Odia News Portal

ଆଜି ଜଗାକୁ ଦେଖିବାକୁ ବଡ ଦାଣ୍ଡରେ ପ୍ରବଳ ଭିଡ

ଜଗନ୍ନାଥଙ୍କ ଦର୍ଶନ ଉପରେ ୧୦ ତାରିଖରୁ କଟକଣା ଲାଗିବା ପରେ ଆଜି ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗି ରହିଛି। ଶନିବାରରେ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏ ନେଇ ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଗହଳି

ରାଜ୍ୟରେ କମୁଛି ଶୀତର ଲହରୀ

ରାଜ୍ୟରେ ଧୀରେ ଧୀରେ କମୁଛି ଜାଡ । ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଅଧିକ ରହୁଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ସେଲସିୟମ ରେକର୍ଡ ହୋଇଛି। ରାତିର ତାପମାତ୍ରାରେ ଗତ ୨୪ ଘଣ୍ଟାରେ ବିଶେଷ ପରିବର୍ତ୍ତନ ଘଟିନାହିଁ। କିନ୍ତୁ ଉପକୂଳ ଓଡ଼ିଶାରେ ରାତିର

ରାଜ୍ୟରେ ସଂକ୍ରମଣ ୪ ହଜାର ଟପିଲେ

ଓଡିଶାରେ କରୋନାର ଆତଙ୍କ । ଗତ ୨୪ ଘଣ୍ଟାରେ ୩ ହଜାର ୬୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୧୨ଶହ ୨୩ ସଂକ୍ରମଣ । ସୁନ୍ଦରଗଡରୁ ୫୮୨ ପଜିଟିଭ୍ ଚିହ୍ନଟ । ସମ୍ବଲପୁରରୁ ୩୭୨ ଓ କଟକରୁ ୩୧୦ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୭୯ କରୋନା ପଜିଟିଭ୍ ଚିହ୍ନଟ

ବିବାଦରେ ଜାୱଦ ହବିବ୍

ବହୁ ଚର୍ଚ୍ଚିତ ହେୟାର ଷ୍ଟାଇଲିସ୍ ଜାୱେଦ ହବିବ୍ ଏବେ ବିବାଦରେ ଫଶିଛି । ଛେପ ପକାଇ ଚୁଟି କାଟିବା ଘଟଣାକୁ ନେଇ ଏବେ ବିବାଦ ଭିତରକୁ ଟାଣି ହୋଇଛନ୍ତି ଜାୱେଦ । ଉତ୍ତରପ୍ରଦେଶ ମୁଜାଫରନଗରରେ ଆୟୋଜିତ ଏକ ସେମିନାରରେ ମହିଳାଙ୍କ ଚୁଟିରେ ଛେପ ପକାଇ କାଟିଥିଲେ ଜାୱେଦ । ଏହାକୁ ନୂଆ ଟେକନିକ

ଏହି ୫ ଟି ଲକ୍ଷଣ ଦେଖାଇଲା ମାତ୍ରେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ

ଏବେ ଦେଶରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା କୋଭିଡର ସମସ୍ତ ଭାରିଆଣ୍ଟର ଲକ୍ଷଣ ଭିନ୍ନ ଭିନ୍ନ ରହିଛି । ଏନେଇ ୟୁଏସ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ପକ୍ଷରୁ ଏକ ଆନାଲିସିସ୍

ଆଲିଆଙ୍କ ଫଟୋ ଉଠାଉଛନ୍ତି ରଣବୀର

ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର କପୁର ନୂଆବର୍ଷ ପାଳନ କରିବା ନିମନ୍ତେ ଆଫ୍ରିକା ବୁଲିବାକୁ ଯାଇଥିଲେ । ଏହି ଅବସରରେ ଉଭୟ ରଣବୀର-ଆଲିଆ ବନ୍ୟଜନ୍ତୁ ସଫାରୀ ବୁଲି ଦେଖିଥିଲେ । ସେହି ସମୟରେ ଉଠିଥିବା କିଛି ଫଟୋ ନିଜ ଫ୍ୟାନ ମାନଙ୍କ ପାଇଁ ସୋସିଆଲ ମିଡିଆରେ ସେୟାର କରିଥିଲେ ଆଲିଆ । ଏହାସହିତ

ଜାନୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ

ଭୁବନେଶ୍ୱର:ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଆସନ୍ତା ୧୦ ତାରିଖରେ ବନ୍ଦ ଘୋଷଣା କରାଯାଇଛି । ଜାନୁୟାରୀ ୧୦ରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। କେବଳ ମେଡିକାଲ ଏବଂ ନର୍ସିଂ କଲେଜଗୁଡ଼ିକୁ ଏଥିରୁ ବାଦ ଦିଆଯାଇଛି। ଅନ୍ୟ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ

୧୦ରୁ ଗଙ୍ଗା ସାଗର ମେଳା ଆରମ୍ଭ

ଜାନୁଆରୀ ୧୦ ତାରିଖରୁ ଆରମ୍ଭ ହେଉଛି କୋଲକାତା ଗଙ୍ଗା ସାଗର ମେଳା। ସଂକ୍ରମଣ ବଢ଼ୁଥିବା ବେଳେ ମେଳା ହେଲେ ଭୟାବହ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏଣୁ ମେଳାକୁ ବନ୍ଦ କରିବାକୁ କୋଲକାତା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ତେବେ କୋଭିଡ୍ ଗାଇଡଲାଇନ୍କୁ

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା

କରୋନାରେ ପୀଡିତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ ପଜିଟିଭ୍ ହୋଇଥିବା ନେଇ ସୂଚନା ଦେଇଛନ୍ତି । କିନ୍ତୁ ତାଙ୍କଠାରେ କରୋନାର କୈାଣସି ଲକ୍ଷଣ ନଥିବା ସେ ଟୁଇଟ କରି ସୂଚନା ଦେଇଛନ୍ତି । କରୋନା ଚିହ୍ନଟ ହେବା ପରେ ଘରେ କ୍ୱାରେଣ୍ଟିନରେ ରହିଛନ୍ତି । ଗତ ୩ ଦିନ ହେବ ତାଙ୍କ ସଂସ୍ପର୍ଶରେ

ଆଜିଠୁ ଖୋଲିବ ମାର୍କେଟ ବିଲ୍ଡିଂ

୩ ଦିନ ପରେ ଖୋଲିବ ଭୁବନେଶ୍ୱର ମାକେର୍ଟ ବିଲ୍ଡିଂ । ବିଏମସି ଅତିରିକ୍ତ କମିଶନରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଉଠା ଦୋକାନୀ ଉଚ୍ଛେଦ ନେଇ ମିଳିଲା ଲିଖିତ ପ୍ରତିଶ୍ରୁତି । ଲିଖିତ ପ୍ରତିଶ୍ରୁତି ନେଇ ଆଜି ବିଏମସି ଅଫିସ ଘେରିଥିଲା ବ୍ୟବସାୟୀ ସଂଘ ।