Odia News Portal

ଏକ୍ସପ୍ରେସ ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ

ଉତ୍ତରପ୍ରଦେଶର ସାହାରନପୁରରୁ ଦିଲ୍ଲୀ ଯାଉଥିବା ଏକ ପାସେଞ୍ଜର ଟ୍ରେନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଟ୍ରେନର ଇଞ୍ଜିନ ଏବଂ ବଗି ପୋଡିଜଳି ପାଉଁଶ ହୋଇଯାଇଛି। ମେରୁଠର ଦୌରାଲା ଷ୍ଟେସନରେ ଘଟିଛି ଏହି ଅଗ୍ନିକାଣ୍ଡ । ଟ୍ରେନର ବ୍ରେକ୍ ଜାମ୍ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା…

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସ

ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୬ତମ ଜନ୍ମ ଜୟନ୍ତୀ । ସାରା ରାଜ୍ୟରେ ନିରାଡମ୍ବରରେ ପାଳନ ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୬ତମ ଜନ୍ମ ଜୟନ୍ତୀ । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀଙ୍କୁ ନିରାଡମ୍ବର ଭାବେ ପାଳନ କରାଯାଉଛି । ବିଜେଡି…

ହଂସପାଳ-ପୁରୀ ମୁଖ୍ୟ କେନାଲରୁ ଉଦ୍ଧାର ହେଲା ୧୨ ଫୁଟିଆ ଥଣ୍ଟିଆ କୁମ୍ଭୀର

ହଂସପାଳ-ପୁରୀ ମୁଖ୍ୟ କେନାଲରୁ ଧରା ହେଲା ଥଣ୍ଟିଆ କୁମ୍ଭୀର । କେନାଲରେ ଆତଙ୍କ କରୁଥିବା ଏକ ୧୨ ଫୁଟର ଥଣ୍ଟିଆ କୁମ୍ଭୀରକୁ ବନ ବିଭାଗ ଜାଲରେ ପକାଇ ଉଦ୍ଧାର କରିଛି । ଗତ ମାସରେ ନନ୍ଦନକାନନରୁ ତିନୋଟି ଥଣ୍ଟିଆ କୁମ୍ଭୀର ଦେହରେ ରେଡିଓ ଟ୍ରାନ୍ସମିଟର ଲଗାଇ ସାତକୋଷିଆରେ…

ଓଡିଶା ଫେରିଛନ୍ତି ଆଉ ୬୫ ଛାତ୍ରଛାତ୍ରୀ

ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି । ଖାରକିଭ୍ ଓ ପିସୋଚିନ୍ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ତିନି ଦିନ ଧରି ଅଟକି ରହି ଭୀଷଣ…

ପାକିସ୍ତାନରେ ବିସ୍ଫୋରଣ,୩୦ ମୃତ

ପାକିସ୍ତାନର ଏକ ମସଜିଦ୍‌ରେ ଆତଙ୍କବାଦୀଙ୍କ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ୩୦ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି । ୫୦ ଜଣ ଗୁରୁତ୍ତର ଆହତ ହୋଇଛନ୍ତି । ପେସୱାରର ଏକ ମସଜିଦରେ ନମାଜ ପାଠ ଚାଲିଥିବାବେଳେ ଏହି ବିସ୍ଫୋରଣ ଘଟିଛି ।ପେସୱାରର ପୋଲିସଙ୍କ କହିବାନୁସାରେ, ଦୁଇ ଜଣ…

ପୁଣି ରିମାଣ୍ଡରେ ଗଲା ନକଲି ଡାକ୍ତର ରମେଶ ସ୍ୱାଇଁ

ରସିକିଆ ନକଲି ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ ପୁଣି ଥରେ ୫ ଦିନିଆ ପୋଲିସ ରିମାଣ୍ଡରେ ଯାଇଛି । ଝାରପଡା ଜେଲରୁ ରମେଶକୁ ରିମାଣ୍ଡରେ ନେଇଛି ମହିଳା ଥାନା ପୋଲିସ । ରିମାଣ୍ଡ ପାଇଁ ଅନୁମତି ଦେଲେ ଏସଡିଜେଏମ କୋର୍ଟ । ତେବେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିବାବେଳେ ୫ ଦିନ ପାଇଁ ରିମାଣ୍ଡ…

ଚିଲିକାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ବଣ ବିରାଡ଼ି ଗଣତି

ଚିଲିକା ଓ ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିବା ବଣୁଆ ମାଛରଙ୍କା ବିରାଡ଼ିଙ୍କ ସଂଖ୍ୟା ଗଣତି ଚାଲିଛି । ପ୍ରଥମ ପର୍ଯ୍ୟାୟ ଗଣତିରେ ୧୧୯ ବଣ ବିରାଡ଼ି ଦେଖିବାକୁ ମିଳିଥିଲେ । ଚଳିତ ମାସ ଦ୍ୱିତୀୟ ସପ୍ତାହ ଠାରୁ ଦ୍ୱିତୀୟ ପର୍ଯ୍ୟାୟ ଗଣତି ଆରମ୍ଭ ହେବ । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ…

ଘୋଷଣା ହୋଇପାରେ ବିଜେଡିର ମେୟର ପ୍ରାର୍ଥୀ ତାଲିକା

ଆସନ୍ତା ପୌର ନିର୍ବାଚନ ପାଇଁ ଖୁବଶୀଘ୍ର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିବାକୁ ଯାଉଛି ବିଜେଡ଼ି । ଭୁବନେଶ୍ୱର, ବ୍ରହ୍ମପୁର ଓ କଟକ ମହାନଗର ନିଗମ ଲାଗି ମେୟର ପ୍ରାର୍ଥୀ ଘୋଷଣା କରିବ ଦଳ । ସଭାପତି ନବୀନ ପଟ୍ଟନାୟକଙ୍କ ମୋହର ପରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ । ଏ ନେଇ ସୂଚନା…

ଋୁଷ କବଳରେ ନ୍ୟୁକ୍ଲିୟର ପାୱାର ପ୍ଲାଂଟ

ୟୁକ୍ରେନରେ ଋଷର ଆକ୍ରମଣ ଜୋରଦାର ହୋଇଛି । ଯୁଦ୍ଧ ଆଜି ନବମ ଦିନରେ ପଂହଚିଥିବାବେଳେ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏହାରି ମଧ୍ୟରେ ୟୁକ୍ରେନର ଜେବୋରିଜିଆ ପ୍ରାନ୍ତର ଏନରହୋଦର ସହରରେ ବଡ ଆକ୍ରମଣ କରିଛି ଋଷ । ୟୁକ୍ରେନର ଅଧିକାରୀ ଦାବି କରିଛନ୍ତି. ଋଷ ଏଠାରେ ଥିବା ୟୁରୋପର…

ବିହାରର ଭାଗଲପୁରରେ ଏକାଧିକ ବିସ୍ଫୋରଣ, ୪ ମୃତ, ୧୨ ଆହତ

ଗୁରୁବାର ରାତିରେ ବିହାରର ଭାଗଲପୁରରେ ଏକାଧିକ ବିସ୍ଫୋରଣ ଘଟିଛି ​​। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର ସହର ଥରି ଉଠିଥିଲା। ଏହି ଭାଗଲପୁର ବିସ୍ଫୋରଣ ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଭାଗଲପୁର ରେଞ୍ଜର ଡିଜି ସୁଜିତ କୁମାର କହିଛନ୍ତି…