ଖୋଲିବ ଷ୍ଟ୍ରଙ୍ଗରୁମ୍, ଗଣାହେବ ବାଲାଟ
କିଏ ମାରିବ ପଞ୍ଚାୟତ ବାଜି? କିଏ ଜିତିଛି ଜନତାଙ୍କ ଦିଲ୍ । କାହାକୁ ୫ ବର୍ଷ ପାଇଁ ସାଥି କରିଛନ୍ତି ଭୋଟର । ଆଉ କିଛି ସମୟ ପରେ ଖୋଲିବ ଷ୍ଟ୍ରଙ୍ଗରୁମ୍ ଗଣାହେବ ବାଲାଟ । ୮ ଟାରୁ ଆରମ୍ଭ ହେବ ପଞ୍ଚାୟତ ଭୋଟ୍ ଗଣତି । ଆଜିଠୁ ୩ ଦିନ ଧରି ଭୋଟ ଗଣତି କରାଯିବ । ଆଜି ୩୧୪ ବ୍ଲକରେ ୩୧୫ ଜିଲ୍ଲା!-->…
