Odia News Portal

ଭୁବନେଶ୍ୱର ମହାନଗର ନିଗମର ପ୍ରକାଶ ପାଇଲା ଯୋଗ୍ୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର ମହାନଗର ନିଗମର ପ୍ରକାଶ ପାଇଲା ଯୋଗ୍ୟ ପ୍ରାର୍ଥୀ ତାଲିକା । ମେୟର ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ସମସ୍ତ ୧୨ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀତ୍ବ କାଏମ। ବିଏମସିର ୬୭ ଟି ୱାର୍ଡର କର୍ପୋରେଟର ପଦବୀ ପାଇଁ ମୋଟ ୩୪୩ ଟି ନାମାଙ୍କନ ପତ୍ର ଦାଖଲ ହୋଇଥିଲା। ଯାଞ୍ଚ ସମୟରେ…

ୟୁପିରେ ପୁଣି ଯୋଗୀରାଜ

ଉତ୍ତରପ୍ରଦେଶରେ ଇତିହାସ ରଚିଲା ଭାରତୀୟ ଜନତା ପାର୍ଟି । ୩୭ ବର୍ଷ ପରେ ପ୍ରଥମ ଥର ପାଇଁ ବହୁମତ ସହ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି । ୟୁପିରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ୨୦୧୭ ପରେ ୨୦୨୨ରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ପୂର୍ଣ୍ଣ ବହୁମତ ସହ…

ବିଧାନସଭା ନିର୍ବାଚନ ଫଳାଫଳ: ୟୁପିରେ ବିଜେପି, ପଞ୍ଜାବରେ ଆପ୍ ଆଗୁଆ

ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ଏହି ପାଞ୍ଚ ରାଜ୍ୟରେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ବିଜେପି ଏ ପର୍ଯ୍ୟନ୍ତ ୧୦୦ରୁ ଊର୍ଦ୍ଧ୍ବ ସିଟ୍ ରେ ଆଗୁଆ ରହିଛି । ସମାଜବାଦୀ ପାର୍ଟି…

ଆସୁଛି ୫ ରାଜ୍ୟର ଫଳାଫଳ, କେଉଁଠି କିଏ ଆଗରେ

୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ନେଇ ଭୋଟ ଗଣତି ଆରମ୍ଭ ହୋଇଛି । ଗଣତି ପରେ ୫ ରାଜ୍ୟରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିବାରେ ଲାଗିଛି । ଏକଜିଟ୍ ପୋଲରେ ଯାହା ଦେଖିବାକୁ ମିଳିଥିଲା ତାହା ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଦେଖିବାକୁ ମିଳୁଛି । ଅର୍ଥାତ ଏକଜିଟ୍ ପୋଲ…

ବିହାରୀ ମିସ୍ତ୍ରୀ ହତ୍ୟାକାଣ୍ଡ,୨ ଗିରଫ

କଟକ ବିଡ଼ାନାସୀ ଭୁଆଶୁଣୀ ପଠାରେ ଜଣେ ବିହାରୀ ମିସ୍ତ୍ରୀକୁ ହତ୍ୟାକାଣ୍ଡ ଘଟଣାରେ ପୁଲିସ୍ ଦୁଇଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ମୁନିକାଲ୍ ଓ ତା’ ସହଯୋଗୀ କୈଳାସ । ସୁପାରୀ ନେଇ ଏମାନେ ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିଥିବା ବେଳେ ସୁପାରୀ ଦେଇଥିବା ପଙ୍କଜକୁ…

ଦେଖନ୍ତୁ ମିଶନ ମଯନୁ କେବେ ହେବ ରିଲିଜ

ବଲିଉଡ ଅଭିନେତା ସିଦ୍ଧାର୍ଥଙ୍କ ସୁପରହିଟ୍‌ ଫିଲ୍ମ ଶେରସାହ ଏବଂ ଚଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦନଙ୍କ ବ୍ଲକବଷ୍ଟର ଫିଲ୍ମ ପୁଷ୍ପା ପରେ ବର୍ତ୍ତମାନ ଉଭୟେ ବଡ ପରଦାରେ ଆଉ ଏକ ଧମାକା କରିବାକୁ ଆସୁଛନ୍ତି । ଥ୍ରୀଲର୍ ଫିଲ୍ନ ମିଶନ ମଜନୁରେ ଦୁହେଁ ଏକାଠୀ ନଜର ଆସିବାକୁ ଥିବାବେଳେ ଏହାର ରିଲିଜ…

ହୋଲି ପରେ ଶ୍ରୀମନ୍ଦିରରେ ହଟିପାରେ ରବିବାର ଦର୍ଶନ କଟକଣା

ହୋଲି ପରେ ଶ୍ରୀମନ୍ଦିରରୁ ହଟିପାରେ ରବିବାର ଦର୍ଶନ କଟକଣା । ଆସନ୍ତା ଶନିବାର ଏନେଇ ଛତିଶାନିଯୋଗ ବୈଠକରେ ଆଲୋଚନା ପରେ ନିଷ୍ପତି ହୋଇପାରେ । କୋରୋନା ପାଇଁ ମହାପ୍ରଭଙ୍କ ଦର୍ଶନ ଉପରେ କଟକଣା ଲାଗିଥିଲା । ଏବେ ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହୁଛି । ରାଜ୍ୟରେ କରୋନା…

ୟୁକ୍ରେନକୁ ମିଗ୍-୨୯ ଯୁଦ୍ଧ ବିମାନ ଦେବାକୁ ପୋଲାଣ୍ଡ ଦେଲା ପ୍ରସ୍ତାବ

ଆଜି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ୧୪ତମ ଦିନ | ଏହି ଯୁଦ୍ଧ ବର୍ତ୍ତମାନ ଏକ ବିପଜ୍ଜନକ ପର୍ଯ୍ୟାୟରେ ପହଞ୍ଚିଛି। ଆମେରିକା ରୁଷରୁ ତେଲ ଏବଂ ଗ୍ୟାସ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି | ଅନ୍ୟପଟେ ପୋଲାଣ୍ଡ ନିଜ ସମସ୍ତ ମିଗ -୨୯ ଯୁଦ୍ଧ ବିମାନକୁ ୟୁକ୍ରେନକୁ ଦେବାକୁ ଘୋଷଣା କରିଛି ।…

ବଜାର ଭିତରେ ଆତଙ୍କ ରଚିଲା ବଣୁଆ ହାତୀ

ଗାଁ ଭିତରେ ପଶିଲା ଦନ୍ତା । ଦନ୍ତାହାତୀକୁ ଦେଖି ଲୋକେ ଆତଙ୍କିତ ଥିବା ଦେଖିବାକୁ ମିଳିଛି । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଦୁର୍ଗାଦେବୀ ପଞ୍ଚାୟତ କୁଆଳହାତୀ ଓ ଚାନ୍ଦ କୁନ୍ଦିଆ ଗ୍ରାମରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଫଳରେ ଲୋକମାନେ ଘଉଡ଼ାଇବାକୁ ଚେଷ୍ଟା କରୁଥିବା ବେଳେ…

ପିପିଲିରୁ ନିଖୋଜ ଛାତ୍ରଙ୍କ ମୃତଦେହ ନୂଆପଡା ରେଳଧାରଣାରୁ ଉଦ୍ଧାର

ପିପିଲିରୁ ନିଖୋଜ ଛାତ୍ରଙ୍କ ମୃତଦେହ ନୂଆପଡା ରେଳଧାରଣାରୁ ଉଦ୍ଧାର । ଗୋବିନ୍ଦିପୁର ମାଟିଆପଡା ଗାଁର ସୌମ୍ୟରଞ୍ଜନ ଗତ ଦୁଇଦିନ ହେଲା ନିଖୋଜ ଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।