Odia News Portal

ଅମିତ ଶାହାଙ୍କ ସହ କଥା ହେଲେ ନବୀନ

ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନରେ ଫସିଥିବା ଓଡିଆ ଛାତ୍ରଛାତୀଙ୍କ ସୁରକ୍ଷା ସମ୍ପର୍କରେ କଥାହେଲେ । ଫସିଥିବା ଓଡିଆ ପିଲାଙ୍କ ସୁରକ୍ଷିତ ଉଦ୍ଧାର ନେଇ ନିବେଦନ କଲେ । ଫସିଥିବା ଓଡିଆ ଛାତ୍ରଛାତ୍ରୀ, ଶ୍ରମିକଙ୍କୁ ଉଦ୍ଧାର ପାଇଁ ନିବେଦନ…

ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ୍

ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ । ଅଧିକ ଆର୍ଥିକ ପ୍ରତିବନ୍ଧକ ଘୋଷଣା କଲେ ବାଇଡେନ । ୟୁକ୍ରେନ ଯୁଦ୍ଧ ପାଇଁ ଋଷକୁ ବହୁ ମୂଲ୍ୟ ଦେବାକୁ ପଡିବ । ଋଷ ବ୍ୟାଙ୍କ ମାନଙ୍କ ପୁଞ୍ଜି ବାଜ୍ୟାପ୍ତି ହେବ । ଏସବୁ ପଦକ୍ଷେପ G-7 ଓ ଅନ୍ୟ ସହଯୋଗୀ ରାଷ୍ଟ୍ର ନେବେ । ପୁଟିନ ଯୁଦ୍ଧ ଆରମ୍ଭ କଲେ, ସେ…

ଆସନ୍ତାକାଲିଠାରୁ ରାଜ୍ୟରେ ଭୋଟ ଗଣତି

ଆସନ୍ତାକାଲିଠୁ ପଞ୍ଚାୟତ ନିର୍ବାଚନ କାଉଣ୍ଟିଂ । ଆସିବ ପ୍ରାର୍ଥୀଙ୍କ ନିର୍ବାଚନ ଭାଗ୍ୟ ଫଳ । ରାଜ୍ୟର ୩୧୪ ବ୍ଲକରେ ଜିଲ୍ଲା ପରିଷଦ ଜୋନଓ୍ୱାରୀ ଗଣତି ଏବଂ ଫଳାଫଳ ବାହାରିବ । ପ୍ରଥମ ଦିନରେ ସକାଳ ୮ଟାରୁ ୩୦ ଜିଲ୍ଲାର ୩୧୫ ଜୋନରେ ଗଣତି ଆରମ୍ଭ ହେବ । ଦ୍ବିତୀୟ ଦିନରେ ୩୦୭ ଜୋନ୍ ଏବଂ ଶେଷ…

ଗୋଲାପ ଫୁଲ ବଦଳାଇ ଦେବ ଆପଣଙ୍କ ଭାଗ୍ୟ

ଗୋଲାପ ଫୁଲକୁ ସମସ୍ତେ ଭଲ ପାଆନ୍ତି। ଲୋକମାନେ ନିଜ ଘରକୁ ଗୋଲାପ ଫୁଲରେ ସଜାଇବାକୁ ପସନ୍ଦ କରନ୍ତି। ଏହା ଘରର ସୌନ୍ଦର୍ୟ୍ୟକୁ ଆହୁରି ବଢାଇଥାଏ । ବାସ୍ତୁ ଅନୁଯାୟୀ, ଗୋଲାପ ସହିତ ଜଡିତ କିଛି ପଦକ୍ଷେପ ଗ୍ରହଣ କରିବା ଦ୍ୱାରା ଘରେ ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା ଏହା…

