ୟୁକ୍ରେନରେ ଫସିଛନ୍ତି ୨୦ ହଜାର ଭାରତୀୟ
ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କଲା ଋୁଷିଆ । ୟୁକ୍ରେନ ସୈନବାହିନୀଙ୍କୁ ଆତ୍ମସମର୍ପଣ ପାଇଁ ପୁଟିନଙ୍କ ଆହ୍ୱାନ । ଆକ୍ରମଣ ବନ୍ଦ ପାଇଁ ପୁଟିନଙ୍କୁ ମିଳିତ ଜାତିସଂଘ ମୁଖ୍ୟଙ୍କ ପରାମର୍ଶ ।
ୟୁକ୍ରେନର କିଭ୍ ଓ ଖାରକିଭରେ ଋଷିଆର ମିଜାଇଲ ଆକ୍ରମଣ । ୟୁକ୍ରେନର ଅନ୍ୟାନ୍ୟ କେତେକ ଅଞ୍ଚଳରେ ମଧ୍ୟ!-->…
