Odia News Portal

୫ ଟି ରାଜ୍ୟରେ ବିଧାନ ସଭା ନିର୍ବାଚନ ତାରିଖ ଘୋଷଣା ହେଲା

ପାଞ୍ଚଟି ରାଜ୍ୟ ପାଇଁ ହୋଇଛି ବିଧାନସଭା ତାରିଖ ଘୋଷଣା । ପଞ୍ଜାବ, ଉତ୍ତରପ୍ରଦେଶ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡ ଏହି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ଫେବୃଆରୀ ୧୦ ରୁ ସାତଟି ପର୍ୟ୍ୟାୟରେ ଭୋଟ ଗ୍ରହଣ କରାଯିବ ଏବଂ ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।। ପାଞ୍ଚଟି ରାଜ୍ୟର ୬୯୦ଟି…

ପ୍ରେମିକକୁ ଫସାଇବାକୁ ଯାଇ ଫସିଲା ଭାଇ

କୋରାପୁଟ:ଜୟପୁର ଚିଲିଗୁଡା ଗାଁରେ ଦୁଷ୍କର୍ମ ପରେ ହତ୍ୟା ନେଇ ମିଥ୍ୟା ଅଭିଯୋଗ ସାମ୍ମାକୁ ଆସିଛି । । ଯୁବତୀଙ୍କ ପ୍ରେମିକଙ୍କୁ ଫସାଇବାକୁ ବିଦ୍ୟୁତ ଆଘାତଜନିତ ମୃତ୍ୟୁକୁ ଦୁଷ୍କର୍ମ ପରେ ହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲା ଯୁବତୀଙ୍କ ଭାଇ । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ…

ବିଜେପି ବିଧାୟକ ଙ୍କୁ ଚାପୁଡା ମାରିଲେ କୃଷକ

ଲକ୍ଷ୍ନୌ: ମଞ୍ଚ ଉପରେ ବିଧାୟକଙ୍କୁ ଚାପୁଡା ମାରିଲେ କୃଷକ । ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା । ଉତ୍ତରପ୍ରଦେଶ ର ଏକ ଉତ୍ସବରେ ଉନ୍ନାଓର ବିଜେପି ବିଧାୟକ ପଙ୍କଜ ଗୁପ୍ତା ସଭାରେ ବସିଥିବାବେଳେ ତାଙ୍କ ସମ୍ମୁଖକୁ ଜଣେ କୃଷକ ଚାଲିଆସି ଚାପୁଡା ମାରିଥିଲେ । ଉତ୍ତରପ୍ରଦେଶରେ…

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ତାଲିକା ପ୍ରସ୍ତୁତ

ଜିଲ୍ଲା ପରିଷଦ ଅଧକ୍ଷ ପାଇଁ ତାଲିକା ପ୍ରସ୍ତୁତ । କେବଳ ମହିଳା ମାନଙ୍କ ପାଇଁ ୮ଟି ଜିଲ୍ଲା ସଂରକ୍ଷିତ ଥିବା ବେଳେ ୫୦ ପ୍ରତିଶତ ଅର୍ଥାତ ୧୫ଟି ଜିଲ୍ଲାରେ ମହିଳାମାନେ ସଭାପତି ପଦରେ ବସିବେ । ୧୦ଟି ଜିଲ୍ଲାରେ ଅଣସଂରକ୍ଷିତ ରହିଛି ଆସନ । ୭ଟି ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ପାଇଁ…

ଓମିକ୍ରନ ଦୈନିକ ସଂକ୍ରମଣ ୧୦ ଲକ୍ଷରୁ ଅଧିକ ହେବ

ଓମିକ୍ରନ୍ ଯୋଗୁ ଦେଶରେ କୋଭିଡ୍ର ତୃତୀୟ ଲହର ଆସିଯାଇଛି । ଏହା ଜାନୁୟାରୀ ଶେଷ ସୁଦ୍ଧା ଶୀର୍ଷ ଛୁଇଁବ ଏବଂ ଦୈନିକ ସଂକ୍ରମଣ ୧୦ ଲକ୍ଷରେ ପହଞ୍ଚିବ ବୋଲି ଏକ ନୂଆ ମଡେଲ୍ ପୂର୍ବାନୁମାନ କରିଛି। ବେଙ୍ଗାଲୁରୁର ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (ଆଇଆଇଏସ୍ସି) ଏବଂ ଇଣ୍ଡିଆନ…

ଆଜି ଜଗାକୁ ଦେଖିବାକୁ ବଡ ଦାଣ୍ଡରେ ପ୍ରବଳ ଭିଡ

ଜଗନ୍ନାଥଙ୍କ ଦର୍ଶନ ଉପରେ ୧୦ ତାରିଖରୁ କଟକଣା ଲାଗିବା ପରେ ଆଜି ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗି ରହିଛି। ଶନିବାରରେ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏ ନେଇ ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଗହଳି…

ରାଜ୍ୟରେ କମୁଛି ଶୀତର ଲହରୀ

ରାଜ୍ୟରେ ଧୀରେ ଧୀରେ କମୁଛି ଜାଡ । ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ଅଧିକ ରହୁଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ସେଲସିୟମ ରେକର୍ଡ ହୋଇଛି। ରାତିର ତାପମାତ୍ରାରେ ଗତ ୨୪ ଘଣ୍ଟାରେ ବିଶେଷ ପରିବର୍ତ୍ତନ ଘଟିନାହିଁ। କିନ୍ତୁ ଉପକୂଳ ଓଡ଼ିଶାରେ ରାତିର…

ରାଜ୍ୟରେ ସଂକ୍ରମଣ ୪ ହଜାର ଟପିଲେ

ଓଡିଶାରେ କରୋନାର ଆତଙ୍କ । ଗତ ୨୪ ଘଣ୍ଟାରେ ୩ ହଜାର ୬୭୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୧୨ଶହ ୨୩ ସଂକ୍ରମଣ । ସୁନ୍ଦରଗଡରୁ ୫୮୨ ପଜିଟିଭ୍ ଚିହ୍ନଟ । ସମ୍ବଲପୁରରୁ ୩୭୨ ଓ କଟକରୁ ୩୧୦ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୭୯ କରୋନା ପଜିଟିଭ୍ ଚିହ୍ନଟ…

ବିବାଦରେ ଜାୱଦ ହବିବ୍

ବହୁ ଚର୍ଚ୍ଚିତ ହେୟାର ଷ୍ଟାଇଲିସ୍ ଜାୱେଦ ହବିବ୍ ଏବେ ବିବାଦରେ ଫଶିଛି । ଛେପ ପକାଇ ଚୁଟି କାଟିବା ଘଟଣାକୁ ନେଇ ଏବେ ବିବାଦ ଭିତରକୁ ଟାଣି ହୋଇଛନ୍ତି ଜାୱେଦ । ଉତ୍ତରପ୍ରଦେଶ ମୁଜାଫରନଗରରେ ଆୟୋଜିତ ଏକ ସେମିନାରରେ ମହିଳାଙ୍କ ଚୁଟିରେ ଛେପ ପକାଇ କାଟିଥିଲେ ଜାୱେଦ । ଏହାକୁ ନୂଆ ଟେକନିକ…

ଏହି ୫ ଟି ଲକ୍ଷଣ ଦେଖାଇଲା ମାତ୍ରେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ

ଏବେ ଦେଶରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା କୋଭିଡର ସମସ୍ତ ଭାରିଆଣ୍ଟର ଲକ୍ଷଣ ଭିନ୍ନ ଭିନ୍ନ ରହିଛି । ଏନେଇ ୟୁଏସ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ପକ୍ଷରୁ ଏକ ଆନାଲିସିସ୍…