Odia News Portal

ମନୀଷ ମୃତ୍ୟୁ ମାମଲା: କନଷ୍ଟେବଳ ନିଲମ୍ବିତ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବିତ କରିଛନ୍ତି କମିଶନରେଟ ପୋଲିସ। ପ୍ରସନ୍ନ ଭୁବନେଶ୍ୱର ହାବିଲଦାର ଓ କନଷ୍ଟେବଳ ସଂଘର ସମ୍ପାଦକ ଥିବା ସୂଚନା ରହିଛି।

ଟ୍ୱିଟରରେ ପ୍ରୋଫାଇଲ ପିକଚର ବଦଳାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଟ୍ୱିଟରରେ ନିଜର ପ୍ରୋଫାଇଲ ପିକଚର ବଦଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟିକକରଣ କ୍ଷେତ୍ରରେ ଭାରତର ଐତିହାସିକ ରେକର୍ଡ ପରେ ପ୍ରୋଫାଇଲ ପିକଚର ଚେଞ୍ଜ କରିଛନ୍ତି ମୋଦି । ଗୁରୁବାର ଦିନ ଭାରତରେ ୧୦୦ କୋଟି ଟିକାକରଣ ଶେଷ ହୋଇଛି। ଭାରତରେ ଇତିମଧ୍ୟରେ ୧୦୦ କୋଟି ଲୋକ

ମୁମ୍ବାଇରେ ଅଗ୍ନିକାଣ୍ଡ, ଜଣେ ମୃତ

ମୁମ୍ବାଇ: ମୟାନଗରୀରେ ଅଗ୍ନିକାଣ୍ଡ । ଦକ୍ଷିଣ ମୁମ୍ବାଇର ଲାଲବାଗ ଅଞ୍ଚଳରେ ଥିବା ଅବିଘ୍ନ ପାଲ ସୋସାଇଟିର ୬୦ ମହଲା ବିଲ୍ଡିରେ ଏହି ଅଗ୍ନିକାଣ୍ଡ ଘଟିଛି । ୧୯ ତାଲାରେ ନିଅାଁ ଲାଗିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଉଦ୍ୟମ ଚଳାଇଛନ୍ତି। ନିଆଁ ଗ୍ରାସ

ଆଇପିଏଲ ଟିମ୍ କିଣିପାରନ୍ତି ଦୀପିକା-ରଣବୀର

ମୁମ୍ବାଇ: ବଲିଉଡର ଷ୍ଟାର କପୁଲ ରଣବୀର ଏବଂ ଦୀପିକା ପାଦୁକୋନ ଆଇପିଏଲ ଟିମ୍ କିଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆସନ୍ତାବର୍ଷ ବିଶ୍ୱ ଧନୀ କ୍ରିକେଟ ଲିଗ୍ ବୋଲାଉଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ୧୦ଟି ଟିମ୍ ଭାଗନେବେ ବୋଲି ପୂର୍ବରୁ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ତେବେ ବାକି

ଘରୋଇ ମେସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ସନ୍ଦେହ ଘେରରେ ଛାତ୍ରୀଙ୍କ ମୃତ୍ୟୁ । ଘରୋଇ ମେସରୁ ଉଦ୍ଧାର ହୋଇଛି ମୃତଦେହ । ଭଦ୍ରକ କଲେଜ ରୋଡରେ ଥିବା ମେସରୁ ମୃତଦେହ ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ଭଦ୍ରକ ଆଗରପଡ଼ା ଥାନା ଅନିଜ ଗ୍ରାମର ପୁଷ୍ପାଞ୍ଜଳି ଦାସ ଆଗରପଡ଼ା କଲେଜରେ ଯୁକ୍ତ ତିନି ତୃତୀୟ ବର୍ଷ ବିଜ୍ଞାନ ଶ୍ରେଣୀରେ

ଏଥର ପଞ୍ଚାୟତ ନିର୍ବାଚନର ହେବ ସେଣ୍ଟ୍ରାଲ କାଉଣ୍ଟିଂ

ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରସ୍ତୁତି ପ୍ରସଙ୍ଗରେ ଆଜି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ । ସେ କହିଛନ୍ତି ଯେ, କାଲି ଜିଲ୍ଲାପାଳଙ୍କ ସହ ଭିସିରେ ଆଲୋଚନା ହୋଇଛି । ଏଥର ପଞ୍ଚାୟତ ନିର୍ବାଚନର ହେବ

୨ କୋଟି ଟଙ୍କାର ଧଳାଜହର ଜବତ

ଜଳେଶ୍ୱର : ୨ କୋଟି ଟଙ୍କାର ଧଳାଜହର ଜବତ । ଜଣେ ମହିଳାଙ୍କ ସମେତ ୨ଜଣ ମାଫିଆ ଗିରଫ । ଜଳେଶ୍ୱର ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବସ୍ତା ଥାନା ବିଦ୍ୟାଧରପୁର ଗାଁରୁ ୨ କେଜି ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ । ଏହି ମାମଲାରେ ଜଣେ ମହିଳାଙ୍କ ସହ

ଜାଣନ୍ତୁ ଏନସିବି ଫୋକସରେ ଥିବା ଅନନ୍ୟା ପାଣ୍ଡେଙ୍କ ବିଳାଶମୟ ଜୀବନୀ

ମୁମ୍ବାଇ: ବଉିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ଏନସିବି ଫୋକସରେ । ଆର୍ୟନଙ୍କ ଡ୍ରଗ୍ସ ମାମଲାରେ ତାଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଗତକାଲି ତାଙ୍କ ଘରେ ଏନସିବିର ଏକ ଟିମ୍ ପହଞ୍ଚି ପଚରାଉଚରା କରୁଥିଲା । ତେବେ ୨୨ ବର୍ଷୀୟା ଅନନ୍ୟା ବିତାଉଛନ୍ତି ବିଳାଶମୟ ଜୀବନ । ସେ ଏକ

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ

ନୂଆଦିଲ୍ଲୀ : ଦେଶରେ ମହଙ୍ଗାମାଡର ଶିକାର ହେଉଛନ୍ତି ଜନତା । ଲଗାତର ଭାବେ ବଢୁଥିବା ତୈଳ ଦର ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପକାଉଛି । ଦର ହ୍ରାସ ହେବାର ନାଁ ନେଉନି । ଏନେଇ ସମସ୍ତେ ଚିନ୍ତାରେ । ତୈଳ କମ୍ପାନୀ ପକ୍ଷରୁ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ପେଟ୍ରୋଲ ଦରରେ

ପ୍ରଦୀପ ମାଝୀଙ୍କ ଇସ୍ତଫାକୁ ନେଇ ତାରାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ଜଣାଶୁଣା ଆଦିବାସୀ ନେତା ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେବା ପରେ ଦଳରେ ତେଜୁଛି ରାଜନୀତି । ସାଥୀ ରାଜନେତାମାନେ ଏବେ ପ୍ରଦୀପଙ୍କ ବିରୋଧରେ ବିଷ ଓଗାଳୁଛନ୍ତି । ସୁରଙ୍କ ପରେ ପ୍ରଦୀପଙ୍କୁ ଟାର୍ଗେଟ କରିଛନ୍ତି ତାରା । ସେ କହିଛନ୍ତି କି, ଦଳର ଗ୍ରହ