Odia News Portal

ନୱାବ ମଲ୍ଲିକ ଗିରଫ

ମୁମ୍ବାଇ ଅଣ୍ଡରୱର୍ଲ୍ଡ ଲିଙ୍କରେ ମହାରାଷ୍ଟ୍ର ମନ୍ତ୍ରୀ ଗିରଫ । ଅଣ୍ଡରୱର୍ଲ୍ଡ ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ଇଡି ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକଙ୍କୁ ଗିରଫ କରିଛି । ଏନସିପି ନେତା ନବାବ ମଲିକଙ୍କୁ ବୁଧବାର ସକାଳେ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜେରା ପରେ…

ଯୁଦ୍ଧ ହେଲେ ଭାରତ ଉପରେ କଣ ପ୍ରଭାବ ପଡିବ

ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ବଢି ଚାଲିଥିବାରୁ ଏହାର ପ୍ରଭାବ ନେଇ ବିଶ୍ବବ୍ୟାପୀ ଚିନ୍ତା ବଢିଛି । ତେବେ ଯଦି ଯୁଦ୍ଧ ହୁଏ, ଭାରତୀୟ ବଜାରରେ ଏହାର କି ପ୍ରଭାବ ପଡିବ, ସେ ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ବିଶେଷକରି ତୈଳ କ୍ଷେତ୍ରକୁ ଏହା ପ୍ରଭାବିତ କରିବାର ସମ୍ଭାବନା…

ଆସନ୍ତାକାଲି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ

ଆସନ୍ତାକାଲି ରାଜ୍ୟରେ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନ୍‌ରେ ହେବ ନିର୍ବାଚନ। ୯୭୫ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଭୋଟ ଦେବେ ଭୋଟର। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ୨୫ ଜିଲ୍ଲାରେ ୧୩ହଜାର ୫୧୪ ବୁଥ୍‌ ପ୍ରସ୍ତୁତ କରାଯାଇଛି। ମୋଟ…

ଆଜି ସରୁଛି ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ରିମାଣ୍ଡ

ଆଜି ସରୁଛି ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁର ରିମାଣ୍ଡ । ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଲମ୍ବି ଚାଲିଛି ଠକେଇ ତାଲିକା। ୫ ଦିନିଆ ରିମାଣ୍ଡ ବେଳେ ସାମ୍ନାକୁ ଆସିଛି ନୂଆ ନୂଆ ତଥ୍ୟ । ଆଠଗଡ଼ ଖୁଣ୍ଟୁଣି ଅଞ୍ଚଳରେ ରହିଛି ରମେଶର ଆଉ ଏକ ଫାର୍ମ ହାଉସ୍‌। ସେହି ଫାର୍ମ ହାଉସ୍‌କୁ ରମେଶ…

ରୁଷିଆ ସେନା ୟୁକ୍ରେନ ସୀମାର ନିକଟତର

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଆଶଙ୍କା ବଢୁଛି । ୟୁକ୍ରେନ ସୀମାଠାରୁ ମାତ୍ର ୨୦ କିମି ଦୂରରେ ରୁଷିଆ ସେନା । ଏକ ସାଟେଲାଇଟ ଦ୍ୱାରା ସଂଗୃହିତ ଇମେଜରୁ ସ୍ପଷ୍ଟ ହୋଇଛି । ରୁଷିଆର ପଶ୍ଚିମ ଓ ଦକ୍ଷିଣ ବେଲାଋଷ ପଟୁ ସେନା ୟୁକ୍ରେନର ନିକଟତର । ଦେଶ ବାହାରେ ସେନାବାହିନୀ ମୁତୟନ ପାଇଁ ରୁଷିଆ…