କାହିଁକି ୟୁକ୍ରେନ ଉପରେ ଆକ୍ରମଣ କରୁଛି ଋଷିଆ

ନାଟୋ ଓ ୟୁରୋପୀୟ ୟୁନିଅନରେ ୟୁକ୍ରେନର ସାମିଲ ହେବା ଉଦ୍ୟମକୁ ଦୀର୍ଘବର୍ଷ ଧରି ବିରୋଧ କରି ଆସୁଛି ଋଷିଆ । ଋଷିଆର ଯୁକ୍ତି ହେଉଛି, ଏହାଦ୍ବାରା ୟୁକ୍ରେନ ୟୁରୋପୀୟ ରାଷ୍ଟ୍ରଗୁଡିକ ହାତରେ ଏକ ଖେଳଣା ହୋଇଯିବ । ନାଟୋ ହେଉଛି 30 ଟି ରାଷ୍ଟ୍ରଙ୍କ ଏକ ସଂଗଠନ, ଯେଉଁଥିରେ ପରପ୍ସର ସାମରିକ ସହାୟତା…

ସରିଲା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ

ରାଜ୍ୟରେ ଶେଷ ହୋଇଛି ଅନ୍ତିମ ତଥା ପଞ୍ଚମ ପର୍ୟ୍ୟାୟ ମତଦାନ । ୨୫ ଜିଲ୍ଲାର ୪୮ ବ୍ଲକରେ ମତଦାନ ଶେଷ ହୋଇଛି । ଅନ୍ତିମ ପର୍ୟ୍ୟାୟରେ ନିର୍ବାଚନରେ ୧୩୧ ଜିଲ୍ଲା ପରିଷଦ ଆସନ ପାଇଁ ନେତା ବାଛିଛନ୍ତି ଜନତା । ଦିନ ସାଢେ ୧୨ଟା ସୁଦ୍ଧା ୫୫ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ କମିଶନ…

ମୋଦୀଙ୍କ ସହାୟତା ଲୋଡିଲା ୟୁକ୍ରେନ

ଭାରତର ସହାୟତା ଲୋଡିଲା ୟୁକ୍ରେନ୍ । ରୁଷର ଆକ୍ରମଣ ଭିତରେ ଭାରତର ସହାୟତା ଲୋଡିଲା ୟୁକ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତକ୍ଷେପରେ ଅପିଲ କରିଛି ୟୁକ୍ରେନ୍ । ଋଷ ରାଷ୍ଟ୍ରପତିଙ୍କ ସହିତ ଭାରତର ଯେହେତୁ ଭଲ ସମ୍ପର୍କ ରହିଛି ସେଥିପାଇଁ ସହାୟତା ଲୋଡିଛି ୟୁକ୍ରେନ ।…

ୟୁକ୍ରେନରେ ଫସିଛନ୍ତି ଓଡ଼ିଆ ଉଦ୍ଧାର ପାଇଁ ନିବେଦନ କଲେ ପରିବାର

ୟୁକ୍ରେନ ବିରୋଧରେ ଆଜି ଯୁଦ୍ଧ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ପୁଟିନ୍ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଛି ଋଷ । ୟୁକ୍ରେନର ରାଜଧାନୀ କିଭ୍ ସହ ୧୦ଟି ସହରରେ ଜୋରଦାର ଆକ୍ରମଣ କରିଛି । ତେବେ ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ…

ନକଲି ଡାକ୍ତରଙ୍କ ବିରୋଧରେ ଆଉ ଏକ ଅଭିଯୋଗ

ନକଲି ରସିକିଆ ଡାକ୍ତରଙ୍କ ବିରୋଧରେ ଆଉ ଏକ ଅଭିଯୋଗ । ମହିଳା ଥାନାରେ ଗୌହାଟୀର ଜଣେ ମହିଳା ଡାକ୍ତରଙ୍କ ଅଭିଯୋଗ । ଜାଲ ପରିଚୟ ଦେଇ ବିବାହ କରିଥିବା ଅଭିଯୋଗ କରିଛନ୍ତି ମହିଳା । ୨୧ ଲକ୍ଷ ସହ ନଣନ୍ଦ ପୁଟୁଳିରେ ସୁନା ଗହଣା ଦେଇଥିବା ଅଭିଯୋଗ ହୋଇଛି । ବାହାଘରରେ ନକଲି ଡାକ୍ତରଙ୍କ ଭଉଣୀ…