ବିଧାନସଭାରେ ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ, ସମର୍ଥନ କଲେ ବିରୋଧୀଦଳ ଉପନେତା
ବିଧାନସଭାରେ ଶୋକପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ। ଗୃହକାର୍ଯ୍ୟରେ ସେମାନଙ୍କ ଦକ୍ଷତାକୁ ସ୍ମରଣ କଲେ ।
କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ। କରୋନା ମୃତକଙ୍କ ପରିବାର ପ୍ରତି ସମବେଦନା ଅର୍ପଣ!-->!-->!-->…
