Odia News Portal

ରାଜ୍ୟସଭା ନିର୍ବାଚନରେ ୧୦ ବିଧାୟକଙ୍କ କ୍ରସ ଭୋଟିଂ, କଂଗ୍ରେସରୁ ୩ ଓ ବିଜେଡିରୁ ୫ ବିଧାୟକ

ରାଜ୍ୟସଭା ନିର୍ବାଚନରେ ୧୦ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ କଂଗ୍ରେସର ୩ ଜଣ ବିଧାୟକ ଥିବାବେଳେ ବିଜେଡିରୁ ୫ ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି । ଅନ୍ୟ ଦୁଇଜଣ ବିଜେଡ଼ରୁ ନିଲମ୍ବିତ ବିଧାୟକ ମଧ୍ୟ କ୍ରସ ଭୋଟିଂ କରିଛନ୍ତି ।ବିଜେଡିରୁ କ୍ରସ ଭୋଟିଂ…

ଭିତରକନିକା ଓ ଗହୀରମଥାକୁ ଜଗିବ ଡ୍ରୋନ, ବେଆଇନ ମାଛ ମାରୁଥିବା ଟ୍ରଲର ଗୁଡିକୁ କରିବ ଚିହ୍ନଟ

ଗହୀରମଥା ଓ ଭିତରକନିକାର ସୁରକ୍ଷାରେ ନିୟୋଜିତ ହେବ ଡ୍ରୋନ । ଉଭୟ ସାମୁଦ୍ରିକ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନର ପ୍ରତିଟି କାର୍ଯ୍ୟକଳାପ ଉପରେ ନଜର ରଖିବ ଏହି ଡ୍ରୋନ କ୍ୟାମେରା । ଦୀର୍ଘ ପାଞ୍ଚଦିନ ଧରି ରାଜନଗର ବନବିଭାଗର କର୍ମଚାରୀଙ୍କୁ ଡ୍ରୋନ କ୍ୟାମେରା ଚଳାଇବାର ଟ୍ରେନିଂ ଦିଆଯାଉଛି । …

କଟକ ଏସସିବିରେ ଭୟାବହ ଅଗ୍ନିକାଣ୍ଡ : ମିଳିଲା ୧୦ ମୃତକଙ୍କ ପରିଚୟ

କଟକ ଏସସିବି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିଥିବା ହେତୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ପରିବାରକୁ ୨୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି । ଅନ୍ୟପଟେ

କଂଗ୍ରେସ ବିଧାୟକଙ୍କୁ ୫କୋଟି ଅଫର୍ ଅଭିଯୋଗ

କଂଗ୍ରେସ ବିଧାୟକଙ୍କୁ ଏକାଠି ରଖିବାକୁ ୮ ଜଣ ବିଧାୟକଙ୍କୁ ପିସିସି ସଭାପତି ବେଙ୍ଗାଲୁରୁ ନେଇଥିଲେ। ସେଠାରେ ବିଧାୟକଙ୍କୁ କିଣିବା ପାଇଁ ବିଜେପି ଉଦ୍ୟମ କରିଥିବା କଂଗ୍ରେସ ଅଭିଯୋଘ କରିଛି। ଏହି ଅଭିଯୋଗ ଭିତ୍ତିରେ ଚାରିଜଣଙ୍କୁ କର୍ଣ୍ଣାଟକ ପୁଲିସ ଗିରଫ କରିଛି। ଅନ୍ୟ ପଟେ କଂଗ୍ରେସର ୮…

ସମ୍ବଲପୁର ପୁଲିସରେ ସାମିଲ ହେଲେ ୧୮୦ ଜଣ ନୂତନ ଗୃହରକ୍ଷୀ

ସମ୍ବଲପୁର ପୁଲିସରେ ସାମିଲ ହେଲେ ୧୮୦ ଜଣ ନୂତନ ଗୃହରକ୍ଷୀ। ରବିବାର ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ସମସ୍ତ ଗୃହରକ୍ଷୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି ନିଯୁକ୍ତିରେ ୪୨ ଜଣ ଯୁବତୀ ରହିଥିବା ବେଳେ ୧୪୧ ଜଣ ଯୁବକ ରହିଥିବା ସମ୍ବଲପୁର ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହି…

