Odia News Portal

ଦରକାର ନଥିଲେ ମେଡିକାଲ କୁ ଆସନ୍ତୁ ନାହିଁ

ରାଜ୍ୟର ସବୁ ହସ୍ପିଟାଲ, ମେଡିକାଲ କଲେଜ ପାଇଁ ନୂଆ ଗାଇଡଲାଇନ ଆସିଛି । ହସ୍ପିଟାଲରେ ସବୁବେଳେ ଗହଳି ଚହଳି ଲାଗି ରହିଥାଏ । ତେଣୁ ସେଠାରେ ସଂକ୍ରମଣର ଆଶଙ୍କା ଅଧିକ ରହିଛି । ତେଣୁ ଅତି ଦରକାର ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ…

ଢିଙ୍କିଆରେ ପୋଲିସ ଗ୍ରମବାସୀ ମୁହାଁମୁହିଁ

ଜଗତସିଂହୁପର ଜିଲ୍ଲା ଏରସମା ବ୍ଲକର ଢିଙ୍କିଆରେ ପୋଲିସ ଏବଂ ଗାଁଲୋକେ ପୁଣି ମୁହାଁମୁହିଁ ହୋଇଛନ୍ତି । ଗ୍ରାମବାସୀଙ୍କୁ ପୋଲିସ ଲାଠିମାଡ କରିଛି । ପାନ ବରଜକୁ ଯିବାବେଳେ ଗାଁ ମୁଣ୍ଡରେ ଲୋକଙ୍କୁ ପୋଲିସ ଅଟକାଇବାରୁ ଉତ୍ତେଜନା ଦେଖାଦେଇଛି । ଏହାକୁ ନେଇ ପୋଲିସ ଓ ଗାଁଲୋକେ ଆଜି ମୁହାଁମହିଁ…

ଜାନୁୟାରୀ ୩୧ରୁ ସଂସଦରେ ବଜେଟ ଅଧିବେଶନ

ସଂସଦରେ ବଜେଟ ଅଧିବେଶନ ଜାନୁଆରି ୩୧ରୁ ଆରମ୍ଭ ହେବ । ଏପ୍ରିଲ ୮ ତାରିଖ ପର୍ୟ୍ୟନ୍ତ ଚାଲିବ ବଜେଟ ଅଧିବେଶନ । ଦୁଇଟି ପର୍ୟ୍ୟାରେ ଚାଲିବ ସଂସଦର ବଜେଟ ଅଧିବେଶନ । ଜାନୁଆରି ୩୧ରୁ ଫେବ୍ରୁଆରୀ ୧୧ ପର୍ୟ୍ୟନ୍ତ ଚାଲିବ ପ୍ରଥମ ପର୍ୟ୍ୟାୟ ଅଧିବେଶନ । ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ତାରିଖ ପର୍ୟ୍ୟନ୍ତ…

ପବିତ୍ର ମକର ସଂକ୍ରାନ୍ତିରେ ସାରା ଓଡିଶା ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା

ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖ ଓ ସମୃଦ୍ଧ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ

ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୬୪ ହଜାରରୁ ଅଧିକ ପଜିଟିଭ ଚିହ୍ନଟ

ସାରା ଦେଶରେ କରୋନା ଆତଙ୍କ ଖେଳାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୪ ହଜାର ୨୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ଭାରତରେ ଦୈନିକ ପଜିଟିଭିଟି ରେଟ୍ ୧୪.୭୮ ପ୍ରତିଶତ ରହିଛି । ଯଦି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଦେଶରେ ୫ ହଜାର ୭୫୩ ଓମିକ୍ରନ…

ଭିତରକନିକାରେ ସରିଲା ପକ୍ଷୀ ଗଣନା

ପୂର୍ବ ଅପେକ୍ଷା ଭିତରକନିକାରେ ବଢ଼ିଛି ପକ୍ଷୀ ସଂଖ୍ୟା। ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଚଳିତବର୍ଷର ବିଦେଶାଗତ ପକ୍ଷୀ ଗଣନା ସରିଛି । ମୋଟ ୧ଲକ୍ଷ ୩୮ ହଜାର ୧୦୭ଟି ପକ୍ଷୀ ଗଣନା କରାଯାଇଛି । ଗତବର୍ଷ ୧୨୧ ପ୍ରଜାତିର ୧ ଲକ୍ଷ ୩୬ ହଜାର ୯୨ଟି ପକ୍ଷୀ ଆସିଥିଲେ । ପୂର୍ବ ବର୍ଷ…

ବନ୍ଦ ରହିଲା ଏମବିବିଏସ୍ ପରୀକ୍ଷା

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲଗାତର ଦୁଇ ଦିନ ଧରି ଓଡିଶାରେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି । ୨୪ ଘଣ୍ଟାରେ ଓଡିଶାରେ ୧୦ ହଜାର ୨୭୩ କରୋନା ଆକ୍ରାନ୍ତ ସଂଖ୍ୟା ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବୁର୍ଲା ଭିମସାର…

ବିକାନେର ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୯ କୁ ବୃଦ୍ଧି

ବିକାନେର-ଗୁଆହାଟି ଏକ୍ସପ୍ରେସ ଦୁର୍ଘଟଣାରେ ଘଟଣାରେ ଆଜି ସରିଲା ଉଦ୍ଧାର କାର୍ୟ୍ୟ । ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି । ଏଥିସହ ୩୬ ଆହତଙ୍କୁ ବିଭିନ୍ନ ମେଡିକାଲରେ ଭର୍ତ୍ତି କରାଯାଇଛି । ଟ୍ରେନରେ ଥିବା ବାକି ଯାତ୍ରୀଙ୍କୁ ସ୍ୱତନ୍ତ୍ର ଟ୍ରେନରେ ଗୁଆହାଟି ସ୍ଥାନାନ୍ତର…

ଆଜି ଓଡିଶାରେ ପ୍ରବଳ ବର୍ଷା

୧୫ ପର୍ୟ୍ୟନ୍ତ ଓଡିଶାରେ ଜାରି ରହିବ ବର୍ଷା । ନିମ୍ନ ଚାପ ରେଖା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୁଆପଥର ମାଡ଼ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୫ତାରିଖ ସକାଳ ପର୍ୟ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଏଥିପାଇଁ ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା…

ଆଜି ଶ୍ରୀମନ୍ଦୀରରେ ପାଳିତ ହୋଇଛି ମକର ସଂକ୍ରନ୍ତି

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ମକର ନୀତି । ଆଜି ସକାଳୁ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କ ଆଳତି ଓ ଅବକାଶ ନୀତି ବଢିବ ପରେ ଶ୍ରୀଜିଉମାନଙ୍କ ପଟା ପହରଣ ଲାଗି କରାଯିବା ସହ ତ୍ରିମୁଣ୍ଡିରେ ମକରଚୂଳ ଲାଗି କରିବାର ପରମ୍ପରା…