Odia News Portal

ଲେମ୍ବୁ ମଞ୍ଜିରେ ରହିଛି ଅନେକ ଔଷଧୀୟ ଗୁଣ ଆସନ୍ତୁ ଯାଣିବା

ଯେତେବେଳେ ବି ଆପଣ କୌଣସି ଫଳ ଖାଆନ୍ତି, ଏହାର ମଞ୍ଜି ବାହାର କରି ଫୋପାଡି ଦିଅନ୍ତି । କାରଣ ଫଳର ମଞ୍ଜିରେ ସାମାନ୍ୟ ତିକ୍ତତା ଥାଏ, ଯାହା ଆପଣଙ୍କ ପାଟିର ସ୍ୱାଦକୁ ନଷ୍ଟ କରିଥାଏ। କିନ୍ତୁ ଆପଣ ଜାଣନ୍ତି କି ଲେମ୍ବୁ ସହିତ ଲେମ୍ବୁ ମଞ୍ଜି ମଧ୍ୟ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ଆପଣ କେବଳ

୨୦ ରେ ରିସେପସନ ପାର୍ଟି ଦଉଛନ୍ତି ଭିକି-କ୍ୟାଟ

ଚଳିତବର୍ଷର ସବୁଠୁ ବଡ଼ ବିବାହ ଥିଲା ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ଙ୍କ ବାହାଘର। ରାଜସ୍ଥାନରେ ଏହି ସେଲିବ୍ରିଟି ଯୋଡ଼ି ପରସ୍ପରର ହାତ ଧରିଛନ୍ତି। ତେବେ ବିବାହ ପରେ ସବୁ ହିନ୍ଦୁ ଘର ଭଳି କ୍ୟାଟ୍ରିନା କୈଫ୍ ନିଜର ପ୍ରଥମ ରୋଷେଇ କରିଛନ୍ତି। କ୍ୟାଟ୍ରିନା ପ୍ରଥମ ରୋଷେଇରେ ମିଠା

ପାକିସ୍ଥାନର ମେଡ ଇନ ଚାଇନା ଡ୍ରୋନକୁ ଜବତ କଲା ଭାରତ

ପାକ୍ର ଚାଲ୍ କୁ ଧରିଲା ଭାରତ। ପାକିସ୍ତାନ୍ ଡ୍ରୋନ୍କୁ ଖସାଇଲା ସୀମା ସୁରକ୍ଷା ବଳ ଅର୍ଥାତ୍ ବିଏସ୍ଏଫ୍। ଶୁକ୍ରବାର ରାତିରେ ପଞ୍ଜାବର ଫିରୋଜପୁର ଅଞ୍ଚଳରେ ଅନ୍ତର୍ଜାତୀୟ ସୀମା ନିକଟରୁ ଏକ ପାକିସ୍ତାନୀ ଡ୍ରୋନ୍କୁ ଖସାଇବାରେ ସଫଳ ହୋଇଛି ଭାରତୀୟ ସେନା। ବିଏସ୍ଏଫ୍ ମୁତାବକ, ଏହି ଡ୍ରୋନ୍ ମେଡ୍

ବାଲେଶ୍ୱରରୁ ବାଲିଷ୍ଟିକ ମିସାଇଲ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ

ଚୀନ୍ ଓ ପାକିସ୍ତାନକୁ ସତର୍କ ଘଣ୍ଟି । ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତର ବଡ଼ ସଫଳତା । ବାଲେଶ୍ୱରରୁ ବାଲିଷ୍ଟିକ୍ ମିସାଇଲ୍ ଅଗ୍ନି- ପ୍ରାଇମର ସଫଳ ପରୀକ୍ଷଣ ହୋଇଛି । ଏହାର ଲକ୍ଷ୍ୟଭେଦୀ କ୍ଷମତା ହଜାରେରୁ ଦୁଇ ହଜାର କିଲୋମିଟର ରହିଛି। ସ୍ୱଦେଶୀ ଜ୍ଞାନ କୈଶଳରେ ନିର୍ମିତ ଅଗ୍ନି-ଚକୁ

ସୁମିତ ପରିବାର ଲୋକଙ୍କୁ ଭେଟିଲା ପୋଲିସ୍

ଡାକ୍ତର ସୁମିତ-ତପସ୍ୱିନୀ ବିବାଦ ମାମଲାର ଘଟଣାକ୍ରମେ ଆଜି ସୁମିତ ପରିବାର ଲୋକଙ୍କୁ ପୋଲିସ୍ ଭେଟିଥିବାର ଖବର ମିଳିଛି। ସୁମିତଙ୍କ ବାପାଙ୍କ ସହ ପୋଲିସ୍ ଆଲୋଚନା କରିଛି। ବ୍ରହ୍ମପୁର ଏସଡିପିଓ ଏବଂ ବୈଦନାଥପୁର ଥାନା ଅଧିକାରୀ ସୁମିତଙ୍କ ଘରେ ପହଞ୍ଚି ସେ କେଉଁଠି ଅଛନ୍ତି ବୋଲି ପ୍ରଶ୍ନ

ଚିତ୍ତରଂଜନ ମୃତ୍ୟୁ ଘଟଣାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ

ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ଘଟଣାର ଛାନ୍ଭିନ୍ । ମୃତ୍ୟୁକୁ ୪ଦିନ ବିତି ଯାଇଥିଲେ ବି ପୋଲିସର ହାତ ଏବେବି ଖାଲି । ଘଟଣାର ତଦନ୍ତ କରୁଥିବା ଟିମ୍ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି ବୋଲି କହିଛନ୍ତି କ୍ରାଇମ୍ବ୍ରାଞ୍ଚ ଏଡିଜି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କ୍ରାଇମ୍ବ୍ରାଞ୍ଚ

ବିହାରରେ ପଞ୍ଚୟତ ନିର୍ବାଚନ

ବିହାରର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ମଧ୍ୟରୁ ପ୍ରାୟ ୯୦% ବିଜେତା ନୂଆ ମୁହଁ। ନୂଆ କରି ରାଜନୀତିରେ ପ୍ରବେଶ କରି ବିଜୟୀ ହୋଇଥିବା ଏହି ପ୍ରତିନିଧିଙ୍କ ବୟସ ୨୧-୩୦ ବର୍ଷ ମଧ୍ୟରେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିସନର ଦୀପକ ପ୍ରସାଦ। ଏମ୍ବିଏ ଡିଗ୍ରିଧାରୀ, ଶ୍ରମିକ,

ଓମିକ୍ରନ ଭାରିଏଣ୍ଟର ଲକ୍ଷଣ ସବୁଠୁ ଭୟଙ୍କର

ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ଓମିକ୍ରନ ଭାରିଏଣ୍ଟ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡ଼ବ୍ଲ୍ୟୁଏଚଓ) ଅନୁଯାୟୀ, ଏହି ଭାରିଏଣ୍ଟ ବର୍ତ୍ତମାନ ଯାଏ ବିଶ୍ୱର ୭୭ ଟି ଦେଶକୁ ସଂକ୍ରମିତ କରିଛି । କରୋନାର ଅନ୍ୟ ଷ୍ଟ୍ରେନ ତୁଳନାରେ ଓମିକ୍ରନ ଦ୍ରୁତ ଗତିରେ ମାଡ଼ୁଥିବା କୁହାଯାଉଛି । ବ୍ରିଟେନରେ ଗୁରୁବାର

ପାଠ ପଢାକୁ ନେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କଲେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି

ଆସନ୍ତା ବର୍ଷ ଦୀର୍ଘ ୧୩ ଦଶନ୍ଧି ଅର୍ଥାତ ୧୩୦ ବର୍ଷ ପୂରଣ କରିବ ଗୋପାଳପୁରସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏତେ ପୁରୁଣା ଓ ଭବ୍ୟ ଶିକ୍ଷାନୁଷ୍ଠାନକୁ ଆଜି ପରିଦର୍ଶନରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ଡ. ଗୋପବନ୍ଧୁ ଦାଶ। ସେଠି ବିଦ୍ୟାଳୟର ସୁନ୍ଦର ପରିବେଶ

ବିବାହ କଲେ ପୱନଦୀପ-ଅରୁଣିତା:ଭାଇରାଲ ହେଉଛି ଫଟୋ

ଇଣ୍ଡିଆନ୍ ଆଇଡଲ୍-୧୨ର ପ୍ରତିଯୋଗୀ ଥିବା ଗାୟକ ପୱନଦୀପ ରାଜନ ଏବଂ ଅରୁଣିତାଙ୍କୁ ନେଇ ଖୁବ୍ ଚର୍ଚ୍ଚା ଚାଲିଥିଲା । ମଝିରେ ଦୁହିଁଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା। କୁହାଯାଉଥିଲା କି ଦୁହିଁ ପ୍ରେମ ସମ୍ପର୍କରେ ଅଛନ୍ତି । ଏହା ବ୍ୟତୀତ ଦୁହିଁଙ୍କର ଏକ ଆଲବମ୍ ମଧ୍ୟ