Odia News Portal

ମାନସ ସ୍ବାଇଁ ହତ୍ୟା ମାମଲା:ଅବସର ପ୍ରାପ୍ତ OIS ନିରଞ୍ଜନ ସେଠୀ ଗିରଫ

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ପୋଲିସ ଗିରଫ କରିଛି । ମାନସ ସ୍ବାଇଁଙ୍କୁ ଅପହରଣ କରିବା ଓ ହତ୍ୟା କରିବା ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ…

ପେଟ୍ରୋଲ ପମ୍ପରୁ ଲୁଟି ନେଲେ ୨୦ଲକ୍ଷ

ପେଟ୍ରୋଲ ପମ୍ପରୁ ଲୁଟ୍। କେନ୍ଦୁଝର ସଦର ଥାନା ପଦ୍ମପୁର ପୁଟୁଳିଆ ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପରୁ ଲୁଟ୍ । ତେଲ ପକାଇବା ବାହାନାରେ ଦୁଇଟି ମୋଟର ସାଇକଲରେ ୬ ଜଣ ମୁଖାଧାରୀ ଦୁର୍ବୃତ୍ତ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ । ଏହାପରେ ତେଲ ଦେଉଥିବା କର୍ମଚାରୀ ଓ କାଉଣ୍ଟରରେ ଥିବା…

ନନ୍ଦନକାନନରେ ୧୦ ଦିନର ଧଳା ବାଘ ଶାବକର ମୃତ୍ୟୁ

ନନ୍ଦନକାନନରେ ୧୦ ଦିନର ଧଳା ବାଘ ଶାବକର ମୃତ୍ୟୁ । ଧଳା ବାଘୁଣୀ ରୁପା ଶାବକ ଜନ୍ମ ପରେ ତାକୁ ଅନାଦର କରିଥିଲା । ଏହି ବାଘଛୁଆ ସମେତ ତିନୋଟି ବାଘ ଛୁଆକୁ ତାଙ୍କ ମା’ ଠାରୁ ଅଲଗା କରି ନନ୍ଦନକାନନ କର୍ତ୍ତୃପକ୍ଷ ନିଜ ହେପାଜତରେ ରଖି କୃତ୍ରିମ ଖାଦ୍ୟ ଦେଇ ପାଳନ କରୁଥିଲେ । ମୃତ ୧୦ ଦିନର…

କ୍ରିକେଟର ହରଭଜନ ସିଂଙ୍କ ସହ ପାଞ୍ଚ ଜଣ ପ୍ରାର୍ଥୀଙ୍କୁ ରାଜ୍ୟସଭା ପାଇଁ ମନୋନୀତ କଲା ଆପ୍

ପଞ୍ଜାବରୁ ରାଜ୍ୟସଭା ପାଇଁ ଆମ୍ ଆଦମୀ ପାର୍ଟି(ଆପ୍) ପାଞ୍ଚ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏମାନଙ୍କ ମଧ୍ୟରେ ପୂର୍ବତନ କ୍ରିକେଟର ହରଭଜନ ସିଂ, ଲଭଲି ପ୍ରଫେସନାଲ ୟୁନିଭରସିଟି (ଏଲପିୟୁ)ର କୁଳପତି ଅଶୋକ ମିତ୍ତଲ, ଦଳର ପଞ୍ଜାବ ସହପ୍ରଭାରୀ ତଥା ଦିଲ୍ଲୀ ବିଧାୟକ ରାଘବ ଚଢା, ସଞ୍ଜୀବ…

ଆଜି ଗୋଆ ଓ ଉତ୍ତରାଖଣ୍ଡରେ ନୂଆ ନେତା ଚୟନ

ଆଜି ଗୋଆ ଓ ଉତ୍ତରାଖଣ୍ଡରେ ବିଜେପି ବିଧାୟକ ଦଳ ବୈଠକ ବସିବ । ଏଥିରେ ନୂଆ ନେତା ନିର୍ବାଚନ କରାଯିବ । ଯେକି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ଗୋଆରେ ଅପରାହ୍ନ ୪ଟାରେ ଏହି ବୈଠକ ବସିବ । ଏହା ପରେ ବିଜେପି ପ୍ରତିନିଧି ଦଳ ରାଜ୍ୟପାଳ ପି.ଏସ୍‌. ଶ୍ରୀଧରନ ପିଲାଇଙ୍କୁ ଭେଟି ସରକାର…

