Odia News Portal

ଜାତିସଂଘ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର: ଆଜି ହେଉଛି ଜାତିସଂଘ ପ୍ରତିଷ୍ଠା ଦିବସ । ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ଆନ୍ତର୍ଜାତିକ ସହଯୋଗ ଦୃଢ କରିବା ସବ ସମସ୍ତଙ୍କ ପାଇଁ ଏକ ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ଭବିଷ୍ୟତ ପାଇଁ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୧୯୪୫

ଆଜି କରୱା ଚୌଥ

ନୂଆଦିଲ୍ଲୀ: ଦେଶର କୋଣ ଅନୁକୋଣରେ ପାଳନ ହେଉଛି କରୱା ଚୌଥ । ସଧବା ନାରୀମାନେ ସ୍ବାମୀଙ୍କ ଶୁଭ ମନାସୀ ପାଳନ କରୁଛନ୍ତି ଏହି ପର୍ବ । ଏହି ଦିନ କରୱା ମାତାଙ୍କ ସମେତ, ମା' ପାର୍ବତୀ, ଭଗବାନ ଶିବ ଓ ଶ୍ରୀଗଣେଶଙ୍କ ପୂଜା କରାଯାଇଥାଏ । ଦିନସାରା ସଧବା ନାରୀମାନେ ବ୍ରତ କରିଥାନ୍ତି । ରାତିରେ

ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କେବଳ ଭାରତ-ପାକିସ୍ତାନ ନୁହେଁ । କ୍ରିକେଟ୍ ପ୍ରଶଂସକମାନେ ଆଜିର ମହାମୁକାବିଲା ନେଇ ଉତ୍ସାହିତ ଅଛନ୍ତି । ସମସ୍ତଙ୍କ ଅପେକ୍ଷା ସେହି ସ୍ୱର୍ଣ୍ଣିମ ମୂହୂର୍ତ୍ତକୁ । ଆଜି ଆଇସିସି ଟି-20 ବିଶ୍ୱକପ ୨୦୨୧ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ ହେବିଓ୍ୱଟ୍ । ୨୦୧୯ ବିଶ୍ୱକପ

କଂଗ୍ରେସ ଛାଡ଼ିଲେ, ବିଜେଡିରେ ମିଶିବେ

ଭୁବନେଶ୍ୱର: ଆଦିବାସୀ ନେତାଭାବେ ରାଜ୍ୟରେ ପରିଚିତ ଚେହେରା ତଥା କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିକଟରେ କଂଗ୍ରେସ ଛାଡ଼ିଛନ୍ତି । ତେବେ ସେ ଖୁବଶୀଘ୍ର ବିଜେଡିରେ ଯୋଗଦେବେ ବୋଲି ସୂଚନା ମିଳିଛି । ଆସନ୍ତା ୨୮ କିମ୍ବା ୨୯ ତାରିଖରେ ସେ ବିଜେଡିରେ ବିଦ୍ଧିବଦ୍ଧ ଭାବେ ଯୋଗ ଦେବେ ବୋଲି

ଆଜି ପୁଣି ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ କେତେ?

ଭୁବନେଶ୍ୱର: ଦେଶରେ ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦାମ । ଲଗାତାର ପଞ୍ଚମ ଦିନରେ ତୈଳଦର ବୃଦ୍ଧି ପାଇଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ୍ ଦାମ ଲିଟର ପିଛା ୩୫ ପଇସା ଲେଖାଏଁ ବଢ଼ିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୭ ଟଙ୍କା ୫୯ ପଇସା ଓ ଡିଜେଲ୍ ଦାମ ୯୬

ଶାହାରୁଖ୍‌ ବିଜେପିରେ ମିଶିଲେ ଡ୍ରଗ୍ସ ବି ସୁଗାର୍‌ ପାଉଡର୍‌ ହୋଇଯିବ: ଛଗନ

ବିଡ୍: କ୍ରୁଜ୍ ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୁଜବଲ ବିଜେପିକୁ କଟାକ୍ଷ କରି କହିଛନ୍ତି ଯେ ଯଦି ଅଭିନେତା ଶାହାରୁଖ୍‌ ବିଜେପିରେ ମିଶନ୍ତି ତେବେ ଡ୍ରଗ୍ସ ସୁଗାର୍‌ ପାଉଡରରେ ପରିଣତ ହୋଇଯିବ ବୋଲି ସେ କହିଛନ୍ତି। ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ବହୁ ପରିମାଣର ଡ୍ରଗ୍ସ ଜବତ

ଆଜି ଦୁଲୁକିବ ଦୁବାଇ

ଦୁବାଇ: ଟି-୨୦ ବିଶ୍ୱକପରେ ଆଜି ସୁପରସଣ୍ଡେରେ ସୁପର ମ୍ୟାଚ୍ । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟକ୍କର ହେବାକୁ ଯାଉଛି । ବିଶ୍ବ କ୍ରିକେଟ୍ର ଏହି ଦୁଇ ଲୋକପ୍ରିୟ ଦଳ ବି ରବିବାର ନିଜ ନିଜର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବେ। ଅତୀତ ପରିସଂଖ୍ୟାନ ସହ ଦଳର

ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ବର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍‌। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୪୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୭୮ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୬୦ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୮୭ ଲୋକାଲ୍‌ କେସ୍‌ ରହିଛି।

ଆଜି “ମନ କୀ ବାତ୍‌” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ "ମନ କୀ ବାତ୍‌" ର ୮୨ ତମ ସଂସ୍କରଣରେ ଆଜି ଦେଶକୁ ସମ୍ବୋଧିତ କରିବେ।ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରେ ପ୍ରସାରିତ ହେବ। ରେଡିଓ କାର୍ଯ୍ୟକ୍ରମ PMO ସହିତ ପିଏମ୍‌ ନରେନ୍ଦ୍ର ମୋଦୀଙ୍କ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୬ ହଜାରରୁ କିଛି କମ୍‌ ଥିବା ବେଳେ ମୃତ୍ୟୁସଂଖ୍ୟା ୫୦୦ରୁ ବହୁତ ଅଧିକ ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା