Odia News Portal

କାହିଁକି ପୁରୁଷ ଓ ମହିଳାଙ୍କ ସାର୍ଟ ବଟମ ଅଲଗା

ବହୁତ ଲୋକ ସାର୍ଟ ପିନ୍ଧିବାକୁ ଭଲ ପାଆନ୍ତି। ଏହି ପୋଷାକ ଯେତିକି ଆରାମ ଦାୟକ ପିନ୍ଧିବାକୁ ମଧ୍ୟ ସେତେ ଭଲ ଲାଗେ। କିନ୍ତୁ ପୁରୁଷ ଓ ମହିଳା ମାନଙ୍କର ସାର୍ଟ ସମ୍ପୁର୍ଣ୍ଣ ଭିନ୍ନ ଅଟେ। ବିଶେଷ କରି ମହିଳାମାନଙ୍କ ସାର୍ଟରେ ବଟମ ବାମ ପଟେ ଥିବାବେଳେ ପୁରୁଷ ମାନଙ୍କର ବଟମ ଡାହାଣ ପଟେ ଥାଏ।…

ଭକ୍ତ ଦେଖିବେ ଭଗବାନଙ୍କ ନୂଆ ରୂପ

ପ୍ରଗତି ପଥରେ ଆଗେଇ ଚାଲିଛି ଶ୍ରୀକ୍ଷେତ୍ରର ରୂପରେଖ। ଦେଖିବାକୁ ମିଳିଛି ବହୁ ପ୍ରତିକ୍ଷୀତ ଶ୍ରୀଜଗନ୍ନାଥ ହେରିଟେଜ୍ କରିଡର ର ଝଲକ। କିଭଳି ଭାବେ ଶ୍ରୀମନ୍ଦିର ଚୌହଦୀ ରୂପରେଖ ବଦଳାଯିବ, ତା’ର ଚିଠା ଡିଜାଇନ୍ ୨୦୧୯ରେ ପ୍ରସ୍ତୁତ କରାଯାଇଥିଲା। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ…

ପ୍ରିୟଙ୍କା ଚୋପ୍ରାଙ୍କୁ ଛାଡି ପାରନ୍ତି ନିକ୍

ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ସାଇଟରେ ନିଜ ର୍ନାଁରୁ ନିକ୍ ଜୋନ୍ସଙ୍କ ନାଁ ହଟାଇ ଦେବା ପରେ ମନୋରଂଜନ ଜଗତରେ ଏହା ବିଜୁଳି ଭଳି ବ୍ୟାପୀଯାଇଥିଲା । ତାଙ୍କର ପ୍ରତିଟି ପ୍ରଶଂସକ ଏହା ଜାଣିବାକୁ ଚାହୁଁଥିଲେ କି, ବିବାହର ୩ ବର୍ଷ ନପୁରୁଣୁ କ’ଣ ଦୁହିଁଙ୍କର ବିଚ୍ଛେଦ…

ବିଲେଇ ସହ ଖେଳୁିଥିବାର ନଜର ଆସିଲେ ବିରାଟ

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ୨୫ ନଭେମ୍ବରରେ ଟେଷ୍ଟ ସିରିଜ ଆରମ୍ଭ ହେବ । ଏହି ମ୍ୟାଚ୍ ପାଇଁ କାନପୁରରେ ଉଭୟ ଟିମର ଖେଳାଳୀ ପହଞ୍ଚିଛନ୍ତି । ତେବେ ପ୍ରଥମ ମ୍ୟାଚରେ ବିରାଟ କୋହଲି ବିଶ୍ରାମ ନେଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଦଳ ସହ ଯୋଗ ଦେବେ । ତେବେ ଦ୍ୱିତୀୟ ଟେଷ୍ଟରେ ଟିମ ସହ…

