Odia News Portal

ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ । ଆସନ୍ତା ୩ ଘଣ୍ଟା ମଧ୍ୟରେ ୧୫ ଜିଲ୍ଲାର କିଛି ସ୍ଥାନରେ ପ୍ରବଳର ବର୍ଷା ହେବ । ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୫ ଜିଲ୍ଲା ସମେତ କଟକ

ବାୟା କଲା ଶାଳୀ ପ୍ରେମ, ବାହାହେବା ଲାଗି ୪ ଝିଅଙ୍କୁ ମାରିଲା ବାପା

ଜୟପୁର: ଶାଳୀ ପ୍ରେମରେ ଉବୁଟୁବୁ ହେଉଥିଲା ଭିଣୋଇ । ଶାଳୀକୁ ଘରକୁ ଆଣିବା ଲାଗି ହେଉଥିଲା କନକନ । ଆଉ ତାଙ୍କ ବିବାହରେ ପ୍ରତିବଦ୍ଧକ ସାଜୁଥିଲେ ୪ ଝିଅ । ଶେଷରେ ସେମାନଙ୍କୁ ମାରିଦେଇଛି ନିଜ ଜନ୍ମକଲା ବାପା । ରାଜସ୍ଥାନରୁ ଆସିଛି ଏଭଳି ଖବର । ଯାହାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି

ଆଜି ରାଜ୍ୟରେ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁ ଗ୍ରାଫ୍ କମୁଛି । ଗତ ୨୪ ଘଣ୍ଟାରେ ୬୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୩୫କୁ

ଆଜି ଶ୍ରୀମନ୍ଦିରରେ ଅନନ୍ତ ବ୍ରତ

ପୁରୀ: ଶ୍ରୀକ୍ଷେତ୍ରରେ ପ୍ରତିଦିନ କାଳିଆର ରହିଛି ଅନେକ ନୀତି । ଆଜି ହେଉଛି ଭାଦ୍ରକ ଶୁକ୍ଲ ଚତୁର୍ଦ୍ଦଶୀ । ଶ୍ରୀମନ୍ଦିରରେ ଆଜି ଅନନ୍ତ ବ୍ରତ । ବଡ଼ଦେଉଳରେ ଅନୁଷ୍ଠିତ ହେବ ଅନନ୍ତ ଚତୁର୍ଦ୍ଦଶୀ ନୀତି । ଠାକୁରଙ୍କ ସନ୍ଧ୍ୟା ଧୂପ ନୀତି ପରେ ଶ୍ରୀଅନନ୍ତ ଠାକୁରଙ୍କ ନୀତି ହେବ । ମନ୍ଦିର

ହୀରାକୁଦର ବନ୍ଦହେଲା ଆଉ ୪ ଗେଟ୍

ସମ୍ବଲପୁର: କମୁଛି ଜଳସ୍ତର । ଖୋଲୁଛି ଗେଟ୍ । ଆଜି ହୀରାକୁଦ ଜଳ ଭଣ୍ଡାରର ଆଉ ୪ଟି ଗେଟ୍ ଖୋଲା ହୋଇଛି । ଏବେ ୮ଟି ଗେଟ୍ ଦେଇ ଜଳଭଣ୍ଡାରରୁ ବନ୍ୟାପାଣି ନିଷ୍କାସିତ ହେଉଛି। ମହାନଦୀରେ ମଧ୍ୟ ଜଳସ୍ତର କମୁଛି। ଉପରମୁଣ୍ଡରେ ବର୍ଷା କମି ଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମାଙ୍କ ଶେଷକୃତ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ଯଶସ୍ବୀ ସାରସ୍ଵତ ସାଧିକା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ୟ୍ୟାଦା ସହକାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପୁରୀ ସ୍ବର୍ଗଦ୍ଵାର ଠାରେ ସ୍ବର୍ଗତା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ଆଜି ଅପରାହ୍ନରେ

ଜାଣନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ ୩୦ ହଜାର ୭୭୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାଙ୍କନ ମଧ୍ୟରୁ କେବଳ କେରଳାରୁ ୧୯ ହଜାର ୩୨୫ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏହା ଏବେ ଚିନ୍ତାର ବିଷୟ ପାଲଟିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ ୩୦୯ ଜଣଙ୍କର ଜୀବନ

ଟିଏମସିରେ ଯୋଗ ଦେବା ପରେ ଏମିତି କହିଲେ ବାବଲ ସୁପ୍ରିୟୋ

କୋଲକାତା: ଶନିବାର ଟିଏସିରେ ଯୋଗ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । କିଛିଦିନ ପୂବେ ସେ ବିଜେପିରୁ ଇସ୍ତଫା ଦେଇଥିଲେ ବାବୁଲ ସୁପ୍ରିୟୋ । ଟିଏମସିରେ ଯୋଗଦେବା ପରେ ବାବୁଲ କହିଛନ୍ତି କି, ମୋତେ କେବଳ ବେଞ୍ଚରେ ବସିବା ପସନ୍ଦ ନୁହଁ ତେଣୁ ମୁଁ ଦଳରୁ ଇସ୍ତଫା ଦେଇଛନ୍ତି

ଆଜିଠୁ ଆରମ୍ଭ ଆଇପିଏଲ ମହାକୁମ୍ଭ

ଦୁବାଇ: ଅଧାରେ ରହିଥିଲା । ଆଜିଠୁ ଆରମ୍ଭ ହେବ । ଧନୀ କ୍ରିକେଟ ଲିଗ୍ ଆଇପିଏଲ-୨୦୨୧ର ବାକି ରହିଥିବା ମ୍ୟାଚ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ ୟୁଏଇରେ ଆରମ୍ଭ ହେବାକୁ ଯାଉଛି । ତେବେ ଆଜି ପ୍ରଥମ ମ୍ୟାଚରେ ଚେନ୍ନାଇକୁ ଭେଟିବ ମୁମ୍ବାଇ । ଦୁଇଦଳ ମଧ୍ୟରେ କଡା

୨୨ରେ ବଲାଙ୍ଗୀର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିକାଶ ପଥରେ ପଶ୍ଚିମ ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିଛି ପଶ୍ଚିମ ଓଡ଼ିଶା । ସ୍ୱାସ୍ଥକ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନେଇଥିବା ପଦକ୍ଷେପକୁ ଚାରିଆଡ଼ୁ ମିଳୁଛି ପ୍ରଂଶସା । ତେବେ ପଶ୍ଚିମ ଓଡ଼ିଶା ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ଼ ବାଣ୍ଟିବେ