Odia News Portal

ସରିଲା ଛତିଶା ନିଯୋଗ ବୈଠକ, ଜାଣନ୍ତୁ କଣ ହେଲା ଆଲୋଚନା

ପୁରୀ: ଆସୁଛି ଧର୍ମ କର୍ମର ମାସ କାର୍ତ୍ତିମ ମାସ । ଧର୍ମ ମାସରେ ଶ୍ରୀକ୍ଷେତ୍ରରେ ଲାଗିଥାଏ ହବିଷ୍ୟାଳୀଙ୍କ ଭିଡ଼ । ଏହାକୁ ଦୃଷ୍ଟିରେ ରଖି କାର୍ତ୍ତିକ ମାସ ଆରମ୍ଭ ହେବା ପୂର୍ବରୁ ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ଲାଗି ଆସିଛି ଏସଓପି । ଆସନ୍ତା ୧୬ ତାରିଖରୁ ୧୯ ନଭେମ୍ବର ଯାଏ

ହରେଶ ସାହୁ ହେଲେ ଓଡ଼ିଶା ନାଟ୍ୟସଂଘର ସଭାପତି

ଭୁବନେଶ୍ୱର: ଓଡ଼ିଶା ନାଟ୍ୟସଂଘର ବିଭିନ୍ନ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ହରେଶ ସାହୁ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଶୁଭକାନ୍ତ ପାଢ଼ୀ ସମ୍ପାଦକ ପଦବୀ ପାଇଛନ୍ତି । ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଥିଲା ବୈଠକ । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ପରେ

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ, ୧୬ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ ବୈଠକ ଶେଷ ହୋଇଛି। ଏହି କ୍ଯାବିନେଟ ବୈଠକରେ ୧୬ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବୀନ ନିବାସରୁ ବୈଠକରେ ଯୋଡି ହୋଇଥିଲେ।

ଜାଣନ୍ତୁ ଆଜି ରାଜ୍ୟର କେଉଁ ଜିଲ୍ଲାରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୪୪୮ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୫୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୮୯ ଜଣ ରହିଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ

ମୁଖ୍ୟ ସଚିବ ପାହ୍ୟାର ପାଉଣା ପାଉଛନ୍ତି ପିଏମୟୁ କର୍ମଚାରୀ, ଏବେ ପରିବହନ ବିଭାଗ ପାଳି

ଭୁବନେଶ୍ୱର : ଠିକା ଚାକିରି । ହେଲେ ମାସିକ ପାଉଣା ଶାସନ ସଚିବ ସ୍ତରର କିମ୍ବା ଏହାଠାରୁ ଅଧିକ । କେତେକ ତ ମୁଖ୍ୟ ଶାସନ ସଚିବଙ୍କ ପାହ୍ୟାର ମାସିକ ପାଉଣା ପାଉଛନ୍ତି । ତେବେ ଏହି ମୋଟା ବେତନଧାରୀମାନେ ରାଜ୍ୟର କି ମଙ୍ଗଳ କରୁଛନ୍ତି ତାହା ସାଧାରଣ ଲୋକଙ୍କ ଗୋଚର ବାହାରେ । ବିଶ୍ୱସ୍ତ

ଆଜି ରାଜ୍ୟରେ ୬ ଜୀବନ ନେଲା ମାହାମାରୀ

ଭୁବନେଶ୍ୱର: ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ଏକ ହଜାର ତଳକୁ

୧୩ରେ ଆର୍ୟନଙ୍କ ପରବର୍ତ୍ତୀ ଶୁଣାଣି

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ୍ ଷ୍ଟାର ଶାହାରୁଖ୍ ଖାନଙ୍କ ପୁଅ ଆର୍ୟନଙ୍କୁ ମିଳିଲାନି ଆଶ୍ବସ୍ତି। ଆହୁରି ୨ ଦିନ ଜେଲ୍ରେ ରହିବେ ଆର୍ୟନ୍। ମୁମ୍ବାଇ ସେସନ୍ କୋର୍ଟ ତାଙ୍କ ଶୁଣାଣି ଅକ୍ଟୋବର ୧୩ ପର୍ୟ୍ୟନ୍ତ ସ୍ଥଗିତ ରଖିଛନ୍ତି। ସେପର୍ୟ୍ୟନ୍ତ ଆର୍ୟ୍ୟନ

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ…

ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି କରୋନା ସଂକ୍ରମଣ ହାର । ଦେଶରେ ପୁଣି ୨୦ ହଜାର ତଳେ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୧୮ ହଜାରରୁ ସାମାନ୍ୟ ଅଧିକା ଥିବା ବେଳେ ମୃତ୍ୟୁସଂଖ୍ୟା ୨ ଶହରୁ କମ୍ ରହିଛି । ୨୪ ଘଣ୍ଟା ମଧ୍ୟରେ ୧୮,୧୩୨ କରୋନାଭାଇରସ୍ଜନିତ ନୂତନ

ଅମିତାଭ ବଚ୍ଚନ @୭୯

ମୁମ୍ବାଇ: ଆଜି ବଲିଉଡ୍ର ସୁପରଷ୍ଟାର ଅମିତାଭ୍ ବଚ୍ଚନଙ୍କ ଜନ୍ମଦିନ । ୭୯ ବର୍ଷରେ ପାଦ ଥାପିଲେ ବିଗ୍ ବି । ୭୯ବର୍ଷ ବୟସରେ ଏ ଏକ୍ଦମ୍ ଫିଟ୍ ଅଛନ୍ତି । ଛୋଟ ହେଉ କି ବଡ ସବୁ ପରଦାରେ, ଟ୍ରାଜେଡି, କମେଡି, ଆକ୍ସନ ସବୁ ଚରିତ୍ରରେ ସେ ଚମôକାର ଅଭିନୟ କରି ଦର୍ଶକଙ୍କ ହୃଦୟରେ ସେ ଏକ ସ୍ୱତନ୍ତ୍ର

ଦେବଗଡ ଜିଲ୍ଲା ତିଳେଇବଣି କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଭିଜିଲାନ୍ସ ଚଢାଉ

ଦେବଗଡ: ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଦେବଗଡ ଜିଲ୍ଲା ତିଳେଇବଣି ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବିକାଶ ବେହେରାଙ୍କ ବିରୋଧରେ ଭିଜିଲାନ୍ସ ଚଢାଉ ହୋଇଛି । ଆଜି ସକାଳେ ବିକାଶଙ୍କ ବଳମ ସ୍ଥିତ ବାସଭବନ ଓ କଣ୍ଢଳ ସ୍ଥିତ ଶ୍ୱଶୁର ଘରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି । ଚଢଉ ବେଳେ