କୃଷକ-ଶିକ୍ଷକଙ୍କ ଉପରୁ ସମସ୍ତ ମାମଲା ପ୍ରତ୍ୟାହାର
ତାମିଲନାଡୁରେ କୃଷକ ଓ ଶିକ୍ଷକମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ। ପୂର୍ବତନ ଡିଏମକେ ସରକାର ସମୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିକ୍ଷୋଭ ଓ ଆନ୍ଦୋଳନ କରିଥିବା କୃଷକ ଏବଂ ଶିକ୍ଷକମାନଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରାଯିବ।…