ଆଜି ୪୫ଟି ବୁଥରେ ଚାଲିଛି ମତଦାନ

ଆଜି ରାଜ୍ୟରେ ବିଭିନ୍ନ ବୁଥରେ ହେଉଛି ସାନି ମତଦାନ । ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଯୋଗୁଁ ପ୍ରଥମ ଓ ଦ୍ୱିତୀୟ ପର୍ୟ୍ୟାୟରେ ସ୍ଥଗିତ ୪୫ଟି ବୁଥରେ ଆଜି ହେଉଛି ସାନି ମତଦାନ । ଯାଜପୁର, ଢ଼େଙ୍କାନାଳ, ପୁରୀ, ଭଦ୍ରକ, ବୌଦ୍ଧ, ବଲାଙ୍ଗିର, ଜଗତସିଂହପୁର, କେନ୍ଦୁଝର, ମୟୁରଭଞ୍ଜର ୪୫ଟି ବୁଥରେ…

ଖୁବଶୀଘ୍ର ପୌର ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଯେକୌଣସି ମୁହୂର୍ତ୍ତରେ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ସମସ୍ତ ପ୍ରସ୍ତୁତି ଶେଷ ପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ବିଜ୍ଞପ୍ତି ମାଧ୍ୟମରେ ପୌର ନିର୍ବାଚନ ଆହ୍ୱାନ କରିଛି ନଗର ଉନ୍ନୟନ ବିଭାଗ । ଏନେଇ…

ପରିବେଶ ପ୍ରଦୂଷଣ ସମସ୍ୟାକୁ ଗୁରୁତ୍ୱ ଦେବା ଆବଶ୍ୟକ : ଶ୍ୱାସରୋଗ ବିଶେଷଜ୍ଞ

ଭୁବନେଶ୍ୱର: ଜଳବାୟୁ ପରିବର୍ତନ ଏବଂ ପରିବେଶ ପ୍ରଦୂଷଣ ଭଳି ପ୍ରସଙ୍ଗକୁ ଗୁରୁତ୍ୱ ଦେବା ଉଚିତ୍ । କାରଣ ଶ୍ୱାସକ୍ରିୟା ସମ୍ବନ୍ଧୀୟ ବିଭିନ୍ନ ରୋଗ ନିମନ୍ତେ ଏହି ସମସ୍ୟା ହିଁ ଦାୟୀ ବୋଲି ବୁଧବାର କହିଛନ୍ତି ବିଶିଷ୍ଟ ଡାକ୍ତର ପ୍ରଫେସର ଦିଲ୍ଲୀପ ମହାପାତ୍ର । ଶ୍ୱାସରୋଗ ତଥା…

ଆସନ୍ତା କାଲି ଠାରୁ ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର:ବୁଧବାର ଅପରାହ୍ଣରୁ ଉପକୂଳ ଓଡ଼ିଶାର କେତେକ ଜିଲ୍ଲା ଏବଂ ଏହାର ସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଝଡ଼ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଉଭୟ ବଙ୍ଗୋପସାଗର ଏବଂ ଆରବସାଗର ରୁ ଓଡ଼ିଶା…

ବିରଳ ଓ ଜଟିଳ ଅସ୍ତ୍ରୋପଚାର କରି ଆଉ ଏକ ସଫଳତା ସାଉଁଟିଲେ ସମ୍ ନ୍ୟୁରୋସର୍ଜନ

ଭୁବନେଶ୍ୱର: ବିରଳ ଓ ଜଟିଳ ଜ୍ୟାଂଟ ଆନ୍ୟୁରିଜିମ୍ ସମସ୍ୟାରେ ପୀଡ଼ିତ ଥିବା ୧୮ ବର୍ଷ ଯୁବକଙ୍କର ଅସ୍ତ୍ରୋପଚାର କରି ଆଉ ଏକ ସଫଳତା ହାସଲ କରିଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସ୍ ଆଣ୍ଡ ସମ ହସ୍ପିଟାଲର ନ୍ୟୁରୋସର୍ଜନ୍ । ବିଶ୍ୱରେ ବର୍ତମାନ ପର୍ଯ୍ୟନ୍ତ ଏହି ସମସ୍ୟାରେ ପୀଡ଼ିତ…