ଆତ୍ମସମର୍ପଣ କଲେ ୧୧ ମାଓବାଦୀ, ମାଓମୁକ୍ତ ହେଲା କଳାହାଣ୍ଡି ଜିଲ୍ଲା

ବିଜିଏନ ଡିଭିଜନ ହେଲା ଶକ୍ତି ଶୁନ୍ୟ । ଆତ୍ମସମର୍ପଣ କଲେ ୧୧ ମାଓବାଦୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ପୋଲିସ ରିଜର୍ଭ ପଡ଼ିଆ ଠାରେ ଓଡିଶା ପୋଲିସ ଦ୍ଵାରା ମାଓବାଦୀ ଆତ୍ମସମର୍ପଣ ସମାରୋହ ।  ଏଥିରେ ଓଡ଼ିଶା ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ଉପସ୍ଥିତିରେ ୧୧ ଜଣ ମାଓବାଦୀ

ରାଜ୍ୟସଭା ଘୋଡ଼ାବେପାର ଚେତାବନୀ : ଦୁଇ ବିଜେଡି ବିଧାୟକଙ୍କୁ ସୋ କଜ ନୋଟିସ, କଂଗ୍ରେସ ବିଧାୟକଙ୍କୁ ପିସିସି ସଭାପତିଙ୍କ…

ଦୁଇ ବିଧାୟକଙ୍କୁ ସୋ କଜ ନୋଟିସ । ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କ ନାଁରେ କାରଣ ଦର୍ଶାଅ ନୋଟିସ ଜାରି । ନବୀନ ନିବାସରେ ଗତ ତିନିଦିନ ଧରି ହୋଇଥିବା ବୈଠକରେ ଅନୁପସ୍ଥିତ ଥିବାରୁ ନୋଟିସ ଜାରି ହୋଇଛି । ତିନିଦିନିଆ ବୈଠକରେ ଯୋଗ ଦେବାକୁ ହ୍ବିପ…

ମୟୁରଭଞ୍ଜରେ କାଳ ବୈଶାଖୀର ତାଣ୍ଡବ, ଉପୁଡିଲା ଗଛ ଓ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ମୟୁରଭଞ୍ଜରେ କାଳ ବୈଶାଖୀର ତାଣ୍ଡବ । ଏକ ଘଣ୍ଟା କାଳ ଘଡ଼ଘଡ଼ି ସହ ବର୍ଷା ଓ ପବନ । କାଳ ବୈଶାଖୀର ତାଣ୍ଡବରେ ଅଂଚଳରେ ନାହିଁ ନଥିବା କ୍ଷତି ହୋଇଛି । ବଡ ବଡ଼ ଗଛ ଉପୁଡି ପଡିବ ସହ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଛି । ଘୁର୍ଣ୍ଣିଝଡ଼ରେ ପ୍ରାୟ 60 ରୁ ଉର୍ଦ୍ଧ୍ଵ ଘର ଭାଙ୍ଗିଛି…

ମହିଳାଙ୍କ ଏସିଡ୍‌ ମାଡ଼, ଯୁବକଙ୍କ ଆଖି ନଷ୍ଟ

ନିଶାସକ୍ତ ଯୁବକଙ୍କ ଉତ୍ପାତ ଅତିଷ୍ଠ କଲା। ତାଙ୍କ ଗାଳିଗୁଲଜ ଓ ବ୍ୟବହାର ଅସହ୍ୟ ହେବାରୁ ଯୁବକଙ୍କ ମୁହଁକୁ ଜଣେ ମହିଳା ଏସିଡ୍‌ ଫିଙ୍ଗିଦେଲେ। ଗଞ୍ଜାମଜିଲ୍ଲା କବିସୂର୍ଯ୍ୟନଗର ସହର ୪ ନମ୍ବର ୱାର୍ଡ଼ରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଦ୍ୱାରସାହିର ବୁଡୁ ଦାସ…

ଇରାନର ଖର୍ଗ ଦ୍ୱୀପ ଉପରେ ଆକ୍ରମଣ କରିପାରେ ଆମେରିକା: ଚେତାବନୀ ଦେଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଚେତାବନୀ ଜାରି କରି କହିଛନ୍ତି ଯେ, ଆମେରିକା ଇରାନର ତୈଳ ସମୃଦ୍ଧ ଖର୍ଗ ଦ୍ୱୀପ ଉପରେ ଆକ୍ରମଣ କରିପାରେ। ସେ କହିଛନ୍ତି ଯେ ନିକଟରେ ହୋଇଥିବା ଆକ୍ରମଣରେ ଏହି ସୁବିଧା ବହୁଳ ଭାବରେ କ୍ଷତିଗ୍ରସ୍ତ ହୋଇସାରିଛି କିନ୍ତୁ ‘କେବଳ ମଜା ପାଇଁ’…