Odia News Portal

ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ଆସିଲା ଲାଏ ୩ ଜଣଙ୍କ ଡିଟେକ୍ସନ ଟେଷ୍ଟ ରିପୋର୍ଟ । ବିଦ୍ୟା ଭାରତୀ, ଡିଏଫଓ ଓ ରୋଷେୟାଙ୍କ ରିପୋର୍ଟ ଆସିଲା । ରିପୋର୍ଟ ଉପରେ ତର୍ଜମା କରୁଛନ୍ତି ତଦନ୍ତକାରୀ ଟିମ । ପୁରୁଣା ବୟନା ସହ ଲାଏ ଡିଟେକ୍ସନ ରିପୋର୍ଟକୁ ଅନୁଧ୍ୟାନ କରୁଛି ଟିମ ।

କୋଲକାତାର ଦମଦାର ପ୍ରଦର୍ଶନ, ଘାଇଲା ହେଲା ଦିଲ୍ଲୀ

କୋଲକାତା ନାଇଟ୍ ରାଇଡର୍ସର ଘାତକ ବୋଲିଂ ଆଗରେ ଘାଇଲା ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ନିର୍ଦ୍ଧାରିତ ଓଭରରେ ଦିଲ୍ଲୀ ୯ଟି ୱିକେଟ୍ ହରାଇ ମାତ୍ର ୧୨୭ ରନ୍ କରିବାକୁ ସକ୍ଷମ ହୋଇଛି । ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିବା ଦିଲ୍ଲୀ ଆଜି ବ୍ୟାଟିଂରେ ଫିକା ପ୍ରଦର୍ଶନ କରିଛି । ଶାରଜାହ

କମିସନରେଟ ପୋଲିସ ଜାଲରେ ଏମବିଏ ଠକ

କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ଵାଡ କବଜାରେ କୁଖ୍ୟାତ ଠକ । ବଡ଼ ବଡ଼ ଜୁଏଲାରୀ ସୋରୁମ୍‌ରୁ ସୁନାରୁପା ଅଳଙ୍କାର କିଣି ଅନଲାଇନ ପେମେଣ୍ଟ କରିବାକୁ କହି ଚୂନ ଲଗାଉଥିଲା ଅଭିଯୁକ୍ତ । ପଶ୍ଚିମବଙ୍ଗରୁ ଅଭିଯୁକ୍ତ ରାଜୀବ ପ୍ରଭାସ ଗୁପ୍ତାକୁ ଗିରଫ କରାଯାଇଛି । ତା ନିକଟରୁ ୨ ଲକ୍ଷ ଟଙ୍କାର

ଧରାପଡିଲେ ୧୯ ବର୍ଷର ଆତଙ୍କବାଦୀ

ଜମ୍ମୁ-କଶ୍ମୀରର ଉରି ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରେବଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ପାକିସ୍ତାନ ସୀମାରୁ ୨ ଜଣ ଆତଙ୍କବାଦୀ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଧରି ଅନୁପ୍ରବେଶ କରୁଥିଲେ ହେଁ ଏହାକୁ ବେଶ ସଫଳତାର ସହ ଭଣ୍ଡୁର କରିଛନ୍ତି ସୁରକ୍ଷାକର୍ମୀ।

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି। କୌଣସି ପୂର୍ବାଭାସ ନଥାଇ ସେ ହଠାତ୍‌ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି। କିନ୍ତୁ କୁହାଯାଉଛି ଏହା ମଧ୍ୟରେ

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସିଦ୍ଧୁ

ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି। କୌଣସି ପୂର୍ବାଭାସ ନଥାଇ ସେ ହଠାତ୍‌ ଇସ୍ତଫା ଦେବା ସମସ୍ତଙ୍କୁ ଚକିତ କରିଛି। କିନ୍ତୁ କୁହାଯାଉଛି ଏହା ମଧ୍ୟରେ

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ବୈଦ୍ୟୁତିକ ଯାନ ଚାର୍ଜିଂ ଷ୍ଟେସନ

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ସହରରେ ସାତୋଟି ବୈଦ୍ୟୁତିକ ଯାନ (ଇଭି) ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା ହେବ ଏବଂ ଧୀରେ ଧୀରେ ଅଧିକ ଷ୍ଟେସନ୍ ସାଧାରଣ ତଥା ସାଧାରଣ ପରିବହନ ଯାନ ବ୍ୟବହାର ପାଇଁ ଆସିବ । ଭାରତରେ ଇଭି ଭିତ୍ତିଭୂମିରେ ପ୍ରତିଷ୍ଠିତ କମ୍ପାନୀ ଗୁଡିକର ମୁଖ୍ୟ ମାନଙ୍କ ଉପସ୍ଥିତିରେ

ମିଶନ ଶକ୍ତି କ୍ୟାଫେ, ମହିଳା ଉଦ୍ୟୋଗର ଏକ ନୂତନ ଅଧ୍ୟାୟ

ଓଡିଶାରେ ମିଶନ୍ ଶକ୍ତି ଆନ୍ଦୋଳନ ଆରମ୍ଭରୁ ଗ୍ରାମାଞ୍ଚଳର ମହିଳାମାନେ ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ପ୍ରାୟ ସମସ୍ତ ଅର୍ଥନ ବମଗ୍ଧସଙ୍ଖସଗ୍ଧସରଗ୍ଦ ତିକ କାର୍ୟ୍ୟକଳାପରେ ଧୀରେ ଧୀରେ ନିଜର ଉପସ୍ଥିତି ଅନୁଭବ କରିଛନ୍ତି। ରେଷ୍ଟୁରାଣ୍ଟ ସେକ୍ଟରର ପୁରୁଷ-ପ୍ରାଧାନ୍ୟ ବିଭାଗରେ ସେମାନେ ଆଜି

ସ୍କୁଲ ଖୋଲିବାକୁ ଆଇସିଏମଆର ବୈଜ୍ଞାନିକଙ୍କ ପରାମର୍ଶ

ସାରା ଦେଶରେ ମହାମାରୀ କୋରନାକୁ ନେଇ ହାହା କାର ପରିସ୍ଥିତି ସୃଷ୍ଟି ହୋଇଛି । ମାତ୍ର ଏବେ ଦେଶରେ କରୋନା ମାମଲା ଟିକେ ହ୍ରାସ ପାଇଛି । ତେବେ କରୋନାକୁ ଦୃଷ୍ଟିରେ ରଖି ସ୍କୁଲକୁ ବନ୍ଦ ରଖାଯାିଛି । ପିଲାମାନେ ଘରେ ବସି ଅନଲାଇନରେ କ୍ଲାସ କରୁଛନ୍ତି । ତେବେ ଏଭଳି ସ୍ଥିତିରେ ପୁଣି ଥରେ ସ୍କୁଲ

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ କ୍ୟାପଟେନ ଅମରିନ୍ଦର ସିଂ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଆସିବେ । ଏହି ସମୟରେ ସେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱ ସହ ତାଙ୍କର ସମ୍ଭାବ୍ୟ ବୈଠକ ସମ୍ପର୍କରେ ଖବର ପ୍ରକାଶ ପାଇଥିବା ବେଳେ କଂଗ୍ରେସ ନେତାଙ୍କ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