ସରକାରୀ ଘର ଭଡା ଦେବାକୁ ସଂଘ ନେତାଙ୍କ ଟଣା ଓଟରା
ଭୁବନେଶ୍ୱର : ସଂଘର ନିଜସ୍ୱ ଘର ଥାଉ ଥାଉ ନେତାମାନେ ଆଉ ଗୋଟିଏ କ୍ୱାଟର୍ସ ନେଲେ । ଏହାକୁ ହାତେଇବା ପରେ ଭଡାରେ ଲଗାଇ ଟଙ୍କା ଆଦାୟ କଲେ । ହେଲେ ଘରଭଡା ଦେଲେନାହିଁ । ଏବେ ଲକ୍ଷାଧିକ ଟଙ୍କାର ଭଡା ବାକି ପଡିବାପରେ କିଏ ଟଙ୍କା ଦେବ ତାହାକୁ ନେଇ ଚିଠି ଲେଖା ଆରମ୍ଭ ହୋଇଛି ।
ଏଭଳି!-->!-->!-->…