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ

କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନୀଲ ବଂଶଲ। କୋରାପୁଟ BSF ସେକ୍‌ଟର ପଡିଆରେ ଅବତରଣ କରିବା ପରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା କରିବେ। ନିର୍ବାଚନ ସୁପରିଚାଳନା ଓ ଆଇନଶୃଙ୍ଖଳା ସ୍ଥିତି ନେଇ ଆଲୋଚନା କରିବେ। ଏହା ସହ ମାଓ ଗତିବିଧିର ମଧ୍ୟ ସମୀକ୍ଷା କରିବେ। ଏହାପରେ ପୋଲିସ…

ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌,ଘଟଣାରେ ସଂପୃକ୍ତି ୬ଗିରଫ

ପୁରୀରେ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌। ମୁଖ୍ୟ ଅଭିଯୁକ୍ତ ଦୁଇ ଜଣ ସମ୍ପର୍କରେ ବାପା-ପୁଅ। କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ ଗିରଫ। ବନ୍ଧୁକ ଚଳାଇଥିବା ମୁନ୍ନା ପାତ୍ରକୁ ମଧ୍ୟ ଗିରଫ କରାଯାଇଛି। ଘଟଣାରେ ସଂପୃକ୍ତି ଅଭିଯୋଗରେ ୬ଜଣଙ୍କୁ ଗିରଫ…

ସମ୍ବଲପୁର ଗସ୍ତରେ ୫-T ସଚିବ ଭି.କେ ପାଣ୍ଡିଆନ୍

ସମ୍ବଲପୁର ଗସ୍ତରେ ୫-T ସଚିବ ଭି.କେ ପାଣ୍ଡିଆନ୍। ଏହି ଗସ୍ତରେ ତାଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୂର୍ତ୍ତ ସଚିବ ଭିଭି ଯାଦବ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସେକ୍ରେଟାରୀ ଆର ଭିନିଲକ୍ରିଷ୍ଣା, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ବିର ବିକ୍ରମ ୟାଦବ ସାମିଲ ଅଛନ୍ତି । ସେମାନେ…

ବେବି ବମ୍ପ ଦେଖାଇ କ୍ୟୁଟ୍‌ ଫଟୋଶୁଟ୍‌ କଲେ କମେଡି କୁଇନ ଭାରତୀ ସିଂ

କମେଡିଆନ ଭାରତୀ ସିଂ ସବୁବେଳେ ଚର୍ଚ୍ଚାରେ। ନିଜ କମେଡି ସେନ୍ସ ହେଉ ଅବା ଆକ୍ଟିଂ ପାଇଁ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ଏବେ ଭାରତୀ ନିଜ ପ୍ରେଗନେନ୍ସୀକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ୩୭ ବର୍ଷ ବୟସରେ ଭାରତୀ ମା’ ହେବାକୁ ଯାଉଛନ୍ତି। ଆଉ ଖାସ୍‌ ଏଥିପାଇଁ ଭାରତୀ ଫଟୋଶୁଟ୍‌ କରିଛନ୍ତି।…

ଗଞ୍ଜେଇ ଚୋରାଚାଲାଣ ବେଳେ ଧରାପଡିଲେ ୨ ମାଫିଆ

ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଲା ପୋଲିସ । ୨ ଜଣ ମାଫିଆଙ୍କୁ ଗିରଫ ସହ ୪୧ କେଜି ୪୫ ଗ୍ରାମର ଗଞ୍ଜେଇ ଜବତ କରିଛି ପୋଲିସ । ଗିରଫ ଗଞ୍ଜେଇ ମାଫିଆଙ୍କୁ କୋର୍ଟ ଚାଲାଣ କରାଯାଇଛି । ରାୟଗଡ଼ା ଜିଲ୍ଲା ବିଷୟକଟକ ଥାନା ନେତାଜୀ ଛକ ନିକଟରୁ ଗଞ୍ଜେଇ ଜବତ କରିଛି ପୋଲିସ । ଖବର ଅନୁଯାୟୀ, …