାବିକଠାରୁ ୩ରୁ ୪ଡିଗ୍ରୀ ବଢିବ ପାରଦ । ବିଶେଷକରି ଆଭ୍ୟନ୍ତରୀଣ ଡ଼ିଶାରେ ୪୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇପାରେ। ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠାରୁ ୨ଡିଗ୍ରୀ ତାପମାତ୍ରା ବଢିପାରେ। ପଶ୍ଚିମ ଓଡ଼ିଶାରେ ପାରା…

ନାଲ୍‌କୋ ଦ୍ୱାରା କ୍ଷତିଗ୍ରସ୍ତ ଲୋକ ରେଳରୋକ, ସ୍ଥାୟୀ ନିଯୁକ୍ତି ଦାବି

ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ । ଅନୁଗୁଳ ଜିଲ୍ଲା ନାଲ୍‌କୋ ଦ୍ୱାରା କ୍ଷତିଗ୍ରସ୍ତ ଲୋକ ରେଳରୋକ କରିଛନ୍ତି । ଦୀର୍ଘ ୧୪ ବର୍ଷ ହେଲା ନାଲକୋରେ ସ୍ଥାୟୀ ନିଯୁକ୍ତି ଦାବି କରିଆସୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ରେଳରୋକ…

ସରିଲା ପ୍ରଚାର,ଭୋଟ୍‌ କାଲି

ଦୀର୍ଘ ୧୨ଦିନ ଧରି ଚାଲିଥିବା ପ୍ରଚାର ସରିଛି । ଥମିଯାଇଛି ରାଲି, ପଦଯାତ୍ରା, ହୋହଲ୍ଲା, ନାରାବାଜି । ଗୁରୁବାର ଭୋଟ । ସମୟ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀଙ୍କ ଟେନସନ ସେତେ ବଢ଼ି ଚାଲିଛି । ମଙ୍ଗଳବାର ସନ୍ଧ୍ୟାରୁ ପ୍ରଚାର ସରିଥିଲେ ହେଁ ଆରମ୍ଭ ହୋଇଯାଇଛି ଅସଲ ଖେଳ । ସବୁ ଜଗିଛନ୍ତି ନିଜ…