କାନ୍ଥ ଭୁଶୁଡ଼ି ଶିଶୁ ମୃତ
ଗଞ୍ଜାମ: ଏମିତି ବି ଆସିପାରେ ମୃତୁ୍ୟ । ମୃତୁ୍ୟ କେତେବେଳେ ଆଉ କେମିତି ଆସେ ତାହା ଜାଣିବା କାଠିକର ପାଠ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଖେଳିବା ବେଳେ କାନ୍ଥ ଭୁଶୁଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଗଞ୍ଜାମ ଜିଲା!-->…
