Odia News Portal

ୟୁକ୍ରେନରୁ ଫେରିଲେ ଯାଜପୁର ଜିଲ୍ଲାର ଦୁଇ ଛାତ୍ର

ୟୁକ୍ରେନରୁ ଫେରିଲେ ଯାଜପୁର ଜିଲ୍ଲାର ଦୁଇ ଛାତ୍ର । ସରକାରଙ୍କ ଉଦ୍ୟମ କ୍ରମେ ମାତୃଭୂମିକୁ ସୁରକ୍ଷିତ ଭାବେ ଫେରି ଆସିଛନ୍ତି କୋରାଇ ବ୍ଲକ ବିରୁହାଁପଡା ଓ ଛୋଟରାୟପୁର ଗାଁର ଡାକ୍ତରୀ ଛାତ୍ର ପ୍ରଳୟ କୁମାର ନାୟକ ଓ ଆତିଶ କୁମାର ପଣ୍ଡା । ୟୁକ୍ରେନର ଖାର୍କିଭ ନ୍ୟାସନାଲ ମେଡିକାଲ…

ସରିଲା ନାଏବ ସରପଞ୍ଚ ଚୟନ: ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ

ସରିଲା ନାଏବ ସରପଞ୍ଚ ଚୟନ । ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ୩୧୪ ବ୍ଲକରେ ପଡିବ ଭୋଟ । ଅନେକ ଜାଗାରେ କଡା ମୁକାବିଲା ହେବ । କେଉଁଠି ବିଜେପି ତ କେଉଁଠି କଂଗ୍ରେସ ବିଜେଡିକୁ ଟକ୍କର ଦେଉଥିବାବେଳେ ଅନେକ ବ୍ଲକରେ ଶାସକ ଦଳର ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝା ଲାଗି ରହିଛି । ଯେଉଁ ବ୍ଲକରେ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚନ୍ନି

ପଞ୍ଜାବ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଚରଣଜୀତ ସିଂ ଚନ୍ନି । ପଞ୍ଜାବ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଶୁକ୍ରବାର ଚନ୍ନି କ୍ୟାବିନେଟ ବୈଠକ ଡାକିଥିଲେ । ଏହି ବୈଠକ ପରେ ସେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ଇସ୍ତଫା…

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜମ୍ମୁ କାଶ୍ମୀରର ଗୁରେଜ ସେକ୍ଟର ବରାଉମ ଅଞ୍ଚଳରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ‘ଚିତା’ ନାମକ ଏହି ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିବା ପରେ ବରଫାବୃତ୍ତ ଦୁର୍ଘଟଣାସ୍ଥଳକୁ ସର୍ଚ୍ଚ ଅପରେସନ ଟିମକୁ ପଠାଯାଇଛି । ତେବେ ଦୁର୍ଘଟଣାରେ ମୃତାହତଙ୍କ…

କ୍ଷୀର ବଦଳରେ ରୋଷେଇରେ ମିଶିଗଲା ଫିନାଇଲ

କ୍ଷୀର ବଦଳରେ ରୋଷେଇରେ ମିଶିଗଲା ଫିନାଇଲ । ଏକ ଘରୋଇ କଲେଜର ଛାତ୍ରଛାତ୍ରୀ ଫିନାଇଲ ମିଶା ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେବା ପରେ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତ କରାଯାଇଛି । ବାଲେଶ୍ବର ଜିଲ୍ଲା ରୁପସା ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରେ ଘଟିଛି ଏହି ଅଭାବନୀୟ ଘଟଣା । ପାଚିକା ଜଣକ…

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଜୋରିମାନା

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ। ୨୦ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଜୋରିମାନା ନିର୍ଦ୍ଦେଶ। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ। ରାୟ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋକସୋ ଆଡହକ ଫାଷ୍ଟଟ୍ରାକ କୋର୍ଟ। ୨୦୧୮ ଅଗଷ୍ଟ ୧୨ ତାରିଖରେ ଜଗତପୁର ନିମପୁରରେ ଘଟିଥିଲା…

ସିବିଏସଇ ଟର୍ମ 2 ପରୀକ୍ଷା ପାଇଁ କାର୍ଯ୍ୟସୂଚୀ

ସିବିଏସଇ ଟର୍ମ 2 ପରୀକ୍ଷା ଏପ୍ରିଲ 26ରୁ ଆରମ୍ଭ ହେବ । ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ପାଇଁ ସିବିଏସଇ ପକ୍ଷରୁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ଦିନ ସାଢେ 10ଟାରୁ ପରୀକ୍ଷା ଆରମ୍ଭ କରାଯିବ ଏବଂ ପ୍ରତି ପରୀକ୍ଷା ମଧ୍ୟରେ ଅଧିକ ବ୍ୟବଧାନ ରଖାଯାଇଛି । ଦୀର୍ଘଦିନ ଧରି ସ୍କୁଲ ବନ୍ଦ…

ୟୁକ୍ରେନର ସୁମିରୁ ଉଦ୍ଧାର ଭାରତୀୟ ଛାତ୍ରଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ଦିଲ୍ଲୀ ପହଞ୍ଚିଲା

ଉତ୍ତର-ପୂର୍ବ ୟୁକ୍ରେନର ସୁମି ସହରରେ ଭାରତୀୟଙ୍କୁ ନେଇ ଏକ ଏୟାର ଇଣ୍ଡିଆ ବିମାନ ଶୁକ୍ରବାର ସକାଳେ ପୋଲାଣ୍ଡର ରଜୋଜୋରୁ ଦିଲ୍ଲୀରେ ପହଞ୍ଚିଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏୟାର ଇଣ୍ଡିଆର ବିମାନ ଗୁରୁବାର ରାତି ପ୍ରାୟ ୧୧:୩୦ ରେଜୋରୁ ବିମାନ ଉଡ଼ାଣ କରି…

ଠକ ଡାକ୍ତରଙ୍କ ହେବ ପଲିଗ୍ରାଫ ଟେଷ୍ଟ

ଠକ ରମେଶ ସ୍ୱାଇଁଙ୍କ ହେବ ପଲିଗ୍ରାଫ୍ ଟେଷ୍ଟ। ଏଥିପାଇଁ ପ୍ରାୟ ୧୦୦ ପ୍ରଶ୍ନ ପ୍ରସ୍ତୁତ। ଏନେଇ ରମେଶ ସ୍ୱାଇଁ ସହମତି ପ୍ରକାଶ କରିଛି। ପିଙ୍କ୍ ଟିମ୍ ପକ୍ଷରୁ ଏନେଇ କୋର୍ଟରେ ଆବେଦନ ହୋଇଥିଲା । ଆସନ୍ତା ସପ୍ତାହରେ ରମେଶର ଷ୍ଟେଟ୍ ଫୋରେନସିକ୍ ଲ୍ୟାବରେ ହେବ ପଲିଗ୍ରାଫ ଟେଷ୍ଟ। ରମେଶ ରିମାଣ୍ଡ…

କିଭରେ ଆହୁରି ଭୟଙ୍କର ହୋଇପାରେ ସ୍ଥିତି

ରୁଷ ଓ ୟୁକ୍ରେନ ମଧ୍ୟରେ ୧୫ ହେବ ଯୁଦ୍ଧ ଚାଲିଛି। ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ରୁଷ ସୈନ୍ୟ ସାଦା ପୋଷାକରେ କିଭ୍‌ ଅଭିମୁଖେ ବଢ଼ୁଥିବା ଦେଖାଯାଉଛି। ସେପଟେ ଗୋଟିଏ ସ୍ଥାନରେ କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଦେଖିବାକୁ ମିଳୁଛି। ତେବେ ମିଡିଆ…