ବିଡିଓଙ୍କୁ ଚାପରେ ରଖି ବିଜେପି ନେତାଙ୍କ ପାଇଁ ପିସି ସଂଗ୍ରହ ଲକ୍ଷ୍ୟ: ବିଜେଡି
ବିଡିଓମାନଙ୍କ ଆର୍ଥିକ କ୍ଷମତାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଗତକାଲି ଏହାକୁ କ୍ୟାବିନେଟ୍ ମଞ୍ଜୁରି ମିଳିଥିଲା ବେଳେ ବିଜେଡି ଏହାକୁ କଡ଼ା ସମାଲୋଚନା କରିଛି। ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଅରୁଣ ସାହୁ ଓ ଉପସଭାପତି ପ୍ରତାପ ଜେନା କହିଲେ, ଏହି ନିଷ୍ପତ୍ତି…
