୧୬ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା
ଭୂବନେଶ୍ୱର:ବର୍ଷାକୁ ନେଇ ଭୂବନେଶ୍ୱର ପାଣିପାଗ ବିଭାଗରୁୁ ସୂଚନା । ବଙ୍ଗୋପସାଗର ସୃଷ୍ଟ ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ୧୩ ରେ ଆଉ ଏକ ଲଗୁଚାପ । ୧୬ ତାରିଖ ଯାଏଁ ଘଡଘଡି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭବନା ରହିଛି । ସୂଚନା ମୁତାବକ ଗଞ୍ଜାମ,!-->…
