ଚେନ୍ନାଇ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ
ଦୁବାଇ: ଆଜି ଆଇପିଏଲ ମହାସମରରେ ଭେଟା ଭେଟି ହୋଇଛନ୍ତି ଚେନ୍ନାଇ ଏବଂ କୋଲକାତା । କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୬ ୱିକେଟ ବିନିମୟରେ ୧୭୧ ରନ ସଂଗ୍ରହ କରିଛି । ଚେନ୍ନାଇକୁ ଏହି ମ୍ୟାଚ ଜିତିବା ଲାଗି ୧୭୨ ରନ ଆବଶ୍ୟକ ରହିଛି ।
କୋଲାକାତା ପ୍ରଥମ ଓଭରରୁ!-->!-->!-->…