ପୋଲିସ ସେବା ସର୍ଭେ ରିପୋର୍ଟ ଅନୁଶାରେ ୫ମ ସ୍ଥାନରେ ଓଡିଶା

ପ୍ରକାଶ ପାଇଛି ଦେଶର ପୋଲିସ୍ ସେବାକୁ ନେଇସର୍ଭେ ରିପୋର୍ଟ । ଏଥିରେ ବିହାର ଓ ଉତ୍ତରପ୍ରଦେଶ ଭଳି ରାଜ୍ୟର ସ୍ଥିତି ଅତି ନୈରରାଶ୍ୟ ଜନକ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଅନ୍ୟପଟେ ଏହି କ୍ଷେତ୍ରରେ ଦକ୍ଷିଣ ରାଜ୍ୟ ଗୁଡିକରେ ପୋଲସର ପ୍ରଦର୍ଶନ ଭଲ ରହିଛି ବୋଲି ଇଣ୍ଡିଆନ୍ ପୋଲିସ ଫାଉଣ୍ଡେସନ୍…

ଫ୍ରାନ୍ସର ପ୍ରଧାନମନ୍ତ୍ରୀଙ୍କୁ କରୋନା

ଫ୍ରାନ୍ସରେ କରୋନା ଭୂତାଣୁ ପୁଣିଥରେ ବଢିବାରେ ଲାଗିଛି । ଦେଶର ପ୍ରଧାନମନ୍ତ୍ରୀ ଜିନ କାଷ୍ଟେକ୍ସ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନିଜକୁ ଅଲଗା କରିଦେଇଛନ୍ତି ଏବଂ ସେ ଏକ ବନ୍ଦ କୋଠରୀରୁ କାର୍ଯ୍ୟ ଜାରି ରଖିବେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଝିଅ କରୋନା ସଂକ୍ରମିତ…

ଦେହ ବିକ୍ରି ବ୍ଲାକମେଲ

କେଇଟା ଟଙ୍କା ପାଇଁ ଇଜତ ନିଲାମ କରିବାକୁ ପଛାଇଲା ନାହିଁ ଯୁବତୀ । ପ୍ରଥମେ ସୋସିଆଲ ମିଡିଆରେ ଫ୍ରେଣ୍ଡ ରିକ୍ବେଷ୍ଟ ପ​‌ରେ ମୋବାଇଲ୍‌ ନମ୍ବର ମାଗିଲା। ଜରୁରୀ ଅଛି ବୋଲି କହି ସ୍କୁଲର ଅବସରପ୍ରାପ୍ତ ପ୍ରିନ୍ସିପାଲଙ୍କୁ ଫସାଇ ନମ୍ବର ବି ନେଇଗଲା। ତାପରେ ଭିଡିଓ କଲ୍‌ରେ ନିଜେ ନିଜର ପୋଷାକ…

ଦୁର୍ଘଟଣାର ଶୀକାର ହେଲେ ଅର୍ଶୀ ଖାନ୍

ବିଗ୍ ବସ୍ ଫେମ୍ ଅର୍ଶୀ ଖାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ କାର ଦୁର୍ଘଟଣାରେ ଅଭିନେତ୍ରୀ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋମବାର ଦିନ ଦିଲ୍ଲୀର ମାଲଭିଆ ନଗର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। …

ଭୀମସାରରେ ୭ ଛାତ୍ର କରୋନା ପଜିଟିଭ

ବୁର୍ଲା ଭୀମସାରରେ ବୃଦ୍ଧି ପାଇଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମେ ୨୨ ଜଣ ଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏବେ ଆଉ ୭ ଜଣ ଛାତ୍ରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ସଂକ୍ରମଣ ବୃଦ୍ଧି ପାଇବା ପରେ ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷର ଅଫଲାଇନ ପରୀକ୍ଷା ବାତିଲ…

ଚିନ୍ତା ବଢାଉଛି ଶିକ୍ଷାନୁଷ୍ଠାନର କରୋନା ସଂକ୍ରମଣ

ଚିନ୍ତା ବଢାଇଲାଣି ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମଣ । ପ୍ରଥମେ ସମ୍ବଲପୁରର ବୁର୍ଲା , ଆଉ ଏବେ ସୁନ୍ଦରଗଡ଼ ସେଣ୍ଟ ମେରି ବାଳିକା ବିଦ୍ୟାଳୟ । ଏହି ବିଦ୍ୟାଳୟରେ ମୋଟ ୫୬ ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଖବର…