ଆଜି ଆଲୋକର ପର୍ବ ଦୀପାବଳି
ଭୁବନେଶ୍ୱର: ବଡ଼ ବଡ଼ୁଆ ହୋ ଅନ୍ଧାରରେ ଆସି ଆଲୁଅରେ ଯାଅ । ଏହି ଡାକ ପଡ଼ିଲେ ମନେ ପଡ଼ିଯାଏ ଗାଁର ସେହି କଥା । ଦୀପାବଳିରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଟେକାଯାଇଥାଏ ବଡ଼ବଡ଼ୁଆ । ତେବେ ଆଜି ହେଉଛି ସେହି ପବିତ୍ର ଆଲୋକର ପର୍ବ ଦୀପାବଳି । ଉତ୍ତର ଭାରତରେ ଏହାକୁ ଲକ୍ଷ୍ମୀଙ୍କ ଜନ୍ମୋତ୍ସଵ ଭାବେ!-->…
