Odia News Portal

ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା

୧୦ ତାରିଖ ଆଡ଼କୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ଓଡ଼ିଶା ମଧ୍ୟକୁ ପୂର୍ବ ଦିଗରୁ ଉଷ୍ମ ଓ ଆର୍ଦ୍ର ବାୟୁ ପ୍ରବେଶ କରିବ । ଏହା ପ୍ରଭାବରେ ରାତ୍ରି ତାପମାତ୍ରା ସାମାନ୍ୟ ବୃଦ୍ଧି ଘଟିବା ସହ ଶୀତ କମିବ । ଏହାବ୍ୟତୀତ ୧୦ରୁ ୧୨ତାରିଖ ଯାଏ ରାଜ୍ୟର

ଆଜି ନବୀନ ଓ ଜଗନଙ୍କ ଭେଟ

କୋଟିଆ ବିବାଦ ଜାରି ରହିଥିବା ବେଳେ ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଜଗନ ୪ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ବିବାଦ ଭିତରେ ଦୁଇ ରାଜ୍ୟର ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହେବାକୁ

ନୂଆପଡ଼ାରେ ଆରମ୍ଭ ହେଲା ସ୍ମାର୍ଟ କାର୍ଡ ବିତରଣ

ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆପଡ଼ା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ  ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ସଦର ମିନି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ୧ଲକ୍ଷ ୭୨ ହଜାର ୬୪୩ ଜଣଙ୍କୁ ବିଜୁ ସ୍ବାସ୍ଥ୍ୟ

ଦୁଇ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼

ଭୁବନେଶ୍ୱର: ଥମୁନି ମମିତା ମେହେର ହତ୍ୟା ମାମଲା ତାତି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରୁଛନ୍ତି ବିରୋଧୀ । ରାଜ୍ୟବ୍ୟାପି ଆନ୍ଦୋଳନ ଜାରି ରଖିଥିଲେ ସୁଦ୍ଧା ଶାସକ ଦଳ ଏହାକୁ ଗୁରୁତ୍ୱ ଦେଉନାହିଁ । ଏପରିକି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ସେପଟେ ଆଜି

ପୁରୁଷମାନେ ଛାଡିଦିଅନ୍ତୁ ଏହି ୩ ଖରାପ ଅଭ୍ୟାସ: ଶରୀର ହୋଇଯିବ ଶକ୍ତ

ଭୁବନେଶ୍ୱର: ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ମଣିଷ ଏତେ ମଗ୍ନ ହୋଇଯାଇଛି ଯେ ତାକୁ  ବିଭିନ୍ନ ରୋଗର ସମୁଖୀନ ହେବାକୁ ପଡୁଛି । ଏହି ରୋଗ ଫଳରେ ମଣିଷ ଦିନକୁ ଦିନ ଦୁର୍ବଳ ହୋଇଯାଉଛି । ପୂର୍ବେ ଲୋକମାନେ ନିଜ ଦିନଚର୍ଯ୍ୟା ସହିତ ଖାଦ୍ୟପେୟ ଉପରେ ଧ୍ୟାନ ରଖି ୧୦୦ ବର୍ଷ ପର୍ଯ୍ୟନ୍ତ ଜୀବିତ

ଟିମ୍ ଇଣ୍ଡିଆକୁ କଡ଼ା ସମାଲୋଚନା କଲେ କପିଲ ଦେବ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ସେମିରେ ନପହଞ୍ଚିବାକୁ ନେଇ ଚାରିଆଡ଼ୁ ଟମ୍କୁ ସମାଲୋଚନା କରାଯାଉଛି । ଆଇପିଏଲ ଯୋଗୁଁ ଭାରତୀୟ ଖେଳାଳୀ ଜାତୀୟ ଖେଳ ଉପରେ ଧ୍ୟାନ ଦେଉ ନାହାନ୍ତି । ଆଇପିଏଲ ବ୍ୟାନ କରିବା ଲାଗି ମଧ୍ୟ କିଛି କ୍ରିକେଟର ଏବଂ ପ୍ରଂଶସକମାନେ ମତପ୍ରକାଶ କରିଛନ୍ତି । ତେବେ

କେବେ କମିବ ପରିବା ଦର

ଭୁବନେଶ୍ୱର: କାର୍ତ୍ତିକରେ କନ୍ଦଉଛି ପରିବାର । ଉପାନ୍ତରୁ ଉପକୂଳ ସବୁଠି ପରିବା ଦର ଆକାଶଛୁଅାଁ । ବ୍ରହ୍ମପୁର ମର୍ଦ୍ଦରାଜ ଭେଣ୍ଡିଂ ଜୋନ୍ ପରିବା ଦର ବାଇଗଣ କିଲୋ ୫୦ ଟଙ୍କା ରହିଥିବା ବେଳେ ଟମାଟୋ ୮୦, ଦେଶୀ କଟକି ପୋଟଳ ୬୦, ହାୱାଡା ପୋଟଳ ୫୦, ତୋରଡ଼ା ୫୦, ବିନ୍ସ ୧୦୦, ଫୁଲକୋବି ଶହେ,

ଶାହାରୁଖ ଖାନଙ୍କ ମ୍ୟାନେଜରଙ୍କୁ ମୁମ୍ବାଇ ପୋଲିସର ସମନ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ ମାମଲାକୁ ନେଇ ଏନସିବିର ଖୋଳତାଡ ଜାରି ରହିଛି । ଜୋରଜବରଦସ୍ତି ଟଙ୍କା ମାଗିବା ଅଭିଯୋଗରେ ଯାଞ୍ଚ କରୁଥିବା ମୁମ୍ବାଇ ପୋଲିସ ଏବେ ତାର ତଦନ୍ତ ବଢାଇଛି । ଏବେ ଶାହାରୁଖ ଖାନଙ୍କ ମ୍ୟାନେଜରଙ୍କୁ ଡକାଯାଇଛି । ମ୍ୟାନେଜର ପୂଜା ଦଦଲାନିଙ୍କୁ

ଆସନ୍ତାକାଲି ନବୀନଙ୍କୁ ଭେଟିବେ ଜଗନ

ଭୁବନେଶ୍ୱର: ବିଭିନ୍ନ ପ୍ରସଙ୍ଗ ନେଇ ହେବ ଆଲୋଚନା । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ଜଗନ । ପୋଲାଭରମ ପ୍ରକଳ୍ପ ଏବଂ ସୀମା ବିବାଦ ସମ୍ପର୍କରେ ଆଲୋଚନା ହେବ ବୋଲି

ପିଭି ସିଦ୍ଧୁଙ୍କୁ ପଦ୍ମଭୂଷଣ, କଙ୍ଗନାଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତିଙ୍କ ଦ୍ବାରା ପଦ୍ମ ସମ୍ମାନ-୨୦୨୦ ପ୍ରଦାନ କରାଯାଇଛି । ସାତଜଣଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଥିବା ବେଳେ ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ୧୬ ଜଣ ବ୍ୟକ୍ତିଙ୍କୁ ମରଣୋତ୍ତର ଭାବେ ପଦ୍ମ ସମ୍ମାନ ପ୍ରଦାନ