Odia News Portal

ବାଲୁକାକଳାରେ ଓଡିଆଙ୍କୁ ‘ବିଶ୍ୱ ପଖାଳ ଦିବସ’ର ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ ନିଳାନ୍ଦ୍ରୀ ବେଳାଭୂମିରେ ବିଶ୍ବ ପଖାଳ ଦିବସର ଶୁଭେଚ୍ଛାର ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବାଳୁକାକଳାରେ ନିର୍ମାଣ ଓଡିଆଙ୍କ ପଖାଳ କଂସା. ବଡି ଚୁରା, ମାଛ ଭଜା ସହ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନର ଅବିକଳ ପ୍ରତିକୃତି।ଯାହାକି ବେଶ୍ ଆକର୍ଷଣୀୟ ହୋଇଛି।…

ରଙ୍ଗର ପର୍ବ ହୋଲି ସମସ୍ତଙ୍କ ଜୀବନରେ ଖୁସି ଆଣିଦେଉ

ରାଜ୍ୟବ୍ୟାପୀ ରଙ୍ଗର ପର୍ବ ହୋଲି ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି । ଗାଁରୁ ସହର ସମସ୍ତେ ପରସ୍ପରକୁ ରଙ୍ଗ ଅବିର ବୋଳି ହୋଲି ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ହୋଲି ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ଜୀବନରେ ହୋଲି ଆନନ୍ଦ ଉଲ୍ଲାସ ଆଣିଦେଉ ବୋଲି…

୨୪ରେ ହାଇକୋର୍ଟ ଛୁଟି

ପୌର ନିର୍ବାଚନ ପାଇଁ ଆସନ୍ତା ୨୪ ତାରିଖରେ ହାଇକୋର୍ଟ ଛୁଟି ‌ରହିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଏ ନେଇ ରାଜ୍ୟ ନିର୍ବାଚନ କମିସନ ୨୦୨୨, ମାର୍ଚ୍ଚ ୬ରେ ଜାରି କରିଥିବା ଚିଠିକୁ ବିଚାରକୁ ନେଇ ହାଇକୋର୍ଟଙ୍କ…

ୟୁକ୍ରେନ ଯୁଦ୍ଧରେ ଚୀନ ତୂଳନାରେ ଭାରତର ଅଧିକ କ୍ଷତି ଘଟିବ: ଆଇଏମଏଫ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧରେ ଚୀନର ଯେତିକି କ୍ଷତି ଘଟିବ ନାହିଁ ତାଠୁ ଅଧିକ କ୍ଷତି ଭାରତର ହେବ। ଶୁକ୍ରବାର ଏମିତି ସଙ୍କେତ ଦେଇଛି ଅନ୍ତର୍ଜାତୀୟ ମୁଦ୍ରା କୋଷ(ଆଇଏମଏଫ)। କଟକଣା ସତ୍ତ୍ଵେ ଭାରତ ରୁଷ ସହିତ କାରବାର ଜାରି ରଖିବାକୁ ସଙ୍କେତ ଦେଇ ସାରିଛି। ଆଇଏମଏଫ କହିଛି,…

‘କାଶ୍ମୀର ଫାଇଲ୍ସ’କୁ ନେଇ ରାଜନୀତି କରନି,

ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ‘କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ର ଉପରେ ରାଜନୀତି କରିବା ପରିବର୍ତ୍ତେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ଭାରତ ସହ ମିଶାଇବା ଉପରେ ବିଜେପି ଆଲୋଚନା କରିବା ଉଚିତ। ସେ କହିଛନ୍ତି ଯେ ଶିବସେନା ଏହାର ପ୍ରତିଷ୍ଠାତା ସ୍ୱର୍ଗତ ବାଲ…

କ୍ୟାମେରା ମ୍ୟାନ୍ ମାନସ ହତ୍ୟା ରହସ୍ୟ,ସାମ୍ୱାଦିକଙ୍କୁ ପୋଲିସର ଜେରା

ଭୁବନେଶ୍ୱର କ୍ୟାମେରା ମ୍ୟାନ୍ ମାନସ ହତ୍ୟାକାଣ୍ଡ ମାମଲାରୁ ଧୀରେ ଧୀରେ ଉଠିବାରେ ଲାଗିଛି ପରଦା । ଘଟଣା ଉପରୁ ରହସ୍ୟ ଉନ୍ମୋଚନ କରିବାକୁ ୱେବ ପୋର୍ଟାଲର ଚାନ୍ଦବାଲି ସାମ୍ବାଦିକ ଶରତ ପଣ୍ଡାଙ୍କୁ ପଚରା ଉଚରା କରାଯାଇଛି । ଜଣାପଡିଛି ଯେ, ଘଟଣା ଦିନ ଅପହରଣ ସମୟରେ ପ୍ରତ୍ୟକ୍ଷଦର୍ଶୀ ଥିଲେ ଶରତ…

ନନ୍ଦନକାନନ ପାଇଁ ଖୁସି ଖବର: ତୃତୀୟଥର ପାଇଁ ଶାବକ ଜନ୍ମ ଦେଲା ସିଂହୀ ବିଜଲୀ

ନନ୍ଦନକାନନ ପାଇଁ ଖୁସି ଖବର ଆଣିଲା ସିଂହୀ ବିଜଲୀ । ତୃତୀୟ ଥର ପାଇଁ ମା ହେଲା ସିଂହୀ ବିଜଲୀ ।ଆଜି ଭୋର ରୁ ୨ ଟା ୧୫ ସମୟରେ ବିଜଲୀ ଏକ ଶାବକ ଜନ୍ମ ଦେଇଛି । ପ୍ରସବ ପ୍ରକ୍ରିୟା ଜାରି ରହିଛି । ପୂର୍ବରୁ ଦୁଇ ଥରରେ ୪ ଟି ଶାବକ ଜନ୍ମ ଦେଇଥିଲା ,ସେମାନଙ୍କ ମଧ୍ୟରୁ ୨ ଟି ମୃତୁ ଘଟିଥିବା ବେଳେ…

ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ

ରାଉରକେଲାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ ପାଣ୍ଡିଆନ୍‌। ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସହ ଅନ୍ୟ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି । ପ୍ରଥମେ BPUT କ୍ୟାମ୍ପସ ପରିସରରେ ନିର୍ମିତ ଅନ୍ତର୍ଜାତୀୟ ସ୍ତରର ଦେଶର…

ଖୋର୍ଦ୍ଧରୋଡ୍‌ ଷ୍ଟେସନରୁ ୨୧ କି.ଗ୍ରା ଗଞ୍ଜେଇ ଜବତ

ଖୋର୍ଦ୍ଧାରୋଡ ରେଳ ଷ୍ଟେସନରୁ ରେଲୱେ ପୁଲିସ(ଜିଆର୍‌ପି) ୨୦ କିଲୋ ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଏହାକୁ ଚାଲାଣ କରୁଥିବା ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ମନୋଜ କୁମାର ବେହେରାଙ୍କୁ ଜିଆର୍‌ପି ଗିରଫ କରି କୋର୍ଟଚାଲାଣ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୨ଲକ୍ଷ ୯ ହଜାର ଟଙ୍କା ହେବ…

ହର୍ବାଲ ରଙ୍ଗ ଛଡା ଆଉ ସବୁ ମନା: ବିଭିନ୍ନ ଅଞ୍ଚଳରେ ଥିବା ରଙ୍ଗ ଦୋକାନରେ ଚଢାଉ

ହୋଲି ପୂର୍ବରୁ ରାଜଧାନୀର ବିଭିନ୍ନ ଦୋକାନରେ ଚଢାଉ। କମିଶନରେଟ୍‌ ପୋଲିସ ଓ ପରିବେଶ ପ୍ରଦ୍ୟୁଷଣ ବିଭାଗର ଅଧିକାରୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଥିବା ରଙ୍ଗ ଦୋକାନରେ ଚଢାଉ କରିଛନ୍ତି। ହର୍ବାଲ ରଙ୍ଗ ଛଡା ଦୋକାନୀ କୌଣସି କେମିକାଲ ରଙ୍ଗ ବିକ୍ରି କରୁଛନ୍ତି କି ନାହିଁ ସେ ନେଇ ଯାଞ୍ଚ…