ଖସୁଛି ଜଳସ୍ତର ଆଉ ନାହିଁ ବନ୍ୟା ଭୟ
ରାଜ୍ୟରେ ବନ୍ୟା ପାଇଁ ଆଉ ଡରିବାର ନାହିଁ। ବନ୍ୟା ସ୍ଥିତି ରେ ଧୀରେ ଧୀରେ ସୁଧାର ଆସୁଥିବା ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ସୁବର୍ଣ୍ଣରେଖା ବ୍ୟତୀତ ଅନ୍ୟ ସବୁ ନଦୀ ବିପଦ ସଂକେତ ତଳେ ଅଛି । ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ ,ଜଳକା ବିପଦ ସଂକେତ ତଳେ ଅଛି । ରେମୁଣା ଓ…
