କାଶ୍ମୀର ଗସ୍ତରେ ଅମିତ ଶାହା
ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିିଛି । ଆଜିଠାରୁ ତିନି ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଜମ୍ମୁକଶ୍ମୀର ଶ୍ରୀନଗରରେ ପହଁଚିଛନ୍ତି ଶାହ । ବିମାନ ବନ୍ଦରରେ ଉପରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ସ୍ୱାଗତ!-->…
