Odia News Portal

ମାସ ଆରମ୍ଭରୁ ମହଙ୍ଗା ମାଡ଼, ବଢ଼ିଲା ଏଲପିଜି ଦର

ଏବେ ରେଷ୍ଟୁରାଣ୍ଟ କିମ୍ବା ହୋଟେଲରେ ଖାଇବା ଆହୁରି ମହଙ୍ଗା ହେବ | କାରଣ ଏଲପିଜି ଗ୍ୟାସ୍ ମହଙ୍ଗା ହୋଇଛି | ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ମାର୍ଚ୍ଚ ୧ ତଥା ଆଜିଠାରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦର ୧୦୫ ଟଙ୍କା ବୃଦ୍ଧି କରିଛନ୍ତି। ଦିଲ୍ଲୀରେ ବାଣିଜ୍ୟିକ

ପଞ୍ଚାୟତ ଫଳାଫଳ: ୮୨୯ ଜୋନରୁ ୭୪୩ ଜୋନରେ ବାଜି ମାରିଲା ବିଜେଡି

ପଞ୍ଚାୟତ ନିର୍ବାଚନରେ ବିଜେଡିର ବୃହତ୍ତ ବିଜୟ । ଭାଙ୍ଗିଲା ସବୁ ରେକର୍ଡ। ମାଟି କାମୁଡ଼ିଲେ ବିରୋଧୀ । ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ୮୨୯ ଜୋନ୍ ମଧ୍ୟରୁ ୭୪୩ଟି ଜୋନରେ ବିଜେଡି ବାଜିମାତ୍ କରିଛି । ବିଜେପି ଖାତାକୁ ମାତ୍ର ୪୨ ଆସନ ଆସିଥିବାବେଳେ ୩୭ଟି ଜୋନ ହାତେଇଛି କଂଗ୍ରେସ ।

୨୩ ହଜାର ୪୩୬ ରୁଦ୍ରାକ୍ଷରେ ମହାଦେବଙ୍କ ବାଲୁକା କଳା

ମହାଦେବଙ୍କ ପାଇଁ ବିଶାଳ ବାଲୁକା କଳା । ପୁରୀ ସମୁଦ୍ର କୂଳରେ ବାଲୁକା କଳାରେ ମହାଦେବଙ୍କୁ ଆରଧନା କରିଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବିଶେଷ୍ୱତ ହେଉଛି, ଏଥିରେ ୨୩ ହଜାର ୪୩୬ ରୁଦ୍ରାକ୍ଷ ବ୍ୟବହାର କରିଛନ୍ତି । ମହାଦେବଙ୍କ ମସ୍ତକ, ଜଟ , ଶିବଲିଙ୍ଗ

ୟୁକ୍ରେନରେ ୭୦ରୁ ଅଧିକ ସୈନିକ ଆଖି ବୁଜିଲେଣି

ୟୁକ୍ରେନ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ଆଜି ୟୁକ୍ରେନର ଓଖତିର୍କାରେ ରହିଥିବା ସବୁଠୁ ବଡ ମିଲିଟାରି ବେସ୍ ଉପରେ ଆକ୍ରମଣ କରିଛି ଋଷ ସେନା । ଫଳରେ ୭୦ରୁ ଅଧିକ ୟୁକ୍ରେନ ସେନା ପ୍ରାଣ ହରାଇଛନ୍ତି । ୟୁକ୍ରେନ ରାଜଧାନୀ କିବ୍ କୁ କବଜା କରିବାକୁ ଚାଲିଛି ଲଗାତାର ବିସ୍ଫୋରଣ ।

ଚଳଚଞ୍ଚଳ ବାବା କପିଳାଶଙ୍କ ପୀଠ

ଆଜି ପବିତ୍ର ମହାଶିବରାତ୍ରୀ। ଚଳଚଞ୍ଚଳ ବାବା କପିଳାଶଙ୍କ ପୀଠ। ସକାଳୁ ସକାଳୁ ବାବାଙ୍କ ଦର୍ଶନ ପାଇଁ ପୀଠରେ ଭିଡ଼ ଜମିଛି। ଭୋର ୪ଟା୨୦ରେ ଉଠିବ ମହାଦୀପ । ନୀତିକାନ୍ତି ଅନୁସାରେ ବାବାଙ୍କ ପୂଜାର୍ଚ୍ଚନା ଚାଲିଛି। ତେବେ କରୋନା କଟକଣା କାରଣରୁ ଜିଲ୍ଲା ବାହାର ଶ୍ରଦ୍ଧାଳୁଙ୍କ ଦର୍ଶନକୁ

ଏଥର ଜାଗର ପର୍ବରେ ଭକ୍ତଙ୍କୁ ମିଳିବ ଅଧିକ ସୁବିଧା

ବ୍ରହ୍ମପୁର: ମଙ୍ଗଳବାର ମହାଶିବରାତ୍ରୀ, ପବିତ୍ର ଜାଗର ପର୍ବ। ଗତ ଦୁଇ ବର୍ଷ ହେବ କୋଭିଡ୍ ସଂକ୍ରମଣ ଭୟ ଓ ଆଶଙ୍କା ସାଙ୍ଗକୁ ଲକ୍‌ଡାଉନ୍- ସଟ୍‌ଡାଉନ୍ ଆଦି ଯାବତୀୟ କଟକଣା ହେତୁ ଜାଗର ପର୍ବ ନିରାଡ଼ମ୍ବର ଭାବେ ପାଳିତ ହୋଇ ଆସୁଥିଲା। କେବଳ ମନ୍ଦିର ଭିତରେ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା

ରୁଷ୍-ୟୁକ୍ରେନ ମଧ୍ୟରେ ଆଲୋଚନା ଆରମ୍ଭ

ୟୁକ୍ରେନ ଉପରେ ସୋମବାର ପଞ୍ଚମ ଦିନ ମଧ୍ୟ ରୁଷର ବୋମା ବର୍ଷଣ ଜାରି ରହିଛି। ଯୁଦ୍ଧ ଶେଷ କରିବାକୁ ଉଭୟ ଦେଶ ବେଲାରୁଷରେ ଆଲୋଚନା ଆରମ୍ଭ କରିଛନ୍ତି। କଥାବାର୍ତ୍ତା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେଂସ୍କି କହିଛନ୍ତି , “ଏହି କଥାବାର୍ତ୍ତା ସଫଳ ହେବ ବୋଲି ଆମେ ଆଶା କରୁନାହୁଁ,

ଋଷ-ୟୁକ୍ରେନ୍ ଯୁଦ୍ଧ: ୩୫୨ ୟୁକ୍ରେନ୍ ନାଗରିକଙ୍କ ମୃତ୍ୟୁ,୧୬୮୪ ଆହତ

ଋଷର ଏକଛତ୍ରବାଦୀ ଶାସକ ବ୍ଲାଦିମୀର ପୁଟିନ ୟୁକ୍ରେନ୍‌ ଦଖଲ କରିବା ଆଶାରେ ୟୁକ୍ରେନ୍ ଉପରେ ଦୁର୍ବାର ଆକ୍ରମଣ ଜାରି ରଖିଛନ୍ତି। ୟୁକ୍ରେନବାସୀଙ୍କ ବିକଳକାନ୍ଦ କ୍ଷମତାନ୍ଧ ପୁଟିନ କାନରେ ପଡ଼ୁ ନାହିଁ। ତଥାପି ହାରିଯାଇ ନାହିଁ ୟୁକ୍ରେନ୍। ମରିବ ପଛେ ଜନ୍ମମାଟି ଉପରେ କାହାର ଦଖଲ ହେବାକୁ

ୟୁକ୍ରେନ୍‌ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ୟୁକ୍ରେନ୍‌ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନରୁ ଫେରି ଆସି ନୂଆଦିଲ୍ଲୀରେ ଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଅନଲାଇନରେ ଆଲୋଚନା କରି ଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ସମସ୍ତେ ନିରାପଦରେ

ବିଜେଡିରେ ଯୋଗଦେଲେ ଅନୁଗୁଳ ମ୍ୟୁନିସିପାଲଟି ପୂର୍ବତନ ଅଧ୍ୟକ୍ଷ

ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ବିଜେଡିର ମିଶ୍ରଣ ପର୍ବ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଅନୁଗୁଳ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା