Odia News Portal

ଗଦାଧର ଗିରିଙ୍କ ୩୫ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ଆନ୍ଦୋଳନର ମୁଖ୍ୟ ପୁରୁଧା ସ୍ଵର୍ଗତ ଗଦାଧର ଗିରିଙ୍କ ୩୫ ତମ ଶ୍ରାଦ୍ଧ ବାର୍ଷିକ । ବୁଧବାର ବାଲିଆପାଳ ବ୍ଲକ ଅନ୍ତର୍ଗତ କାଳିପଦା ବଜାର କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହେଇଛି । ସ୍ଵର୍ଗତ ଗିରିଙ୍କ ମାଲ୍ୟାର୍ପଣ କରିଥିଲେ କାଳିପଦା ବଜାର କମିଟି ର ସଭାପତି…

ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସଂପର୍କରେ ଆଲୋଚନା କରିବେ ପ୍ରଧାନ ମନ୍ତ୍ରୀ

ସାରା ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୨ ଲକ୍ଷ ପାର କରିଛି କରୋନା ସଂକ୍ରମଣ । ସାରା ଦେଶରେ ଏବେ କୋଭିଡ଼ ସ୍ଥିତି ଆତଙ୍କ ସୃଷ୍ଟି କଲାଣି । ସାରା ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଦେଶରେ…

ହତ୍ୟା ନୁହେଁ ଆତ୍ମହତ୍ୟା କରିଛି ସୁରେଖା

ଏକତରଫା ପ୍ରେମ ପାଇଁ ଅତ୍ମହତ୍ୟା କରିଛନ୍ତି ସୁରେଖା । ବିଶ୍ୱଜିତ୍ ଜେନାକୁ ଏକତରଫା ପ୍ରେମ କରୁଥିଲେ ସୁରେଖା। ଯାହାକୁ ନେଇ ସେଦିନ ରାତିରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ସମସ୍ତେ ଖାଇସାରି ଶୋଇବା ପରେ ୩ ଜଣଙ୍କୁ ବାହାର ପଟୁ କବାଟ ଦେଇ ବିଶ୍ୱଜିତଙ୍କ ଘରେ ରଶି ଲଗାଇ ଆତ୍ମହତ୍ୟା…

ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମି ବନ୍ଦ

ଆଜି ଠାରୁ ବନ୍ଦ ହେଲା ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମି । ସମୁଦ୍ର କୂଳ ଯିବାକୁ ପର୍ୟ୍ୟଟକଙ୍କୁ ବାରଣ କରିଛି ଜିଲ୍ଲା ପ୍ରଶାସନ। ଆଗକୁ ଆସୁଥିବା ଉତ୍ସବରେ ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଆଜିଠୁ ୧୭ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକ ମାନଙ୍କ ପାଇଁ ବେଳାଭୂମିକୁ ବନ୍ଦ ରଖାଯାଇଛି। ଗଞ୍ଜାମ…

ଓଡିଶାରେ ୧୦ ହଜାର ଟପିଲା କରୋନା ସଂକ୍ରମଣ

ଓଡିଶାରେ ୧୦ ହଜାର ଟପିଲା ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୦ ହଜାର ୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ମୋଟ ପଜିଟିଭ୍ ରେଟ୍ ରହିଛି ୧୨.୪୦ ପ୍ରତିଶତ । ୫ଶହ ଉପରେ ରହିଛି ୪ଟି ଜିଲ୍ଲା । ଖୋର୍ଦ୍ଧାରୁ ସର୍ବାଧିକ ୩ହଜାର ୧୮୮ ଆକ୍ରାନ୍ତ ହୋଇଛନ୍ତି । ସୁନ୍ଦରଗଡ଼ରୁ ୧୩୪୮,…

ଜାନୁଆରୀ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ ଟିକା ସାରିବାକୁ ଲକ୍ଷ

ଚଳିତ ମାସ ଶେଷ ସୁଦ୍ଧା ଓଡିଶାରେ ଦ୍ୱିତୀୟ ଡୋଜ୍ ଟିକାକରଣ ସାରିବାକୁ ଲକ୍ଷ୍ୟ ରହିଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ୯୬ ହଜାର ୬୮୪ ଜଣଙ୍କୁ ଏ ଯାଏଁ ପ୍ରିକସନ ଡୋଜ୍ ଦିଆଯାଇଛି । ଗତକାଲି ୪୬ ହଜାର ୧୦୯ ଜଣଙ୍କୁ…

ଅର୍ଜୁନ ମଲାଇକା ବ୍ରେକଅପ କୁ ନେଇ ଚର୍ଚ୍ଚା ଯୋର ଧରିଛି

ବଲିଉଡ୍ ର ଅର୍ଜୁନ ମଲାଇକା ବ୍ରେକ୍ଅପ୍ ହୋଇଛି ବୋଲି ଖୁବ୍ ଚର୍ଚ୍ଚା ଚାଲିଛି । ବୟସରେ ବହୁତ ତଫାତ ଥିଲେ ମଧ୍ୟ ଦୁହେଁ ଏମିତି ପ୍ରେମ ବନ୍ଧନରେ ବାନ୍ଧି ହେଲେ ଯେ ଯେମିତି ଜନ୍ମ ଜନ୍ମାନ୍ତର ସାଥୀ । କାହାକୁ ଖାତିର କରି ନଥିଲେ କି ସେମାନଙ୍କ ସମ୍ପର୍କ ଯୋଗୁଁ କ୍ୟାରିୟର ମଧ୍ୟ ପ୍ରଭାବିତ ହୋଇ…

ଯୋଗୀ ଆଦିତ୍ୟନାଥ କ୍ୟାବିନେଟରୁ ଆଉ ଜଣେ ମନ୍ତ୍ରୀଙ୍କ ଇସ୍ତଫା

ଯୋଗୀ ଆଦିତ୍ୟନାଥ କ୍ୟାବିନେଟରୁ ଆଉ ଜଣେ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦାରା ସିଂ ଚୌହାନ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ସେ ଲେଖିଛନ୍ତି ଯେ ରାଜ୍ୟରେ ଦଳିତ, କୃଷକ ଏବଂ ବେକାରଙ୍କ ପ୍ରତି ଅବହେଳା ଯୋଗୁଁ…

ରାଜ୍ୟରେ ଆଉ ୬୭ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆତଙ୍କ ବଢାଉଛି ଓମିକ୍ରନ । ରାଜ୍ୟରେ ବଢୁଛି ଓମିକ୍ରନ୍ କେସ୍ । ଆଉ ୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କେହି ବିଦେଶ ଫେରନ୍ତା ନାହାନ୍ତି । ଜିନ୍ମ ସିକ୍ୱେଏନ୍ସିଂ ପରେ ଓମିକ୍ରନ ଚିହ୍ନଟ ନେଇ ଆଇଏଲଏସ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଛି।…

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ ଙ୍କୁ କରୋନା

ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଦ୍ରୁତ ଗତିରେ ବଢି ବଢି ଯାଉଛି । କରୋନାର ତୃତୀୟ ଲହରରେ ରାଜନେତାଙ୍କ ସହ ବହୁ ସେଲିବ୍ରେଟି କରୋନା ରେ ସଂକ୍ରମିତ ହୋଇଛନ୍ତି । କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ମଙ୍ଗଳବାର…