ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ
ଖୋର୍ଦ୍ଧା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ । ଜାମିନ ଆବେଦନ ଖାରଜ କଲେ ଏହିଜେ-୧ କୋର୍ଟ । ପ୍ରଶାନ୍ତ ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିଥିଲେ । ତାଙ୍କ ବିରୋଧରେ ଏସଟି/ଏସଇ ମାମଲା ରୁଜୁ ହୋଇଛି । ତେବେ ସେ ପ୍ରଥମେ ହାଇକୋର୍ଟରେ!-->…
